• Home
  • ASTRO
  • HOROSCOPES
  • ୨୮ ନଭେମ୍ବର , ମଙ୍ଗଳବାର – ରାଶିଫଳ
HOROSCOPES

୨୮ ନଭେମ୍ବର , ମଙ୍ଗଳବାର – ରାଶିଫଳ

୨୮ ନଭେମ୍ବର , ମଙ୍ଗଳବାର – ରାଶିଫଳ  :

ମେଷ – ଚାକିରିରେ ମଧ୍ୟମ ଧରଣର ଫଳ ମିଳିବ । ଆର୍ଥିକ ସ୍ବଚ୍ଛଳତା ଫେରି ଆସିବ । ପେଟ ଓ ହାଡ ପ୍ରତି ଧ୍ୟାନ ଦିଅନ୍ତୁ ।

ବୃଷ – ଚାକିରିରେ ଦାୟିତ୍ଵ ବଢିବ । କୌଣସି ବଡ ପଦବୀ ଓ ଧନ ମିଳିବ ।

ମିଥୁନ – ଚାକିରିରେ ଉତ୍ତମ ପରିବର୍ତ୍ତନ ହେବ । ସ୍ୱାସ୍ଥ୍ୟ ଭଲ ରହିବା । ଜୀବନରେ ସଫଳତା ମିଳିବ । ବିବାଦରୁ ଦୂରେଇ ରୁହନ୍ତୁ ।

କର୍କଟ – କ୍ୟାରିୟରରେ ନୂତନ ଆରମ୍ଭର ଯୋଗ ରହିଛି । ଦୌଡା ଦୌଡି କରିବାକୁ ପଡିବ । ପରିଜନମାନଙ୍କ ସହିତ ବିବାଦରୁ ଦୂରେଇ ରୁହନ୍ତୁ ।

ସିଂହ – ରୋଜଗାର ସ୍ଥିତି ସାମାନ୍ୟ ରହିବ । ବିବାଦରୁ ଦୂରେଇ ରୁହନ୍ତୁ । ସ୍ୱାସ୍ଥ୍ୟଜନିତ ସମସ୍ୟା ପ୍ରତି ଧ୍ୟାନ ଦିଅନ୍ତୁ ।

କନ୍ୟା – କ୍ୟାରିୟରରେ ଅନିଶ୍ଚିତତା ବଜାୟ ରହିବ । ପାରିବାରିକ ଜୀବନ ଉତ୍ତମ ରହିବ । ଧନ ଲାଭ ହେବ ।

ତୁଳା – କ୍ୟାରିୟର ଦିଗରେ ସୁଧାର ଆସିବ । ସାବଧାନ ରୁହନ୍ତୁ । ପରିଶ୍ରମରୁ ସୁଫଳ ମିଳିବ ।

ବିଛା – କ୍ୟାରିୟରରେ ବଡ ସଫଳତା ମିଳିବ । ଆର୍ଥିକ ଲାଭ ହେବ । ଅନାବଶ୍ୟକ ବାହାସ୍ଫୋଟ ମାରନ୍ତୁ ନାହିଁ ।

ଧନୁ – କ୍ୟାରିୟରରେ ବଡ ପରିବର୍ତ୍ତନ ହେବ । ସ୍ଥାନ ପରିବର୍ତ୍ତନ ଯୋଗ ରହିଛି । ଖର୍ଚ୍ଚ ପ୍ରତି ଧ୍ୟାନ ଦିଅନ୍ତୁ ।

ମକର – ଚାକିରିରେ ଲାଭ ମିଳିବ । ପରିଶ୍ରମର ସୁଫଳ ମିଳିବ । ପାରିବାରିକ ସମସ୍ୟା କମ ହେବ ।

କୁମ୍ଭ – ଜୀବନରେ ସ୍ଥିରତା ଆସିବ । ସୁନାମ ଓ ଯଶ ପ୍ରାପ୍ତି ହେବ । ନିଜ ପାଇଁ କିଛି ସମୟ ବାହାର କରନ୍ତୁ ।

ମୀନ – ଯାତ୍ରା ପାଇଁ ପ୍ରସ୍ତୁତ ରୁହନ୍ତୁ । ବହୁତ ଅଧିକ ଦୌଡା ଦୌଡି କରିବାକୁ ପଡିବ । ଧନଜନିତ ବଡ ଲାଭ ହେବ ।

ପଢନ୍ତୁ, ଦକ୍ଷିଣ ଆଫ୍ରିକାର ଡେମି ଲେଇଘ୍‌ ନେଲ୍‌-ପିଟ୍‌ରସ ‘ବ୍ରହ୍ମାଣ୍ଡ ସୁନ୍ଦରୀ-୨୦୧୭’ ମୁକୁଟ ବିଜୟିନୀ

Related posts

୨୨ ନଭେମ୍ବର, ବୁଧୁବାର – ରାଶିଫଳ

Krishna Kumar Manoj

ଆସନ୍ତୁ ଜାଣିବା କେମିତି କଟିବ ଆଜିର ଦିନ

Krishna Kumar Manoj

୩ ନଭେମ୍ବର , ରାଶିଫଳ

Krishna Kumar Manoj

3 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More