News

ଡିସେମ୍ବର ୨୭ ତାରିଖଠାରୁ ଆଇଡିବିଆଇ ବ୍ୟାଙ୍କ କର୍ମଚାରୀମାନଙ୍କ ଧର୍ମଘଟ

ଆସନ୍ତା ଡିସେମ୍ବର ମାସ ୨୭ ତାରିଖରେ ଆଇଡିବିଆଇ ବ୍ୟାଙ୍କ କର୍ମଚାରୀମାନେ ଧର୍ମଘଟ କରିବାର ସମ୍ଭାବନା ରହିଛି । ଏହି ଧର୍ମଘଟ ସେମାନେ ବେତନ ସଂଶୋଧନ ଦାବିରେ କରିବେ ବୋଲି ସୂଚନା ମିଳିଛି ।

ସର୍ବ ଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ (ଏଆଇବିଇଏ) ଏବଂ ସର୍ବ ଭାରତୀୟ ବ୍ୟାଙ୍କ ଅଫିସର ସଂଘ (ଏଆଇବିଓଏ) ପକ୍ଷରୁ ହେବାକୁ ଥିବା ଏହି ଧର୍ମଘଟକୁ ୟୁଏଫବିୟୁ( ବ୍ୟାଙ୍କ ସଂଘର ମିଳିତ ଫୋରମ୍‌) ସମର୍ଥନ ଦେବାକୁ ନିଷ୍ପତ୍ତି ନେଇଛି।

ଆଇଡିବିଆଇ ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀଙ୍କ ବେତନ ୨୦୧୨ ନଭେମ୍ବର ୧ରୁ ସଂଶୋଧନ ହେବାର ଆବଶ୍ୟକତା ଥିଲେ ମଧ୍ୟ ଏହା ଏ ପର୍ଯ୍ୟନ୍ତ ହୋଇନାହିଁ । ଏଣୁ ସେମାନେ ଶେଷରେ ଧର୍ମଘଟ କରିବାର ନିସ୍ପତି ନେଇଛନ୍ତି ।

ପଢନ୍ତୁ, ଯୁବରାଜ ନିଜ ହୋମ୍‌ଗ୍ରାଉଣ୍ଡ ମୋହାଲିରେ ଶ୍ରୀଲଙ୍କା ବିରୁଦ୍ଧରେ ଖେଳିବେ ଶେଷ ମ୍ୟାଚ୍

Related posts

ତାତିରୁ ମିଳିଲା ତ୍ରାହି:୨୫ ତାରିଖରୁ ସକ୍ରିୟ ହେବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ENO Beuro

ତୃତୀୟ ଏସିଆ-ୟୁରୋପ ସମ୍ମିଳନୀରେ ଯୋଗଦେବା ପାଇଁ ସିଓଲ ଗସ୍ତ କଲେ ଶ୍ରୀ ଥାୱରଚାନ୍ଦ ଗେହଲଟ

ENO Beuro

କୃଷି ବୈଜ୍ଞାନିକ ନିଯୁକ୍ତି ବୋର୍ଡକୁ କ୍ୟାବିନେଟର ମଞ୍ଜୁରି

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More