Bollywood

ଖୁବ ଶୀଘ୍ର ସର୍ବଭାରତୀୟ ସ୍ତରରେ ପରଦାକୁ ଆସିବ ସଞ୍ଜୟ ଦତଙ୍କ ବାୟୋପିକ୍

୨୦୧୮ ମାର୍ଚ୍ଚରେ ସର୍ବଭାରତୀୟ ସ୍ତରରେ ପରଦାକୁ ଆସିବ ସଞ୍ଜୟ ଦତଙ୍କ ବାୟୋପିକ୍

ରାଜକୁମାର ହିରାଣୀ ଙ୍କ ନିର୍ଦେଶିତ ସିନେମା ସଞ୍ଜୟ ଦତଙ୍କ ବାୟୋପିକ୍ ରେ ଲୋକପ୍ରିୟ ରଣବୀର କପୁର ସଞ୍ଜୟ ଦତ ଙ୍କ ଚରିତ୍ର ରେ ଅଭିନୟ କରୁଛନ୍ତି ।

ରଣବୀର କପୁର ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ବେଳେ ଅନ୍ୟାନ୍ୟ ଭୂମିକାରେ ଦିୟା ମିର୍ଜା, ମନିଷା କୋଇରାଲା, ପରେଶ ରାୱଲ , ସୋନମ କପୁର , କରିସ୍ମା ତନ୍ନା ଦେଖାଦେବେ । ନିର୍ଦ୍ଦେଶକ ରାଜକୁମାର ହିରାନୀଙ୍କର ଏହା ଡ୍ରିମ୍ ପ୍ରୋଜେକ୍ଟ । ଜାନୁୟାରୀ ୨୦୧୭ରେ ଏହି ବାୟୋପିକ ଚଳଚ୍ଚିତ୍ରର ସୁଟିଂ ଆରମ୍ଭ ହୋଇଥିଲା । ଚଳଚ୍ଚିତ୍ରର ଶେଷ ଭାଗର ସୁଟିଂ ବର୍ତ୍ତମାନ ଚାଲୁଥିବାର ସୂଚନା ମିଳିଛି ।

“ମୁଁ ନିଜକୁ ବହୁତ ଧନ୍ୟ ମନେ କରୁଛି  କି ମୁଁ ଏହି ଛବି ର ଗୋଟେ ଅଂଶ ଏବୋଂ ବିଧୁ ବିନୋଦ ଚୋପ୍ରା ସାର ଓ ସଞ୍ଜୟ ସାର ଙ୍କୁ ମୋର ବହୁତ ବହୁତ ଧନ୍ୟବାଦ,” ରଣବୀର କହିଛନ୍ତି।

ନିର୍ଦ୍ଦେଶକ ରାଜକୁମାର ଏକ ସାକ୍ଷାତକାରରେ କହିଛନ୍ତି ଯେ ଏହି ସଞ୍ଜୟ ଦତଙ୍କ ବାୟୋପିକ୍ ପ୍ରୋଜେକ୍ଟ ର ଅଧା ରୁ ଅଧିକ ଭାଗ କମ ଶେଷ ହୋଇଛି ଏବୋଂ ଏହା ଖୁବ ଶୀଘ୍ର ସର୍ବଭାରତୀୟ ସ୍ତରରେ ପରଦାକୁ ଆସିବ।

୨୦୧୮ ମାର୍ଚ୍ଚରେ ସର୍ବଭାରତୀୟ ସ୍ତରରେ ପରଦାକୁ ଆସିବ ସଞ୍ଜୟ ଦତଙ୍କ ବାୟୋପିକ୍

ଅଧିକ ଜାଣିବା ପାଇଁ ପଢନ୍ତୁ ଦ୍ବିତୀ ଚାନ୍ଦ ବ୍ରୋଞ୍ଜ ମେଡାଲ ଜିତିଛନ୍ତି ଏଏସି ୨୦୧୭ ରେ

Related posts

Superstar Amitabh Bachchan Having Three Different Projects In His Hand

ENO Beuro

Popular Actor Inder Kumar Passes Away Due To Heart Attack

ENO Beuro

After Gold TV actress Mouni Roy To Act In Movie Brahmastra

ENO Beuro

1 comment

Leave a Comment