Spread the loveରାଶିଫଳ , ୧୪ ନଭେମ୍ବର ମଙ୍ଗଳବାର  : ମେଷ – ଆର୍ଥିକ ସ୍ଥିତି ମଜଭୁତ ରହିବ । ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।... ୧୪ ନଭେମ୍ବର ମଙ୍ଗଳବାର , ରାଶିଫଳ
Spread the love

ରାଶିଫଳ , ୧୪ ନଭେମ୍ବର ମଙ୍ଗଳବାର  :

ମେଷ – ଆର୍ଥିକ ସ୍ଥିତି ମଜଭୁତ ରହିବ । ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

ବୃଷ – ଧନ ଲାଭ ହେବ । ଚାକିରି କ୍ଷେତ୍ରରେ ସଫଳତା ମିଳିବ । ଅଟକି ରହିଥିବା ଧନ ମିଳିବ ।

ମିଥୁନ – ଚାକିରି କ୍ଷେତ୍ରରେ ପରିବର୍ତ୍ତନ ହେଇପାରେ । ବିବାହ ସ୍ଥିର ହେବାର ଯୋଗ ଅଛି । ସ୍ୱାସ୍ଥ୍ୟରେ ସୁଧାର ଆସିବ ।

କର୍କଟ – ଘରକୁ କୁଣିଆ ଆସିପାରନ୍ତି । ନୂଆ କାର୍ଯ୍ୟ ଆରମ୍ଭ କରିବାର ସୁଯୋଗ ମିଳିପାରେ । ସନ୍ତାନ ପ୍ରାପ୍ତିର ଯୋଗ ରହିଛି ।

ସିଂହ – ସ୍ୱାସ୍ଥ୍ୟରେ ସୁଧାର ଆସିବ । ଆର୍ଥିକ ସ୍ଥିତି ମଜଭୁତ ରହିବ । ପାରିବାରିକ ସମସ୍ୟାରେ ସୁଧାର ଆସିବ ।

କନ୍ୟା – ଲମ୍ବା ଯାତ୍ରାର ଯୋଗ ରହିଛି । ଅଳ୍ପ କିଛି ଧନର ଲାଭ ହୁଏ । ଚାକିରି କ୍ଷେତ୍ରରେ ସତର୍କତା ଅବଲମ୍ବନ କରନ୍ତୁ ।

ତୁଳା – ମାନ ସମ୍ମାନ ବଢିବ । ଚାକିରି କ୍ଷେତ୍ରରେ ପଦୋର୍ନ୍ନତି ଯୋଗ ରହିଛି । ଯାତ୍ରା କମ କରିବାକୁ ଚେଷ୍ଟା କରନ୍ତୁ ଅଥବା ନକଲେ ଭଲ ।

ବିଛା – ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଯାତ୍ରାର ଯୋଗ ରହିଛି । ଶିକ୍ଷା କ୍ଷେତ୍ରରେ ଉରନ୍ନତି ଆସିବ ।

ଧନୁ – ଉପହାର, ମାନ ସମ୍ମାନ ମିଳିବ । ସନ୍ତାନ ପ୍ରାପ୍ତିର ଯୋଗ ରହିଛି । ଅଟକି ରହିଥିବା ଧନ ମିଳିବ ।

ମକର – ଗଣ୍ଠି ଜନିତ ସମସ୍ୟା ପ୍ରତି ଧ୍ୟାନ ଦିଅନ୍ତୁ । ପୁରୁଣା ବିବାଦ ପୁଣି ଆରମ୍ଭ ହେଇପାରେ । ସ୍ଥିରତାର ସହ କାମ କରନ୍ତୁ ।

କୁମ୍ଭ – ଚାକିରି କ୍ଷେତ୍ରରେ ପରିବର୍ତ୍ତନ ଆସିବ । ଧନ ଲାଭର ଯୋଗ ରହିଛି । ବିବାହ ସ୍ଥିର ହେବାର ଯୋଗ ଅଛି ।

ମୀନ – ସନ୍ତାନ ପକ୍ଷ ବିବାଦରୁ ବଞ୍ଚନ୍ତୁ । ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ । ଧନ ଲାଭର ଯୋଗ ରହିଛି ।

ରାଶିଫଳ

ପଢନ୍ତୁ, ସପ୍ତାହର କେଉଁ ଦିନଗୁଡିକରେ ଚୁଟି କାଟିବା ପାଇଁ ଉତ୍କୃଷ୍ଟ , ଆସନ୍ତୁ ଜାଣିବା

Your email address will not be published. Required fields are marked *