ପରିବାରରେ କଳହ ଲାଗି ରହୁଥିଲେ କରନ୍ତୁ ଏହିସବୁ ଉପାୟ , ଶୀଘ୍ର ସୁଫଳ ମିଳିବ
ପରିବାରରେ ଶାନ୍ତି ବଜାୟ ରଖିବା ପାଇଁ ମନୁଷ୍ୟ କଣ ନା କରେ । ଯେଉଁ ପରିବାରରେ ହସଖୁସିରା ପରିବେଶ ଥାଏ , ସେ ଘର ବୈକୁଣ୍ଠ ସମ ଅନୁଭବ ହୁଏ । ମାତ୍ର ଯେଉଁ ପରିବାରରେ ସଦସ୍ୟମାନଙ୍କ ମଧ୍ୟରେ ଝଗଡ଼ା ହୁଏ, ସେହି ଘର କୌଣସି ନର୍କରୁ କମ୍ ହୋଇନଥାଏ। କାମର ବୋଝ, ଅର୍ଥ ଚିନ୍ତା, ସମ୍ପତ୍ତି ଓ ଛୁଆପିଲାଙ୍କ ଦେଖାରେଖା ଭଳି ଅନେକ କାରଣରୁ ପରିବାରରେ ବିବାଦ... Read more
ଶନିବାର ଏହି ସବୁ କାର୍ଯ୍ୟ କରୁଛନ୍ତି କି ? ଜାଣନ୍ତୁ ଏହାର କୁପ୍ରଭାବ ସମ୍ବନ୍ଧରେ
ଶନିଦେବ ହେଉଛନ୍ତି ସୂର୍ଯ୍ୟଙ୍କ ପୁତ୍ର । ନବଗ୍ରହ ମଧ୍ୟରେ ଶ୍ରେଷ୍ଠ ଗ୍ରହ ହେଉଛନ୍ତି ଶନିଗ୍ରହ । ହିନ୍ଦୁଶାସ୍ତ୍ର ଅନୁସାରେ ଶନିଦେବଙ୍କ ସୁଦୃଷ୍ଟି ପଡିଲେ ମନୁଷ୍ୟ ରାଜଭୋଗ କରିପାରେ , ମାତ୍ର ତାଙ୍କ କୁଦୃଷ୍ଟି ପଡିଲେ ଦୁର୍ଭାଗ୍ୟ ପିଛା ଛାଡେନି । ମରଣାନ୍ତକ ସମସ୍ୟାର ସମ୍ମୁଖୀନ ହୋଇଥାଏ ମନୁଷ୍ୟ । ଶନିଦେବଙ୍କ ପ୍ରିୟବାର ହେଉଛି ଶନିବାର । ଏଣୁ ତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଶନିବାରରେ ଲୋକେ ବିଭିନ୍ନ ପ୍ରକାର ଉପାୟ... Read more
୧୮ ନଭେମ୍ବର, ଶନିବାର – ରାଶିଫଳ
୧୮ ନଭେମ୍ବର, ଶନିବାର – ରାଶିଫଳ : ମେଷ – ଖାଦ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ବିବାଦରୁ ଦୂରେଇ ରୁହନ୍ତୁ । ଦେଶୀ ଘିଅ ଖାଇ ଘରୁ ବାହାରନ୍ତୁ । ବୃଷ – ବାହନର ସୁଖ ପ୍ରାପ୍ତି ହେବ । ଚାକିରିରେ ପରିବର୍ତ୍ତନ ଆସିବ । ଘରେ ଖୁସି ଆସିବ । ମିଥୁନ – ବିବାଦ ଉପୁଜିପାରେ । ପ୍ରେମ ସମ୍ପର୍କରେ ସଫଳତା ମିଳିବ । ଧନହାନିରୁ... Read more
ଆସନ୍ତୁ ଜାଣିବା , ସୁଖସମୃଦ୍ଧି ପାଇଁ ଘରର ମୁଖ୍ୟଦ୍ଵାରରେ ଆବଶ୍ୟକୀୟ ବାସ୍ତୁ ଉପଚାର
ସୁଖସମୃଦ୍ଧି ପାଇଁ ଘରର ମୁଖ୍ୟଦ୍ଵାରର ଭୂମିକା ଖୁବ ଗୁରୁତ୍ୱପୂର୍ଣ୍ଣ କାରଣ ଏହି ମୁଖ୍ୟଦ୍ଵାର ଦେଇ ହିଁ ଘର ଭିତରକୁ ଉଭୟ ସକାରାତ୍ମକ ଓ ନକାରାତ୍ମକ ଶକ୍ତି ପ୍ରବେଶ କରିଥାନ୍ତି। ଯଦି ଘରେ ରୋଗ ବ୍ୟାଧି ,କଳହ , ଅଶାନ୍ତି , ଆର୍ଥିକ ଅନଟନ ଭଳି ସମସ୍ୟା ଲାଗି ରହୁଥାଏ, ତା’ହେଲେ ଏହାର କାରଣ ଘରର ମୁଖ୍ୟଦ୍ୱାରର ବାସ୍ତୁ ଦୋଷ ହୋଇପାରେ। ଏଣୁ ଘରର ମୁଖ୍ୟ ଦ୍ଵାରର ବାସ୍ତୁ ଉପଚାର... Read more
୧୭ ନଭେମ୍ବର, ଶୁକ୍ରବାର – ରାଶିଫଳ
୧୭ ନଭେମ୍ବର, ଶୁକ୍ରବାର – ରାଶିଫଳ : ମେଷ – ଆର୍ଥିକ ସ୍ଥିତି ମଜବୁତ ହେବ । ଲମ୍ବା ଯାତ୍ରାରେ ଯିବାକୁ ପଡିପାରେ । ଅତିଥି ଆସିପାରନ୍ତି । ବୃଷ – ଆଜି ଆପଣ ବ୍ୟସ୍ତ ରହିବେ । ପୁରୁଣା ଲୋକଙ୍କ ସହ ସାକ୍ଷାତ ହୋଇପାରେ । ଧନ ଓ ଉପହାର ପ୍ରାପ୍ତି ହେବ । ମିଥୁନ – ଅଧିକ ଦୌଡାଦୌଡି କରିବାକୁ ପଡିପାରେ । ଚାକିରିରେ ସ୍ଥିତି... Read more
ଯାତ୍ରା ସମୟରେ ବିରାଡି ନୁହେଁ , ବରଂ ଏହି ଜୀବଜନ୍ତୁମାନଙ୍କୁ ଦେଖିବା ଅଶୁଭକର
ଆଜିକାଲି ମଧ୍ୟ ଅନେକ ଲୋକ ବିଶ୍ଵାସ କରନ୍ତି ଯେ , ରାସ୍ତାରେ ଯାଉଥିବା ସମୟରେ ବିରାଡି ଆମ ଆଗରେ ରାସ୍ତା ପାର ହେଲେ କି ଛିଙ୍କିଲେ ଅଶୁଭ ଘଟେ । ସେଥିପାଇଁ କିଛି ଲୋକ ବିରାଡି ରାସ୍ତା କାଟିଲେ ଆଗକୁ ଯାଆନ୍ତି ନାହିଁ , କିଛି ପାଦ ପଛକୁ ଯାଇ ପୁଣି ଆଗକୁ ବଢନ୍ତି । ମାତ୍ର ଏହି ଧାରଣ ସବୁବେଳେ ସତ୍ୟ ପ୍ରମାଣିତ ହୁଏ ନାହିଁ ।... Read more
ପେଙ୍ଗସୁଇ ର ଏହି ଉପାୟକୁ ଅନୁସରଣ କରି ବ୍ୟବସାୟରେ ମାଲାମାଲ ହୁଅନ୍ତୁ
ଭାରତୀୟ ବାସ୍ତୁଶାସ୍ତ୍ର ଓ ଚୀନର ପେଙ୍ଗସୁଇ ଉପାୟ ଦ୍ଵାରା ଗୃହ ଓ ବ୍ୟବସାୟ ସମ୍ବନ୍ଧୀୟ ଅନେକ ସମସ୍ୟାର ସମାଧାନ କରାଯାଇପାରେ । ବ୍ୟବସାୟରେ କିମ୍ବା ଚାକିରିରେ ଯେତେ ପରିଶ୍ରମ କଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ? ଘରେ ଆସନ୍ତି ଲାଗି ରହୁଛି ? ତେବେ ଏହିସବୁ ଉପାୟ ଦ୍ଵାରା ସମସ୍ୟାରୁ ମୁକ୍ତ ହୋଇପାରିବେ :- ବହୁତ ପ୍ରୟାସ ପରେ ବି ବ୍ୟବସାୟରେ ବିଶେଷ କିଛି ଅଗ୍ରଗତି ହେଉ... Read more