LIFESTYLE

ଆଜିର ରାଶିଫଳ, ଯାଣନ୍ତୁ କେମିତି କଟିବ ଆପଣଙ୍କର ଦିନ

ଆଜିର ରାଶିଫଳ, ଯାଣନ୍ତୁ କେମିତି କଟିବ ଆପଣଙ୍କର ଦିନ

ମେଷ – ଆଜି ଆପଣ ଆର୍ଥିକ କ୍ଷେତ୍ରରେ ଚିନ୍ତିତ ରହିବେ । ଦୁରସ୍ଥାନକୁ ଯାତ୍ରା କରିବାକୁ ପଡିପାରେ । ଘରକୁ ଅତିଥି ଆସିପାରନ୍ତି ।

ବୃଷ – ଆଜିର ଦିନଟି ବ୍ୟସ୍ତତା ମଧ୍ୟରେ କାଟିବ । ବହୁତ ଲୋକଙ୍କ ସହ ମିଶିବାର ସୁଯୋଗ ମିଳିବା ସହ ଧନ ଲାଭର ଯୋଗ ରହିଛି ।

ମିଥୁନ – ଆଜି ବହୁତ କାର୍ଯ୍ୟ କରିବାକୁ ପଡିବ । କର୍ମକ୍ଷେତ୍ର ଉପରେ ଧ୍ୟାନ ଦିଅନ୍ତୁ ଓ ଆଜି ନିଜର ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ ।

କର୍କଟ – ଚାକିରି କ୍ଷେତ୍ରରେ ଦାଇତ୍ଵ ବଢିବ । ଦୂର ସ୍ଥାନକୁ ଯାତ୍ରା କରିବାକୁ ପଡିପାରେ ଓ ଋଣରୁ କିଛିମାତ୍ରାରେ ମୁକ୍ତି ମିଳିବ ।

ସିଂହ – ଆଜି ମନ ଭଲ ରହିବ । ସ୍ଥାନ ପରିବର୍ତନ ହେବ କିମ୍ବା ଭ୍ରମଣରେ ଯାଇପାରନ୍ତି ।

କନ୍ୟା – ଧନ ମିଳିପାରେ । ଆଜି କିଛି ଅଧା ରହିଯାଇଥିବା କାମ ସଂପୂର୍ଣ୍ଣ ହେବ କିନ୍ତୁ ସନ୍ଧ୍ୟାରେ ବ୍ୟସ୍ତତା ବଢିପାରେ ।

ତୁଳା – ଅନାବଶ୍ୟକ ଯୁକ୍ତିତର୍କ ଠାରୁ ଆଜି ଦୂରରେ ରହିବାକୁ ଚେଷ୍ଟା କରନ୍ତୁ । ଶରୀରର ଯତ୍ନ ନେବା ସହ ଘରୁ ଦହି ଖାଇକରି ବାହାରକୁ ଯାଅନ୍ତୁ ।

ବିଛା – ଆଜି ଏକ ବହୁତ ଜରୁରୀ କାମର ସମାଧାନ ହେବ । ସ୍ୱାସ୍ଥ୍ୟ ଠିକ ରହିବ କିନ୍ତୁ ଖର୍ଚ୍ଚ ବଢିପାରେ ।

ଧନୁ – ଆଜି ଯାହା ବି କାମ କରିବେ ତାହା ସଂପୂର୍ଣ୍ଣ ହେବ । ଧନ ଅର୍ଜନ କରିବେ ଓ ସ୍ୱାସ୍ଥ୍ୟ ଠିକ ରହିବ ।

ମକର – ଧନ ଲାଭ ହେବା ସହ ଆଜି କର୍ମକ୍ଷେତ୍ରରେ ପରିବର୍ତ୍ତନ ହେବ । ଆର୍ଥିକ ପରିସ୍ଥିତି ଠିକ ରହିବ ।

କୁମ୍ଭ – କାମର ଚାପ ରହିବ । ଧନର ସ୍ଥିତି ଠିକ ରହିବା ସହ ଆଜି କୌଣସି ଏକ ନୂଆ ସମ୍ପର୍କ ଆରମ୍ଭ ହେଇପାରେ ।

ମୀନ – ସମ୍ପର୍କ ସମସ୍ୟା ଦୂରହେବ । ଆଜି ବହୁତ କାର୍ଯ୍ୟ କରିବାକୁ ପଡିବ । କୌଣସି ଏକ ପୁରୁଣା ବନ୍ଧୁଙ୍କ ସାହାଜ୍ୟ ସହଯୋଗ ଲାଭ କରିବେ ।

ଆଜିର ରାଶିଫଳ, ଯାଣନ୍ତୁ କେମିତି କଟିବ ଆପଣଙ୍କର ଦିନ

ପଢନ୍ତୁ, ଜାଣନ୍ତୁ, ଜଗା ବଳିଆଙ୍କ ବିରଳ ଅସ୍ତ୍ରୋପଚାର ବିଷୟରେ କ’ଣ କହିଲେ ଏମ୍ସ ଡାକ୍ତର ଅଶୋକ ମହାପାତ୍ର

Related posts

ଆଖିରେ ଆଇଲାଇନର ଲଗାଇଲା ବେଳେ ଧ୍ୟାନରେ ରଖନ୍ତୁ ଏହି ସବୁ କଥା !

ENO Beuro

ସକାଳେ ଖାଆନ୍ତୁ ଡ୍ରାଏ ଫ୍ରୁଟସ୍‌,ମିଳିବ ଅନେକ ସୁଫଳ

ENO Beuro

ସକାଳେ ମିଠା ଖାଇବା ଦ୍ଵାରା କଣ ଫାଇଦା ମିଳିଥାଏ ଜାଣନ୍ତୁ?

ENO Beuro

1 comment

Leave a Comment