LIFESTYLE

ଶ୍ଵାସ ସମ୍ବନ୍ଧୀୟ ରୋଗରୁ ମୁକ୍ତି ପାଇବା ପାଇଁ ଆୟୁର୍ବେଦିକ ଉପଚାର

ନିତ୍ୟ ପ୍ରାଣାୟାମ ଦ୍ଵାରା ପ୍ରାଣୀ ଶ୍ଵାସ , ଥଣ୍ଡା ,ଶରୀର ବ୍ୟଥା ଆଦି ରୋଗରୁ ରକ୍ଷା ପାଇଥାଏ । ପ୍ରାଣାୟାମ ମନୁଷ୍ୟ ଶରୀରର ଫୁସଫୁସ କୁ ବାହ୍ୟ ପ୍ରଦୂଷଣ ରୁ ରକ୍ଷା କାରୀ ଫୁସଫୁସ ର ବିଭିନ୍ନ ଅଂଶ କୁ ପ୍ରାଣ ବାୟୁ ପ୍ରଦାନ କରେ ଏବଂ ଜୀବାଣୁ ଭୂତାଣୁ କୁ ନଷ୍ଟ କରେ ।

ବିଶେଷ ଆୟୁର୍ବେଦ ଅନୁସାରେ ପିତ୍ତ ,ବାତ ଓ କଫ ହିଁ ସ୍ୱାସ୍ଥ୍ୟ ର ଅଧରଶୀଳ ଅଟେ ।

ଆୟୁର୍ବେଦ ରେ ପିତ୍ତ, ବାତ ଓ କଫ ର ବର୍ଣ୍ଣ  କ୍ରମଶଃ :- ଲୋହିତ , ନୀଳ ଓ ଶ୍ଵେତ କୁହାଯାଇଛି ।

ଏଣୁ  ପ୍ରାଣାୟାମ ରେ ବ୍ରହ୍ମା , ବିଷ୍ଣୁ , ମହେଶ୍ଵର ଙ୍କ ଠାରୁ ଲୋହିତ ,ନୀଳ, ଶ୍ଵେତ ବର୍ଣ୍ଣ କ୍ରମଶଃ ଆୟୁର୍ବେଦ ରେ ପିତ୍ତ , ବାତ ଓ କଫ ହେଇଥିବା ବ୍ୟକ୍ତି ଧ୍ୟାନ କରିବା ଦ୍ଵାରା ତ୍ରିଦୋଷ ସାମାନ୍ୟବସ୍ଥା ରହି ଶରୀର କୁ ଆରୋଗ୍ୟ ପ୍ରଦାନ କରି ଦୀର୍ଘାୟୁ ହେବାରେ ସକ୍ଷମ କରିଥାଏ ।

ପ୍ରତ୍ୟେକ ଦିନ ଏକାଗ୍ରତା ଭାବରେ ଲୋହିତ ,ନୀଳ ଓ ଶ୍ଵେତ ରଙ୍ଗ କୁ ଧ୍ୟାନ କରିବା ଦ୍ଵାରା ତ୍ରିଦୋଷ ସାମାନ୍ୟ ହୋଇ ଶରୀର ସମସ୍ତ ପ୍ରକାର ବିକାର ରୁ ମୁକ୍ତ ହୋଇଥାଏ , ଯାହା ଫଳରେ ଶରୀର ସୁସ୍ଥ ରହି ଦିର୍ଘ୍ୟାୟୁ ପ୍ରାପ୍ତି ହୁଏ ।

ଶ୍ଵାସ ସମ୍ବନ୍ଧୀୟ ରୋଗରୁ ମୁକ୍ତି ପାଇବା ପାଇଁ ଆୟୁର୍ବେଦିକ ଉପଚାର   ଶ୍ଵାସ ସମ୍ବନ୍ଧୀୟ ରୋଗରୁ ମୁକ୍ତି ପାଇବା ପାଇଁ ଆୟୁର୍ବେଦିକ ଉପଚାର

ପଢନ୍ତୁ, ଯୋଡାମୁଣ୍ଡର ଅସ୍ତ୍ରୋପଚାର ପରେ ଜଗା-ବଳିଆଙ୍କ ଅବସ୍ଥା ସ୍ଥିର, ଅଲଗା ଅଲଗା ଚାଲିଛି ଚିକିତ୍ସା

Related posts

ଖରାଦିନେ ପ୍ରାକୃତିକ ଉପାୟରେ ଘରକୁ କିପରି ଥଣ୍ଡା ରଖିବେ ଜାଣନ୍ତୁ?

ENO Beuro

ଚନ୍ଦାପଣ ପାଇଁ ଚିନ୍ତିତ କି ? ଏହି ସମସ୍ୟାରୁ ମୁକ୍ତି ପାଇଁ ଖାଆନ୍ତୁ ଏହିସବୁ ଖାଦ୍ୟ

ENO Beuro

କେବଳ ଠାକୁରଙ୍କ ପୂଜାରେ ନୁହେଁ ଶରୀରର ବିଭିନ୍ନ ସମସ୍ୟା ପାଇଁ ଲାଭଦାୟକ ହୋଇଥାଏ ଏହି ଫୁଲ ! ଜାଣନ୍ତୁ ଏହାର ଉପକାରିତା ସମ୍ପର୍କରେ

ENO Beuro

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More