Spread the loveପ୍ରଶାନ୍ତ ପାଲ୍‌ ଙ୍କ ନିର୍ଦେଶିତ ନୂଆ ଓଡ଼ିଆ ସିନେମା  “ବଦମାସ୍‌ ଟୋକା”  ର ଆଜି ଶୁଭମୁକ୍ତି । ସୌଭାଗ୍ୟ ପରିଡା ପ୍ରଯୋଜକ । ଏସ. କେ ଏନ୍ଟାରଟେନମେନ୍ଟ ଦ୍ଵାରା ପ୍ରସ୍ତୁତ ଏଥିରେ... ପ୍ରଶାନ୍ତ ପାଲ୍‌ ଙ୍କ ନିର୍ଦେଶିତ ନୂଆ ଓଡ଼ିଆ ସିନେମା “ବଦମାସ୍‌ ଟୋକା” ର ଆଜି ଶୁଭମୁକ୍ତି
Spread the love

ପ୍ରଶାନ୍ତ ପାଲ୍‌ ଙ୍କ ନିର୍ଦେଶିତ ନୂଆ ଓଡ଼ିଆ ସିନେମା  “ବଦମାସ୍‌ ଟୋକା”  ର ଆଜି ଶୁଭମୁକ୍ତି । ସୌଭାଗ୍ୟ ପରିଡା ପ୍ରଯୋଜକ । ଏସ. କେ ଏନ୍ଟାରଟେନମେନ୍ଟ ଦ୍ଵାରା ପ୍ରସ୍ତୁତ ଏଥିରେ ନବାଗତ ଉଦୟନ୍‌,ଶିବା, ମାଳବିକା, ମୀନକେତନ ଏବଂ ମିହିର ଦାସ ପ୍ରମୁଖ ମୁଖ୍ୟ ଭୂମିକାରେ ଅଛନ୍ତି।

ଏହା ବଙ୍ଗୀୟ ନାୟକା ମାଳବିକାଙ୍କର ତୃତୀୟ ସିନେମା ।  ମତେ ବହୁ କରି ନେଇଯା ଓ ଦେଲେ ଧରା କଥା ସରେ ପରେ ବଦମାସ୍‌ ଟୋକା ତାଙ୍କର ତୃତୀୟ ସିନେମା ।

ଡ ରଜନୀରଞ୍ଜନ ଏହାର ସଂଳାପ ଲେଖିଥିବା ବେଳେ ପି କୁମାର ଏହାର ସଙ୍ଗୀତ ନିର୍ଦ୍ଦେଶକ ।

ପ୍ରଶାନ୍ତ ପାଲ୍‌ ଙ୍କ ନିର୍ଦେଶିତ ନୂଆ ଓଡ଼ିଆ ସିନେମା "ବଦମାସ୍‌ ଟୋକା" ର ଆଜି ଶୁଭମୁକ୍ତି

ପଢନ୍ତୁ ଅଧିକା ରୁଚି ଉଦ୍ୟୋଗ ବିଷୟରେ

No comments so far.

Be first to leave comment below.

Your email address will not be published. Required fields are marked *