Spread the loveଅଜୟ ଦେବଗନଙ୍କ ଐତିହାସିକ ସିନେମା “ତାନ୍ନାଜୀ” ୨୦୧୯ରେ ରିଲିଜ୍ ହେବ ବୋଲି ଜଣାଯାଇଛି ।  ଏହା ଏକ ବଡ଼ ବଜେଟରେ ତିଆରି ହେଉଛି । ଏହାର ସୁଟିଂ ଆଗାମୀ ବର୍ଷ... ବାହୁବଳୀର ରେକର୍ଡ ଉପରେ ଭାରି ପଡିବ ଅଜୟ ଦେବଗନଙ୍କ ଐତିହାସିକ ସିନେମା ତାନ୍ନାଜୀ
Spread the love

ଅଜୟ ଦେବଗନଙ୍କ ଐତିହାସିକ ସିନେମା “ତାନ୍ନାଜୀ” ୨୦୧୯ରେ ରିଲିଜ୍ ହେବ ବୋଲି ଜଣାଯାଇଛି ।  ଏହା ଏକ ବଡ଼ ବଜେଟରେ ତିଆରି ହେଉଛି । ଏହାର ସୁଟିଂ ଆଗାମୀ ବର୍ଷ ମାର୍ଚ୍ଚ ମାସରେ ଆରମ୍ଭ ହେଉଥିବାର ସୂଚନା ଦେଇଛନ୍ତି ଅଜୟ ଦେବଗନ୍  । ଏହି ସିନେମାଟି ବାହୁବଳୀର ରେକର୍ଡ ଉପରେ ଭାରି ପଡିବ ବୋଲି ଜଣାଯାଉଛି ।

ତାନ୍ନାଜୀର ଫାଷ୍ଟ୍ ଲୁକ୍ ମଧ୍ୟ ଜାରି ହୋଇସାରିଛି । ଛତ୍ରପତି ଶିବାଜୀଙ୍କର ଜଣେ ବିଶ୍ୱସ୍ତ ଯୋଦ୍ଧା ମରାଠାବୀର ସୁବେଦାର୍ ତାନ୍ନାଜୀ ମାଲୁସାରେ ଭୂମିକାରେ ନଜର ଆସିବେ ଅଜୟ ଦେବଗନ୍ ।  ତେବେ ଏକ ସୁପର ଆକ୍ସନ୍ ପ୍ୟାକଡ୍ ସିନେମା ହେବ ‘ତାନ୍ନାଜୀ’ । ଯାହା ବାହୁବଳୀକୁ ଦେବ ଜୋରଦାର୍ ମୁକାବିଲା  ।

ଭାରତୀୟ ସିନେମା ଜଗତରେ ଇତିହାସ ରଚିଛି ପ୍ରଭାସ ଅଭିନୀତ ବାହୁବଳୀ । କେବଳ ଦେଶ ନୁହେଁ ଦେଶ ବାହାରେ ମଧ୍ୟ ଦେଖିବାକୁ ମିଳିଥିଲା ବାହୁବଳୀର ଲୋକପ୍ରିୟତା । ସବୁ ସିନେମା ହଲ ଗୁଡିକ ଜଣ ଗହଳି ହେଇଥିଲା । ସବୁ ସିନେମା ତା ଆଗରେ ଫିକା ପଡିଯାଇଥିଲା । ସବୁ ନିର୍ଦେଶକ ପ୍ରଯୋଜକଙ୍କ ସିନେମା ପ୍ରଭାବିତ ହେଇଥିଲା । ତେଣୁ ଏହି ସିନେମାର ରେକର୍ଡ ଭାଙ୍ଗିବା ସମସ୍ତଙ୍କ ପାଇଁ ଏକ ପ୍ରକାର ଚ୍ୟାଲେଂଜ୍ ପାଲଟି ଯାଇଛି  ।

ବାହୁବଳୀର ରେକର୍ଡ ଉପରେ ଭାରି ପଡିବ ଅଜୟ ଦେବଗନଙ୍କ ଐତିହାସିକ ସିନେମା ତାନ୍ନାଜୀ

No comments so far.

Be first to leave comment below.

Your email address will not be published. Required fields are marked *

Blowjob
Creampie
Orgy
Anal
Anal
Orgy
Anal
Threesome
Creampie
Orgy
Anal