ଖରାଦିନେ ଘିମିରିକୁ ନେଇ ଚିନ୍ତିତ କି? ଆସନ୍ତୁ ଜାଣିବା ଏହାର ଘରୋଇ ଉପଚାର ସମ୍ପର୍କରେ

Sr

ଅସହ୍ୟ ତାତିରେ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଖରାଦିନେ ମୁଖ୍ୟ ସମସ୍ୟା ହେଉଛି ଚର୍ମ ରୋଗ। ଏହି ସମସ୍ୟା ଭିତରେ ଘିମିରି ଅନ୍ୟତମ। ଗରମ ଦିନରେ କେମିତି ଏହି ସମସ୍ୟାରୁ ମୁକ୍ତି ପାଇପାରିବେ, ଆସନ୍ତୁ ତା’ର କିଛି ଘରୋଇ ଉପଚାର ବିଷୟରେ ଜାଣିବା।

ଟମାଟୋ ପେଷ୍ଟ
ଟମାଟୋର ପେଷ୍ଟ ମଧ୍ୟ ଘିମିରିକୁ ଦୂରେଇବାରେ ସାହାଯ୍ୟ କରେ। ଘିମିରି ହୋଇଥିବା ସ୍ଥାନରେ ଟମାଟ ପେଷ୍ଟ ଲଗାନ୍ତୁ ଦେଖିବେ ଘିମିରି କମିଯିବ।

ଟି ବ୍ୟାଗ୍‌
ଏଥିରେ ଆପଣଙ୍କୁ ସାହାଯ୍ୟ କରିବ ସବୁଦିନେ ପିଉଥିବା ଟି ବ୍ୟାଗ୍। ଆପଣ ବ୍ୟବହାର କରୁଥିବା ଟି ବ୍ୟାଗରୁ ଚା’ପିଇ ସାରି ଏହାକୁ ଫୋପାଡ଼ି ନଦେଇ ବ୍ୟବାହର କରନ୍ତୁ। ଏହି ଟି ବ୍ୟାଗକୁ ଫ୍ରିଜରେ ରଖି ,ଥଣ୍ଡା ହେବା ପରେ ଶରୀରର ଘିମିରି ହୋଇଥିବା ଅଂଶରେ ଲଗାଇଲେ କୁଣ୍ଡେଇ ହେବା ସମସ୍ୟାରୁ ମୁକ୍ତି ମିଳେ ।

ନଡ଼ିଆ ତେଲ, ଅଲିଭ୍‌ ଅଏଲ୍‌
କିଛି ବୁନ୍ଦା ନଡିଆ ତେଲ ଏବଂ ଅଲିଭ ଅଏଲକୁ ମିଶାଇ ଏହି ମିଶ୍ରଣକୁ ଘିମିରି ହୋଇଥିବା ସ୍ଥାନରେ ଲଗାନ୍ତୁ। କିଛି ଦିନ ମଧ୍ୟରେ ଦେଖିବେ ଘିମିରି ଭଲ ହୋଇଯିବ।

 

ପଢନ୍ତୁ: ଆପଣଙ୍କ ଜିଭ ଜିଭ ସିଝି ଯାଇଛିକି! ଜାଣିରଖନ୍ତୁ ଏଥିରୁ କିପରି ପାଇବେ ଉପଶମ

Related posts

ରୋଷେଇ ଘରୁ ଦୁର୍ଗନ୍ଧ ଆସୁଛି କି? ଆପଣାନ୍ତୁ କିଛି ଘରୋଇ ଉପାୟ

ବର୍ଷା ଦିନରେ ପାଆନ୍ତୁ ଡାଇରିଆରୁ ମୁକ୍ତି, ଜାଣନ୍ତୁ କିପରି

ଓଜନ କମ କରିବା ସହ ରକ୍ତ ସଫା କରିବାରେ ସାହାର୍ଯ୍ୟ କରେ ପୋଟଳ, ଜାଣନ୍ତୁ କିପରି