LIFESTYLE

ଏହି ୪ ଟି ଉପାୟରେ ଜାଣନ୍ତୁ ଆପଣଙ୍କ ସାଥି ଆପଣ ସହ ପ୍ରତାରଣା କରୁନାହାନ୍ତି ତ ?

ସମ୍ପର୍କ ଏକ ସୁନ୍ଦର, କୋମଳ ତଥା ସଂବେଦନଶୀଳ ଜିନିଷ । ଆପଣଙ୍କ ସାଥିର ଗୋଟିଏ ମାତ୍ର ଭୁଲ ଆପଣଙ୍କ ହୃଦୟକୁ ଭାଙ୍ଗି ଦେଇପାରେ । କିଛି କିଛି ଭୁଲ କୁ ଧରାଯାଏନି କିନ୍ତୁ କିଛି ଭୁଲ ଏମିତି ବି ଥାଏ ଯାହାକୁ ସହ୍ୟ କରିବା ବହୁତ କଷ୍ଟ ହେଇଥାଏ । ଯଦି ଆପଣଙ୍କୁ ଲାଗୁଛି କି ଆପଣଙ୍କ ସାଥି ଏବେ ବିଶ୍ଵାସ ଯୋଗ୍ୟ କିମ୍ବା ଯୋଗ୍ୟା ନୁହନ୍ତି ତେବେ ଆପଣ ଠିକ ବି ହେଇଥାଇପାରନ୍ତି ।  ଏହା ଠିକ ଯେ କୌଣସି ଭିତ୍ତିପୂର୍ଣ୍ଣ ପ୍ରମାଣ ବିନା ଏହା ବିଶ୍ଵାସ କରିବା ଅତ୍ୟନ୍ତ କଷ୍ଟ । ତେବେ ଏହି ୪ ଟି ଉପାୟରେ ଜାଣନ୍ତୁ ଆପଣଙ୍କ ସାଥି ଆପଣ ସହ ପ୍ରତାରଣା କରୁନାହାନ୍ତି ତ ?

ସାଥିଙ୍କ ଫୋନକୁ ତଦାରଖ କରନ୍ତୁ :

ଆଜିର ଦୁନିଆରେ ସ୍ମାଟଫୋନ ଏହିସବୁ କାର୍ଯ୍ୟକୁ ଅତି ସହଜ କରିଦେଇଛି । କିନ୍ତୁ ଟିକେ ହୁସିଆର ରହିଲେ ଆପଣମାନେ ସାଥିଙ୍କ ପ୍ରତାରଣାକୁ ସହଜରେ ଜାଣିପାରିବେ । ଫୋନରେ ସବୁ ସେବା ଜେଭଳି ଇମେଲ, କଲ, ମେସେଜ, ବ୍ରାଉଜିଂ ହିଷ୍ଟ୍ରି ଆଡିକୁ ଠିକସେ ପରଖି ନିଅନ୍ତୁ ।

ଯଦି ବ୍ରାଉଜିଂ ହିଷ୍ଟ୍ରି ଖାଲି ଥିବ :

ଯଦି ଫୋନରେ ବ୍ରାଉଜିଂ ହିଷ୍ଟ୍ରି ଖାଲି ଥିବା ତେବେ ଆପଣ ଜାଣିବେ ଯେ ଆପଣଙ୍କ ସାଥି ଆପଣଙ୍କୁ କିଛି ଲୁଚାଉଛନ୍ତି ।

ହଠାତ ତାଙ୍କୁ ଦେଖା କରିବାକୁ ତାଙ୍କ ଅଫିସ ଯାନ୍ତୁ

ଯଦି ଆପଣଙ୍କ ସାଥି ଘରକୁ ବିଳମ୍ବରେ ଆସୁଛନ୍ତି ଓ ଅଫିସ ରେ ବହୁତ କାମର ସବୁବେଳେ ବାହାନା କରୁଛନ୍ତି, ତେବେ ହଠାତ ତାଙ୍କୁ ଦେଖା କରିବାକୁ ତାଙ୍କ ଅଫିସ ଯାନ୍ତୁ ଶେଠି ସବୁ କଥା ଜଣାପଡିଯିବ ।

ପକେଟ ଚେକ କରନ୍ତୁ :

ଯଦି ଆପଣଙ୍କ  ପ୍ରିୟ ସାଥି ଆପଣଙ୍କୁ ପ୍ରତାରଣା କରୁଛନ୍ତି ତେବେ ଏହା ଜାଣିବା ପାଇଁ ଖଣ୍ଡେ କାଗଜ ମଧ୍ୟ ଯଥେଷ୍ଟ । ଯଦି ସେ କୁଆଡେ ଯାନ୍ତି ଓ କୌଠି କ୍ଷାନ୍ତି ତେବେ ବେଳେ ବେଳେ ଭୁଲରେ ବିଲ ନିଜ ପକେଟରେ ରଖିବେ । ଏହା ହୋଟେଲରେ ରହିବା, ଟ୍ରାଭେଲ କିମ୍ବା ଖାଇବାର ବିଲ ମଧ୍ୟ ହେଇପାରେ ।

ଏହି ୪ ଟି ଉପାୟରେ ଜାଣନ୍ତୁ ଆପଣଙ୍କ ସାଥି ଆପଣ ସହ ପ୍ରତାରଣା କରୁନାହାନ୍ତି ତ  ଏହି ୪ ଟି ଉପାୟରେ ଜାଣନ୍ତୁ ଆପଣଙ୍କ ସାଥି ଆପଣ ସହ ପ୍ରତାରଣା କରୁନାହାନ୍ତି ତ ?

ପଢନ୍ତୁ, ନିଜେ ପରୀକ୍ଷା କରି ଦେଖନ୍ତୁ, ହାତରେ ପିଆଜ ଘଷିବା ଦ୍ଵାରା କି ଫାଇଦା ମିଳିଥାଏ

Related posts

ତ୍ୱଚାର ଉଜ୍ଜ୍ୱଳତା ଆଣିବାରେ ସହାୟକ ହୋଇଥାଏ ଘିକୁଆଁରି! ଆସନ୍ତୁ ଜାଣିବା ଏହାର ଅନେକ ଉପକାରୀ ଗୁଣ ସମ୍ପର୍କରେ

ENO Beuro

ଆସନ୍ତୁ ଜାଣିବା କର୍କଟ ରୋଗୀଙ୍କ ପାଇଁ ଚିନ୍ତାଗ୍ରସ୍ତ ରହିବା ଭଲ ନୁହଁ କାହିଁକି

ENO Beuro

ମାଦକଦ୍ରବ୍ୟ ଭାବେ ବ୍ୟବହୃତ ଭାଙ୍ଗ ବୃକ୍ଷରେ ମଧ୍ୟ ଲୁଚିରହିଛି ଅନେକ ଔଷଧୀୟ ଗୁଣ

ENO Beuro

3 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More