Spread the love୯ ନଭେମ୍ବର , ଗୁରୁବାର – ରାଶିଫଳ ମେଷ – ଆଘାତ ଲାଗିପରେ । ଚାକିରିରେ ସମସ୍ୟା ଉପୁଜିପରେ । ହଳଦିଆ ଶୋରିଷ ଖାଇ ଘରୁ ବାହାରନ୍ତୁ । ବୃଷ... ୯ ନଭେମ୍ବର , ଗୁରୁବାର – ରାଶିଫଳ
Spread the love

୯ ନଭେମ୍ବର , ଗୁରୁବାର – ରାଶିଫଳ

ମେଷ – ଆଘାତ ଲାଗିପରେ । ଚାକିରିରେ ସମସ୍ୟା ଉପୁଜିପରେ । ହଳଦିଆ ଶୋରିଷ ଖାଇ ଘରୁ ବାହାରନ୍ତୁ ।

ବୃଷ – ପୁରୁଣା ଇଚ୍ଛା ପୂରଣ ହେବ । ଅଚାନକ ଯାତ୍ରା କରିବାକୁ ପଡିପାରେ । କ୍ୟାରିୟର ମାମଲାରେ ଗମ୍ଭୀର ହୋଇପାରନ୍ତି ।

ମିଥୁନ – ନୂତନ ସମ୍ପତି କ୍ରୟ କରିପାରନ୍ତି । ଜୀବନ ଓ ଚାକିରିରେ ନୂତନ ସୁଯୋଗ ମିଳିବ । ପରିବାରରେ ତାଳମେଳ ବିଗିଡି ପରେ ।

କର୍କଟ – ସ୍ଵାସ୍ଥ୍ୟରେ ସୁଧାର ଆସିବ । ଅଟକି ଥିବା କାର୍ଯ୍ୟ ପୂରଣ ହେବ । ଚାକିରିରେ ବଦଳି ହୋଇପାରେ ।

ସିଂହ – ପରିବାରରେ ବିବାଦ ହୋଇପାରେ । ଚାକିରିରେ ସମସ୍ଯା ଦେଖାଦେବ । କଦଳୀ ଦାନ କରନ୍ତୁ ।

କନ୍ୟା – ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସଫଳତା ମିଳିବ । ସମସ୍ୟା ଓ ଚାପ ବଢିବ । ଉତ୍ସାହ ବୃଦ୍ଧି ହେବ ।

ତୁଳା – ଧନ ପାଇଁ ହେଉଥିବା ସମସ୍ୟା ଦୂର ହେବ । କୌଣସି ପୁରୁଣା ସମସ୍ୟାର ସମାଧାନ ହେବ । ଅଧିକ ଯାତାୟାତ କରିବାକୁ ପଡିବ ।

ବିଛା – ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବେ । ଚାକିରିରେ ଲାଭ ମିଳିବ । ମାତା- ପିତାଙ୍କ ସହଯୋଗ ପ୍ରାପ୍ତି ହେବ ।

ଧନୁ – ଗୃହରେ ଦାୟିତ୍ଵ ତୁଲାଇବାକୁ ପଡିବ । ସମ୍ପର୍କରେ ସମସ୍ୟା ବୃଦ୍ଧି ପାଇବ । ଭଗବାନଙ୍କୁ ହଳଦିଆ ଫୁଲ ଅର୍ପଣ କରନ୍ତୁ ।

ମକର – ପୁରାଦିନ ଯାତାୟାତ କରିବାକୁ ପଡିବ । ଜୀବନସାଥୀଙ୍କ ସ୍ଵାସ୍ଥ୍ୟରେ ସୁଧାର ହେବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।

କୁମ୍ଭ – ସକାରାତ୍ମକ ପରିବର୍ତ୍ତନ ହେବ । ରୋଜଗାର ପାଇଁ କରୁଥିବା ଚେଷ୍ଟାରେ ସଫଳତା ମିଳିବ । ଅଦରକାରୀ ସମସ୍ୟା ଠାରୁ ଦୂରେଇ ରୁହନ୍ତୁ ।

ମୀନ – ସନ୍ତାନଙ୍କ ପାଇଁ ଚିନ୍ତା ବଢିବ । ଅଟକି ଥିବା ଧନ ପ୍ରାପ୍ତି ହେବ । ଧର୍ମକାର୍ଯ୍ୟ ପ୍ରତି ରୁଚି ବଢିବ ।

ରାଶିଫଳ

ପଢନ୍ତୁ, ଚଳିତ ବର୍ଷ ଆଗାମୀ ନଭେମ୍ବର ୧୪ ଶିଶୁ ଦିବସରେ ପାଳନ ହେବ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ

Your email address will not be published. Required fields are marked *