Spread the loveକେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ ପ୍ରକ୍ରିୟା ଶେଷ, ଯାଣନ୍ତୁ କିଏ ନେଲେ କେଉଁ ଦାଇତ୍ଵ । ପ୍ରାୟ ସମସ୍ତ ନୂଆ ରାଷ୍ଟ୍ରମନ୍ତ୍ରୀଙ୍କୁ ଅଭିଜ୍ଞ କ୍ୟାବିନେଟ ମନ୍ତ୍ରୀଙ୍କ ଅଧୀନରେ କାର୍ଯ୍ୟ କରିବାକୁ ସୁଯୋଗ... କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ ପ୍ରକ୍ରିୟା ଶେଷ ହେଇଛି, ଯାଣନ୍ତୁ କିଏ ନେଲେ କେଉଁ ଦାଇତ୍ଵ
Spread the love

କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ ପ୍ରକ୍ରିୟା ଶେଷ, ଯାଣନ୍ତୁ କିଏ ନେଲେ କେଉଁ ଦାଇତ୍ଵ । ପ୍ରାୟ ସମସ୍ତ ନୂଆ ରାଷ୍ଟ୍ରମନ୍ତ୍ରୀଙ୍କୁ ଅଭିଜ୍ଞ କ୍ୟାବିନେଟ ମନ୍ତ୍ରୀଙ୍କ ଅଧୀନରେ କାର୍ଯ୍ୟ କରିବାକୁ ସୁଯୋଗ ମିଳିବ । ନଜର ପକାନ୍ତୁ କାହାକୁ ମିଳିଲା କେଉଁ ବିଭାଗ ।

କ୍ୟାବିନେଟ୍ ମନ୍ତ୍ରୀ

୧. ଧର୍ମେନ୍ଦ୍ର ପ୍ରଧାନ- ଦକ୍ଷତା ବିକାଶ ଓ ପେଟ୍ରୋଲିୟମ ବିଭାଗ
୨. ପିୟୁଷ ଗୋୟଲ- ରେଳ ବିଭାଗ
୩. ନିର୍ମଳା ସୀତାରମଣ- ପ୍ରତିରକ୍ଷା ବିଭାଗ
୪. ମୁଖତାର ଆବାସ ନକଭୀ- ସଂଖ୍ୟାଲଘୁ ମନ୍ତ୍ରଣାଳୟ
୫. ସୁରେଶ ପ୍ରଭୂ- ବାଣିଜ୍ୟ ବିଭାଗ
୬. ସ୍ମୃତି ଈରାନୀ- ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
୭. ନୀତିନ ଗଡକାରୀ- ଜଳସଂପଦ ମନ୍ତ୍ରଣାଳୟ
୮. ଉମା ଭାରତୀ- ପାନୀୟ ଜଳ ଓ ପରିମଳ ବିଭାଗ

ରାଷ୍ଟ୍ରମନ୍ତ୍ରୀ

୧. ଶିବପ୍ରତାପ ଶୁକ୍ଳା- ଅର୍ଥ ରାଷ୍ଟ୍ରମନ୍ତ୍ରୀ
୨. ଅଶ୍ୱିନୀ କୁମାର ଚୌବେ- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ
୩. ବିରେନ୍ଦ୍ର କୁମାର- ମହିଳା ଓ ଶିଶୁବିକାଶ ବିଭାଗ ରାଷ୍ଟ୍ରମନ୍ତ୍ରୀ
୪. ଅନନ୍ତ କୁମାର ହେଗଡେ- ଦକ୍ଷତା ବିକାଶ ରାଷ୍ଟ୍ରମନ୍ତ୍ରୀ
୫. ରାଜକୁମାର ସିଂ- ଶକ୍ତି ବିଭାଗ ରାଷ୍ଟ୍ରମନ୍ତ୍ରୀ ( ସ୍ୱାଧୀନ ଦାୟିତ୍ୱ)
୬. ହରଦୀପ ସିଂ ପୁରୀ- ଗୃହ ଏବଂ ସହରୀ ବିକାଶ ମନ୍ତ୍ରଣାଳୟ (ସ୍ୱାଧୀନ)
୭. ଗଜେନ୍ଦ୍ର ସିଂ ଶେଖାୟତ- କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ
୮. ସତ୍ୟପାଲ ସିଂ- ମାନବସମ୍ବଳ ବିଭାଗ
୯. ଅଲଫୋସ କନ୍ନାଥନନ- ପର୍ଯ୍ୟଟନ ବିଭାଗ (ସ୍ୱାଧୀନ ଦାୟିତ୍ୱ)

କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ ପ୍ରକ୍ରିୟା ଶେଷ ହେଇଛି, ଯାଣନ୍ତୁ କିଏ ନେଲେ କେଉଁ ଦାଇତ୍ଵ

No comments so far.

Be first to leave comment below.

Your email address will not be published. Required fields are marked *

Blowjob
Creampie
Orgy
Anal
Anal
Orgy
Anal
Threesome
Creampie
Orgy
Anal