• Home
  • ASTRO
  • VASTU
  • ବାସ୍ତୁଶାସ୍ତ୍ର ଅନୁସାରେ ଘରେ ରଖନ୍ତୁ ଏହି ସାମଗ୍ରୀ,ଦୂର ହେବ ବାସ୍ତୁଦୋଷ
VASTU

ବାସ୍ତୁଶାସ୍ତ୍ର ଅନୁସାରେ ଘରେ ରଖନ୍ତୁ ଏହି ସାମଗ୍ରୀ,ଦୂର ହେବ ବାସ୍ତୁଦୋଷ

ବାସ୍ତୁଦୋଷ ଦୂର ପାଇଁ କିଛି ଟିପ୍ସ

ଯେଉଁ ଘରେ ରାମାୟଣ ପାଠ , ସତ୍ୟନାରାୟଣ ପୂଜା ଓ ସୁଂଦରକନ୍ଦା ଇତ୍ୟାଦି ପାଠ କରାଯାଏ । ସେଠାରେ କୌଣସି ବାସ୍ତୁଦୋଷ ରହେ ନାହିଁ ।  ଏହା ବ୍ୟତୀତ ଘରେ କିଛି ଏପରି ଜିନିଷ ଅଛି ଯାହାକୁ ରଖିବା ଦ୍ୱାରା ମଧ୍ୟ ଘରେ ସକାରାତ୍ମକ ଶକ୍ତିର ସଂଚାର ହେଇଥାଏ ଏବଂ ସମସ୍ତ ବାସ୍ତୁଦୋଷ ଦୂର ହୁଏ ଓ ଘରେ ଧନର ଅଭାବ ରହେ ନାହିଁ ।

ବାସ୍ତୁଶାସ୍ତ୍ର ଅନୁସାରେ ଘରେ ଅଗଣାରେ ସର୍ବଦା ଏକ ତୁଳସୀ ଗଛ ରଖିବା ଉଚିତ । ତୁଳସୀ ଗଛକୁ ମା ବୃନ୍ଦାବତୀ ବୋଲି ମାନଯାଏ । ଏହା ଦ୍ୱାରା ସକାରତ୍ମକ ଶକ୍ତି ଘରେ ରୁହେ । ଯାହା ଦ୍ଵାରା କେବେ ବି ନକରାତ୍ମକ ଶକ୍ତି ଘରେ ପ୍ରବେଶ କରି ପାରେ ନାହିଁ ।

ବାସ୍ତୁଶାସ୍ତ୍ର ଅନୁସାରେ ଗୋ ମୂତ୍ର ଛିଞ୍ଚନ ଦ୍ୱାରା ଘରୁ ଵାସ୍ତୁ ଦୋଷ ଦୂର ହୁଏ । ସପ୍ତାହରେ ଦୁଇଦିନ କଞ୍ଚା ଲିମ୍ବ ପତ୍ର ର ଧୁଆ ମଧ୍ୟ ଦିଅନ୍ତୁ । ଏହା ଦ୍ଵାରା ଆପଣଙ୍କ ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇବ ।

ପାଣିରେ କିଛି ଲୁଣ ଓ ଫିଟିକିରି ମିଶାଇ ଏହି ପାଣି କୁ ଛିଞ୍ଚନ କରନ୍ତୁ । ଘରେ ସକାଳେ , ସନ୍ଧ୍ୟାରେ ଘରର ସମସ୍ତ ଲୋକ ଏକ ସ୍ଥାନରେ ବସି ପୂଜା କରନ୍ତୁ । ଏହା ଦ୍ୱାରା ଘର ଉପରକୁ ଆସୁଥିବା ବଡ ବିପଦରୁ ରକ୍ଷା ମିଳିଥାଏ ।

ଘରେ ସକାଳେ , ସନ୍ଧ୍ୟାରେ ଭଗବାନଙ୍କୁ କର୍ପୁର କିମ୍ବା ଝୁଣା ଧୂଆଁ ଦେବା ଉଚିତ । ବାସ୍ତୁଶାସ୍ତ୍ର ଅନୁସାରେ ଘରେ କୌଣସି ଖରାପ ଶକ୍ତି ପ୍ରବେଶ କରି ପାରିବ ନାହିଁ ।  ଏହା ଦ୍ଵାରା ଭଗବାନଙ୍କ ଆଶୀର୍ବାଦ ସର୍ବଦା ଆପଣଙ୍କ ଉପରେ ରହିବା ।
ବାସ୍ତୁଶାସ୍ତ୍ର ଅନୁସାରେ ଘରେ ରଖନ୍ତୁ ଏହି ସାମଗ୍ରୀ,ଦୂର ହେବ ବାସ୍ତୁଦୋଷ Neem plant
ପଢନ୍ତୁ ;

ଆପଣ ଦିନସାରା ବ୍ୟସ୍ତତାରେ ରହୁଛନ୍ତି କି ? ତେବେ ପଡିପାରେ ମସ୍ତିଷ୍କରେ କୁ ପ୍ରଭାବ

 

Related posts

ବାସ୍ତୁଶାସ୍ତ୍ର ଅନୁସାରେ ଘରେ ରଖନ୍ତୁ ମୟୂରପର, ଦୂର ହେବ ଅନେକ ସମସ୍ୟା

Krishna Kumar Manoj

ବାସ୍ତୁଶାସ୍ତ୍ର ଅନୁସାରେ ସୌନ୍ଦଯ୍ୟ ବଢାଇବା ସହ ନକରାତ୍ମକ ଶକ୍ତିରୁ ରକ୍ଷା କରିଥାଏ ବିନ୍ଦି

Krishna Kumar Manoj

ନକରାତ୍ମକ ଶକ୍ତିରୁ ଦୂରେଇ ରହିବାକୁ ଚାହୁଁଛନ୍ତି କି? ତେବେ ଘର ଦୁଆର ମୁହଁରେ ଟାଙ୍ଗନ୍ତୁ ଆମ୍ବପତ୍ର,ଦୂର ହେବ ଅନେକ ସମସ୍ୟା

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More