Spread the love୧୧ ନଭେମ୍ବର ଶନିବାର , ରାଶିଫଳ ମେଷ – ରୋଜଗାର କ୍ଷେତ୍ରରେ ବହୁତ ପରିଶ୍ରମ କରିବାକୁ ପଡିବ । ନୂଆ ନୂଆ ଦାୟିତ୍ଵ ବଢିବ । ଅଟକି ରହିଥିବା ପୁରୁଣା... ୧୧ ନଭେମ୍ବର ଶନିବାର , ରାଶିଫଳ
Spread the love

୧୧ ନଭେମ୍ବର ଶନିବାର , ରାଶିଫଳ

ମେଷ – ରୋଜଗାର କ୍ଷେତ୍ରରେ ବହୁତ ପରିଶ୍ରମ କରିବାକୁ ପଡିବ । ନୂଆ ନୂଆ ଦାୟିତ୍ଵ ବଢିବ । ଅଟକି ରହିଥିବା ପୁରୁଣା ଧନ ପ୍ରାପ୍ତି ହେବ ।

ବୃଷ – ଖର୍ଚ୍ଚରେ ଅଙ୍କୁଶ ଲଗାନ୍ତୁ । ଅନାବଶ୍ୟକ ଚିନ୍ତା କରନ୍ତୁ ନାହିଁ । ଦେଶୀ ଘିଅ ଖାଇ ଘରୁ ବାହାରନ୍ତୁ ।

ମିଥୁନ – ଦିନଟି ଆଳସ୍ୟପୂର୍ଣ୍ଣ ରହିବ । ଧନଜନିତ ସ୍ଥିତି ଠିକ ରହିବ । ହାଡରେ ହେଉଥିବା ଯନ୍ତ୍ରଣାରୁ ମୁକ୍ତି ମିଳିବ ।

କର୍କଟ – ଦିନସାରା ଯାତାୟାତ କରିବାକୁ ପଡିବ । ରୋଜଗାର ପାଇଁ ପ୍ରୟାସ ସଫଳ ହେବ । ଧନ ସହିତ ମାନ-ସମ୍ମାନ ମଧ୍ୟ ମିଳିବ ।

ସିଂହ – ସ୍ୱାସ୍ଥ୍ୟ ଭଲ ରହିବ । ଚାକିରିରେ ଚାପ ବଢିବ । ସ୍ଥାନ ପରିବର୍ତ୍ତନ କଲେ ଲାଭ ମିଳିବ ।

କନ୍ୟା – ବିବାଦରୁ ଦୂରେଇ ରୁହନ୍ତୁ । ଅଧିକ ଧନ ଖର୍ଚ୍ଚ ହୋଇପାରେ । ହଲକା ସୁଗନ୍ଧିତ ଦ୍ରବ୍ୟ ବ୍ୟବହାର କରନ୍ତୁ ।

ତୁଳା – କ୍ୟାରିୟରରେ ବଦଳି ହେବା ଯୋଗ ରହିଛି । ସ୍ୱାସ୍ଥ୍ୟ ଭଲ ରହିବ । ସମ୍ପର୍କରେ ସମସ୍ୟା ଦୂର ହେବ ।

ବିଛା – ପୁରୁଣା ସମସ୍ୟା ସମାଧାନ ହେବ । ମନର ଅବସ୍ଥାରେ ସୁଧାର ଆସିବ । ଆର୍ଥିକ ସ୍ଥିତି ଭଲ ରହିବ ।

ଧନୁ – ଧନ ଲାଭର ଯୋଗ ରହିଛି । ଉଚ୍ଚ ଅଧିକାରୀମାନଙ୍କ ସହଯୋଗ ମିଳିବ । ଦାୟିତ୍ଵ ବଢିବ ।

ମକର – ପ୍ରେମ ବ୍ୟାପାରରେ ସମସ୍ୟା ଉପୁଜିବ । ଧନହାନିଠୁ ଦୂରେଇ ରୁହନ୍ତୁ । କଳା ବସ୍ତୁ ଦାନ କରନ୍ତୁ ।

କୁମ୍ଭ – ଅଧିକ ଯାତାୟାତ କରିବାକୁ ପଡିବ । ଜୀବନସାଥୀ ସହିତ ଝଗଡା ଲାଗିପରେ । ପୂଜାର୍ଚ୍ଚନାରେ ସମୟ ବିତିବ ।

ମୀନ – ଅଧିକ ପରିଶ୍ରମ କରିବାକୁ ପଡିବ । ପାରିବାରିକ ସମ୍ପର୍କରେ ସୁଧାର ଆସିବ । ସ୍ୱାସ୍ଥ୍ୟପ୍ରତି ଯତ୍ନ ନିଅନ୍ତୁ ।

ରାଶିଫଳ

ପଢନ୍ତୁ, ଖାଦ୍ୟକୁ ମିଠା କରିବା ପାଇଁ ସୁଗାର ଫ୍ରି ବ୍ୟବହାର କରୁଛନ୍ତି କି?ଜାଣନ୍ତୁ ଏହା କେତେ କ୍ଷତିକାରକ

No comments so far.

Be first to leave comment below.

Your email address will not be published. Required fields are marked *