HOROSCOPES

୧୭ ନଭେମ୍ବର, ଶୁକ୍ରବାର – ରାଶିଫଳ

ରାଶିଫଳ

୧୭ ନଭେମ୍ବର, ଶୁକ୍ରବାର – ରାଶିଫଳ :

ମେଷ – ଆର୍ଥିକ ସ୍ଥିତି ମଜବୁତ ହେବ । ଲମ୍ବା ଯାତ୍ରାରେ ଯିବାକୁ ପଡିପାରେ । ଅତିଥି ଆସିପାରନ୍ତି ।

ବୃଷ – ଆଜି ଆପଣ ବ୍ୟସ୍ତ ରହିବେ । ପୁରୁଣା ଲୋକଙ୍କ ସହ ସାକ୍ଷାତ ହୋଇପାରେ । ଧନ ଓ ଉପହାର ପ୍ରାପ୍ତି ହେବ ।

ମିଥୁନ – ଅଧିକ ଦୌଡାଦୌଡି କରିବାକୁ ପଡିପାରେ । ଚାକିରିରେ ସ୍ଥିତି ଭଲ ରହିବ । ଖାଦ୍ୟ ପାନୀୟ ପ୍ରତି ଯତ୍ନ ନିଅନ୍ତୁ ।

କର୍କଟ – ଚାକିରି କ୍ଷେତ୍ରରେ ଦାୟିତ୍ଵ ବଢିବ । ଅଧିକ ଦୌଡାଦୌଡି କରିବାକୁ ପଡିବ । କଦଳୀ ଦାନ କରନ୍ତୁ ।

ସିଂହ – ସ୍ଥାନ ପରିବର୍ତ୍ତନର ଯୋଗ ରହିଛି । ଭ୍ରମଣ କରିବାକୁ ଯାଇପାରନ୍ତି । ମନୋରଞ୍ଜନ ପାଇଁ ଅଧିକ ଧନ ଖର୍ଚ୍ଚ ହେବ ।

କନ୍ୟା – ଅନାବଶ୍ୟକ ଚିନ୍ତା ବଢିବ । କ୍ୟାରିୟରରେ ସମସ୍ଯା ଦେଖା ଦେବା । ବନ୍ଧୁଙ୍କ ସହଯୋଗ ମିଳିବ ।

ତୁଳା – ଧନ ପ୍ରାପ୍ତି ହେବ । ଅଟକି ରହିଥିବା କମ ହେବ । ସମ୍ମାନ ଓ ଉପହାର ମିଳିବ ।

ବିଛା – କାମ ବିଗିଡି ପାରେ । ସ୍ଵାସ୍ଥ୍ୟକୁ ନେଇ ଯତ୍ନବାନ ହୁଅନ୍ତୁ । ହଳଦିଆ ସୋରିଷ ଖାଇ ଘରୁ ବାହାରନ୍ତୁ ।

ଧନୁ – ଧନ ଖର୍ଚ୍ଚ ବୃଦ୍ଧି ହେବ । ଅତିଥି ଆସିପାରନ୍ତି । କଥାବାର୍ତ୍ତାରେ ସଂଯମ ରଖନ୍ତୁ ।

ମକର – ସମ୍ପତି ଲାଭ ହେବ । ଚାକିରିରେ ପରିବର୍ତ୍ତନ ଆସିପାରେ । ଅନ୍ୟ କାହା ଆଗରେ ନିଜ ଯୋଜନା କୁହନ୍ତୁ ନାହିଁ ।

କୁମ୍ଭ – କାମର ଚାପ ବଢିବ । କ୍ୟାରିୟରରେ ସୁଧାର ଆସିବ । ଚିନ୍ତା ଦୂର ହେବ ।

ମୀନ – ସମ୍ପର୍କରେ ସମସ୍ୟା ଦେଖାଦେବ । ଧନହାନି ହୋଇପାରେ । ବାର୍ତ୍ତା ଓ କ୍ରୋଧରେ ସଂଯମ ରକ୍ଷା କରନ୍ତୁ ।

ରାଶିଫଳ

ପଢନ୍ତୁ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଘୋଷଣା, ଯୁକ୍ତ ୨ ବାର୍ଷିକ ପରୀକ୍ଷା ମାର୍ଚ୍ଚ ୬ରୁ ଆରମ୍ଭ

Related posts

ଆସନ୍ତୁ ଜାଣିବା ଆଜିର ରାଶିଫଳ ସମ୍ପର୍କରେ

Ratnamani Moharana

କେମିତି କଟିବ ଆଜିର ଦିନ? ଆସନ୍ତୁ ଜାଣିବା ଆଜିର ରାଶିଫଳ

Ratnamani Moharana

ଆସନ୍ତୁ ଜାଣିବା କେମିତି କଟିବ ଆଜିର ଦିନ

Ratnamani Moharana

1 comment

Leave a Comment