ENO Beuro

ପଦ୍ମ ଧରିଲେ ସାଲେପୁର ବିଧାୟକ ପ୍ରକାଶ ବେହେରା

ବିଜେପିରେ ସାମିଲ ହେଲେ ପ୍ରକାଶ କଂଗ୍ରେସ ଛାଡିଥିବା ସାଲେପୁର ବିଧାୟକ ପ୍ରକାଶ ବେହେରା ରବିବାର ବିଜେପିରେ ଯୋଗ ଦେଇଛନ୍ତି । ନୂଆଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ
Read more

ଜଷ୍ଟିସ ପିନାକି ଚନ୍ଦ୍ର ଘୋଷ ହେବେ ଦେଶର ପ୍ରଥମ ଲୋକପାଳ

ଆଜି ଆସିପାରେ ବିଜ୍ଞପ୍ତି,ପିସି ଘୋଷ ହେବେ ଦେଶର ପ୍ରଥମ ଲୋକପାଳ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ପିନାକି ଚନ୍ଦ୍ର ଘୋଷଙ୍କ ଦେଶର ପ୍ରଥମ ଲୋକପାଳ ହେବେ। ସରକାର ଲୋକପାଳ ଅଧକ୍ଷ ପଦ ପାଇଁ ତାଙ୍କ
Read more

ପରପାରିରେ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର

ଚାଲିଗଲେ ପାରିକର ଆରପାରିରେ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର। ୬୩ବର୍ଷ ବୟୟରେ ପାରିକରଙ୍କ ଦେହାନ୍ତ ହୋଇଛି।ପାରିକର ଅନେକ ଦିନ ହେବ ପାନକ୍ରିଆଟିକ୍‌ କ୍ୟାନସରରେ ପୀଡିତ ଥିଲେ। ସେ ଅନେକଦିନ ଧରି ବିଦେଶରେ ଚିକିତ୍ସା କରାଇଛନ୍ତି।
Read more

‘ମୁଁ ବି ଚୌକିଦାର’ ଅଭିଯାନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଆରମ୍ଭ ହେଲା ‘ମୁଁ ବି ଚୌକିଦାର’ କାର୍ଯ୍ୟକ୍ରମ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପିର ନୂଆ ଅଭିଯାନ ‘ମୁଁ ବି ଚୌକିଦାର’ ଆରମ୍ଭ କରିଛନ୍ତି। ନିଜକୁ ଚୌକିଦାର କହିଥିବା ନରେନ୍ଦ୍ର ମୋଦିଙ୍କ
Read more

ବିଜେଡି ଛାଡ଼ିଲେ ଦାମଙ୍କ ଝିଅ ପ୍ରୀତିନନ୍ଦା

ଡା.ଦାମୋଦର ରାଉତଙ୍କ ଝିଅ ତଥା ଭୁବନେଶ୍ଵର ମହାନଗର ନିଗମର ପୂର୍ବତନ କର୍ପୋରେଟର ପ୍ରୀତିନନ୍ଦା ରାଉତରାୟ ଗତକାଲି ବିଜେଡି ଛାଡିଛନ୍ତି। ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ସହ ନିଜ ଇସ୍ତଫାପତ୍ର ଦଳୀୟ ସୁପ୍ରିମୋଙ୍କ
Read more

ରାଷ୍ଟ୍ରପତି ଭବନରେ ପଦ୍ମ ସମ୍ମାନରେ ସମ୍ମାନୀତ ହେଲେ ୩ ଓଡିଆ

ଓଡ଼ିଶାର ୩ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ଆଜି ରାଷ୍ଟ୍ରପତି ଭବନରେ ପଦ୍ମ ସମ୍ମାନ ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ରାଷ୍ଟ୍ରପତି ଭବନରେ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି।
Read more

ଆଜି ବିଜେପିରେ ସାମିଲ ହେଲେ ବଳଭଦ୍ର ମାଝି

ପଦ୍ମ ଧରିଲେ ବଳଭଦ୍ର ବିଜେଡି ଛାଡ଼ିଥିବା ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି ଆଜି ବିଜେପିରେ ସାମିଲ ହୋଇଛନ୍ତି। ଦିଲ୍ଲୀରେ ବିଜେପି ମୁଖ୍ୟାଳୟରେ ବଳଭଦ୍ର ମାଝି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ବିଜେପିରେ ଯୋଗ
Read more

ନ୍ୟୁଜିଲାଣ୍ଡ ମସିଜିଦ୍‌ ଗୁଳିକାଣ୍ଡରେ ଜଣେ ଭାରତୀୟ ମୃତ

ନ୍ୟୁଜିଲାଣ୍ଡ କ୍ରାଏଷ୍ଟଚର୍ଚ୍ଚ ମସିଜିଦ୍‌ ଗୁଳିକାଣ୍ଡ ଘଟଣାରେ ଜଣେ ଭାରତୀୟଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ଗୁଜୁରାଟର ଜୁନୈଦ କାରା। ଏବେବି ୯ ଜଣ ପ୍ରବାସୀ ଭାରତୀୟ ନିଖୋଜ ହୋଇଥିବା ନେଇ ସୂଚନା ମିଳିଛି। ନ୍ୟୁଜିଲ୍ୟାଣ୍ଡରେ
Read more

ସେମିତି କିଛି ହୋଇନାହିଁ,ସମସ୍ତେ ଜୀବିତ ଓ ଭଲ ଅଛନ୍ତି:ଜୈଶ୍‌-ଏ-ମହମ୍ମଦ

ଆକ୍ରମଣରେ କିଛି ନଷ୍ଟ ହୋଇ ନାହିଁ:ମାସୁଦ୍‌ ଆତଙ୍କବାଦୀ ସଂଗଠନର ମୁଖ୍ୟ ମାସୁଦ୍‌ ଆଝାର କହିଛନ୍ତି ଯେ ଜୈଶ୍‌-ଏ-ମହମ୍ମଦର ସ୍ୱାସ୍ଥ୍ୟ ସଂକ୍ରାନ୍ତ ଏବଂ କ୍ଷତି ସମ୍ପର୍କରେ ମିଥ୍ୟ ଏବଂ ଭୁଲ ଖବର ପ୍ରସାରଣ କରାଯାଉଛି। ସେମିତି
Read more

୧୮ ଯାଏଁ କାଳବୈଶାଖୀ ସମ୍ଭାବନା

ଉତ୍ତର ଓଡ଼ିଶାରେ ବର୍ଷା ସମ୍ଭାବନା ଆସନ୍ତା ୧୮ ତାରିଖ ଯାଏଁ ରାଜ୍ୟରେ କାଳବୈଶାଖୀ ସମ୍ଭାବନା ଅଛି। ବିଶେଷକରି ଉତ୍ତରଓଡିଶାରେ କାଳବୈଶାଖୀ ସମ୍ଭାବନା ଅଧିକ ରହିଛି ବୋଲି ପାଣିପାଗ ବିଭାଗ କହିଛି। ତେବେ ଏହି ସମୟ
Read more