Spread the love୧୩ ନଭେମ୍ବର ସୋମବାର , ରାଶିଫଳ ମେଷ – ଧନର ଲାଭ ହେଇପାରେ । ସନ୍ତାନଙ୍କ ପକ୍ଷରୁ କିଛି ଖୁସି ଖବର ମିଳିବ । ଯାତ୍ରାର ଯୋଗ ରହିଛି ।... ୧୩ ନଭେମ୍ବର ସୋମବାର , ରାଶିଫଳ
Spread the love

୧୩ ନଭେମ୍ବର ସୋମବାର , ରାଶିଫଳ

ମେଷ – ଧନର ଲାଭ ହେଇପାରେ । ସନ୍ତାନଙ୍କ ପକ୍ଷରୁ କିଛି ଖୁସି ଖବର ମିଳିବ । ଯାତ୍ରାର ଯୋଗ ରହିଛି ।

ବୃଷ – ଜୀବନରେ ପରିବର୍ତ୍ତନର ଯୋଗ ରହିଛି । ପରିବାରରେ ବ୍ୟସ୍ତତା ରହିବ । ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।

ମିଥୁନ – ପ୍ରେମ କ୍ଷେତ୍ରରେ ସଫଳତା ମିଳିବ । ଅଚାନକ ଧନ ପ୍ରାପ୍ତିର ଯୋଗ ରହିଛି । ଦୌଡାଦୌଡି ବଢିବ ।

କର୍କଟ – ଅଟକି ରହିଥିବା କାର୍ଯ୍ୟ ହେବ । ଧନ ଲାଭ ହେବ । ସ୍ୱାସ୍ଥ୍ୟ ଭଲ ରହିବ ।

ସିଂହ – ଅଟକି ରହିଥିବା କାର୍ଯ୍ୟ ସଂପୂର୍ଣ୍ଣ ହେବ । ସ୍ୱାସ୍ଥ୍ୟ ଭଲ ରହିବ । ଧନ ଲାଭର ଯୋଗ ରହିଛି ।

କନ୍ୟା – ଯାତ୍ରା କରନ୍ତୁନି । । ଅଯଥା ଧନ ନଷ୍ଟ ହେବାରୁ ସତର୍କ ରୁହନ୍ତୁ  । ଘରୁ ମିଶ୍ରି ଖାଇକରି ବାହାରନ୍ତୁ ।

ତୁଳା – ନୂଆ କାର୍ଯ୍ୟ ଆରମ୍ଭ କରିବାର ସୁଯୋଗ ମିଳିପାରେ । ସନ୍ତାନ ପ୍ରାପ୍ତିର ଯୋଗ ରହିଛି । ଘରକୁ କୁଣିଆ ଆସିପାରନ୍ତି ।

ବିଛା – କ୍ୟାରିୟର ରେ ସଫଳତାର ଯୋଗ ରହିଛି । ଅଟକି ରହିଥିବା ଧନ ମିଳିବ । ମାନ ସମ୍ମାନ ବଢିବ ।

ଧନୁ – ଧନ ଲାଭର ଯୋଗ ରହିଛି । ମନୋରଞ୍ଜନ ଯାତ୍ରାର ଯୋଗ ରହିଛି । ନୂଆ ସାଙ୍ଗସାଥି ହେବେ ।

ମକର – କୌଣସି ନିସ୍ପତି ନେବା ଆଗରୁ ଭାବିଚିନ୍ତି ନିଅନ୍ତୁ । ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଧଳା ବସ୍ତୁ ଦାନ କରନ୍ତୁ ।

କୁମ୍ଭ – ସ୍ୱାସ୍ଥ୍ୟରେ ଉନ୍ନତି ଆସିବ । ଧନ ଲାଭର ଯୋଗ ରହିଛି । ପ୍ରେମ କ୍ଷେତ୍ରରେ ସଫଳତା ମିଳିବ ।

ମୀନ – ସମ୍ପତି ଜନିତ ବିବାଦରୁ ବଞ୍ଚନ୍ତୁ । ଆର୍ଥିକ ହାନି ଘଟିପାରେ । ବଡମାନଙ୍କ ଉପଦେଶ କାମ କରିପାରେ ।

ରାଶିଫଳ

ପଢନ୍ତୁ, ଆସନ୍ତୁ ଜାଣିବା, ରବିବାରରେ ଏହି ଡାଲି ଖାଇଲେ ହୋଇପାରେ ସ୍ୱାସ୍ଥ୍ୟ ପ୍ରତି କ୍ଷତି

No comments so far.

Be first to leave comment below.

Your email address will not be published. Required fields are marked *