Spread the love୭ ନଭେମ୍ବର, ରାଶିଫଳ: ମେଷ – ନୂଆ ଚାକିରିର ଯୋଗ ରହିଛି । ଶିକ୍ଷାରେ ସୁଧାର ଆସିବ । ଜୀବନସାଥିଙ୍କ ସହଯୋଗ ମିଳିବ । ବୃଷ – ପରିବାରରେ ଖୁସି... ୭ ନଭେମ୍ବର, ରାଶିଫଳ
Spread the love

୭ ନଭେମ୍ବର, ରାଶିଫଳ:

ମେଷ – ନୂଆ ଚାକିରିର ଯୋଗ ରହିଛି । ଶିକ୍ଷାରେ ସୁଧାର ଆସିବ । ଜୀବନସାଥିଙ୍କ ସହଯୋଗ ମିଳିବ ।

ବୃଷ – ପରିବାରରେ ଖୁସି ଫେରିଆସିବ । ଅଫିସରେ ବ୍ୟସ୍ତ ରହିବେ । ଜୀବନସାଥିଙ୍କ ସହଯୋଗ ମିଳିବ ।

ମିଥୁନ – ସ୍ୱାସ୍ଥ୍ୟ ଭଲ ରହିବ । ମନୋରଞ୍ଜନ କାର୍ଯ୍ୟକ୍ରମରେ ଯୋଗ ଦେବେ । ଆର୍ଥିକ ଲାଭ ହେବ ।

କର୍କଟ – ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । କ୍ରୋଧ କରନ୍ତୁ ନାହିଁ । ଗୁଡ ଖାଇ ଘରୁ ବାହାରନ୍ତୁ ।

ସିଂହ – ଅତିଥି ଆସିପାରନ୍ତି । ଅଚାନକ ପଇସା ମିଳିପାରେ । ମାନ- ସମ୍ମାନ ମିଳିବ ।

କନ୍ୟା – ଅଧିକ ଯାତାୟାତ କରିବାକୁ ପଡିପାରେ । କାରବାରରେ ଲାଭ ହେବ । ଯାତ୍ରା ଯୋଗ ରହିଛି ।

ତୁଳା – ପରିବାରରେ ଖୁସିର ପରିବେଶ ବଜାୟ ରହିବ । ସନ୍ତାନ ପକ୍ଷରୁ ସୁଖ ପ୍ରାପ୍ତି ହେବ । ସମ୍ପତି କିଣାକିଣି କରିବେ ।

ବିଛା – ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ । ବିବାଦରୁ ଦୂରେଇ ରୁହନ୍ତୁ । ହନୁମାନଙ୍କ ଉପାସନା କରନ୍ତୁ ।

ଧନୁ – କ୍ୟାରିୟର ମାମଲାରେ ସଫଳତା ପ୍ରାପ୍ତି ହେବ । ଯାତ୍ରା କରିବା ଯୋଗ ରହିଛି । ପରିବାର ଭିତରେ ବ୍ୟସ୍ତ ରହିବେ ।

ମକର – ବିବାଦ ଠାରୁ ଦୂରେଇ ରହିଲେ ଭଲ । ପାରିବାରିକ ଜୀବନ ପ୍ରତି ଧ୍ୟାନ ଦିଅନ୍ତୁ । ହଲକା ସୁଗନ୍ଧିତ ଦ୍ରବ୍ୟ ଲଗାନ୍ତୁ ।

କୁମ୍ଭ – ଚାକିରିରେ ମନ ମୁତାବକ ସଫଳତା ମିଳିବ । ମାନ- ସମ୍ମାନ ମିଳିବ । ଅଟକି ରହିଥିବା ଧନ ପ୍ରାପ୍ତି ହେବ ।

ମୀନ – କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଅନ୍ତୁ ନାହିଁ । ଧନହାନି ହେବାରୁ ଦୂରେଇ ରୁହନ୍ତୁ । ସ୍ୱାସ୍ଥ୍ୟ ପ୍ରତି ବେଶୀ ଧ୍ୟାନ ଦିଅନ୍ତୁ ।

ରାଶିଫଳ

ପଢନ୍ତୁ, ହାତ, ଗୋଡ ହଲାଉଛି ବଳିଆ, ୪-୫ ଦିନ ମଧ୍ୟରେ ଆଇସିୟୁରୁ ବାହାରିବ

Your email address will not be published. Required fields are marked *