ପ୍ରଚୁର ପଇସା ରୋଜଗାର କରିବା ପରେ ବି ଘରେ ସୁଖ ଶାନ୍ତି ନାହିଁ , ଜାଣନ୍ତୁ ଏପରି କାହିଁକି ହୁଏ
ସୁଖ ଶାନ୍ତିରେ ରହିବ ପାଇଁ ପଇସାର ଭୂମିକା ଖୁବ ଗୁରୁତ୍ୱପୂର୍ଣ୍ଣ । ପଇସା ଥିଲେ ଆପଣ ପ୍ରାୟ ସବୁ ଖୁସି ପାଇପାରିବେ । ମାତ୍ର ବେଳେ ଯେତେ ରୋଜଗାର କଲେ ବି ଆପଣ ତା ବିନିମୟରେ ସୁଖ କିଣିପାରନ୍ତି ନାହିଁ । ଘରେ ସବୁବେଳେ ଅଶାନ୍ତି ଲାଗିରହେ । ଅପଙ୍କ ଠାରୁ କମ ରୋଜଗାର କରୁଥିବା ଆପଣଙ୍କ ପଡୋଶୀ ଆପଣଙ୍କ ଠାରୁ ବେଶୀ ସୁଖ ଶାନ୍ତିରେ ରହୁଥିବେ ।... Read more
ବାରମ୍ବାର ସ୍ଵପ୍ନରେ ସର୍ପ ଦେଖୁଛନ୍ତି ? କେତେବେଳେ ସର୍ପ ଦେଖିଲେ ଶୁଭଫଳ ପ୍ରାପ୍ତି ହୁଏ, ଜାଣି ରଖନ୍ତୁ
ସର୍ପ ଏକାଧାରରେ ଭୟଙ୍କର , ବିଷଧର ଓ ହିଂସ୍ର । ସାଧାରଣତଃ ଆମେ ସମସ୍ତେ ସାପକୁ ଭୟ କରୁ , କିଛି ଲୋକ ତ ସାପକୁ ଦେଖିଲା ମାତ୍ରେ ହିଁ ବାଡେଇ ବାଡେଇ ମରିଦିଅନ୍ତି । ମାତ୍ର ହିନ୍ଦୁ ଧର୍ମରେ ସର୍ପର ବିଶେଷ ମହତ୍ଵ ରହିଛି । ଏହାକୁ କିଛି ଲୋକ ନାଗ ଦେବତା ତ ଆଉ କିଛି ଲୋକ ସ୍ଵୟଂ ଭଗବାନ ଶଙ୍କରଙ୍କ ସ୍ୱରୂପ ବୋଲି ମାନନ୍ତି... Read more
ସାବଧାନ ! ଘରେ ଅଛି କି ଏହି ଚାରୋଟି ମୂର୍ତ୍ତି , ଜାଣନ୍ତୁ ଏହାର ପରିଣାମ
ସବୁ ହିନ୍ଦୁ ଘରେ ଠାକୁର ଘର ହେଉଛି ମୁଖ୍ୟ । ନୂତନ ଘର ନିର୍ମାଣ କଥା ଉଠିଲେ , ପ୍ରଥମେ ଠାକୁର ଘର କଥା ଚିନ୍ତାକୁ ଆସେ । ଠାକୁର ଘରର ପବିତ୍ରତା ବଜାୟ ରଖିବା ପାଇଁ ଏଠାରେ ଯେମିତି କୌଣସି ବାସ୍ତୁ ଦୋଷ ନରହେ ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ ହୋଇଥାଏ। ଏହା ଘରର କେଉଁ ସ୍ଥାନରେ ଓ କେଉଁ ଦିଗରେ ରହିବ ଏବଂ ଏହା ପାଖରେ... Read more
ଆସନ୍ତୁ ଜାଣିବା,କେଉଁ କାର୍ଯ୍ୟରେ କ’ଣ ଖାଇ ଯାତ୍ରା କଲେ ମିଳିଥାଏ ଶୁଭଫଳ
ପରୀକ୍ଷା ଠାରୁ ଆରମ୍ଭ କରି ଇଣ୍ଟରଭିୟୁ , ଯେକୌଣସି କାମରେ ବାହାରକୁ ବାହାରିଲା ବେଳେ କିଛି ଖାଇକି ଯିବାକୁ ଆମ ଗୁରୁଜନମାନେ କୁହନ୍ତି । ଖାଲି ପେଟରେ ରହିଲେ ମୁଣ୍ଡ କାମ କରିବା ନାହିଁ ଓ ଦେହ ମଧ୍ୟ ଖରାପ ହୁଏ । କୁହାଯାଏ ବାହାରକୁ ଗଲା ବେଳେ ଖାଇକି ଗଲେ ସକାରାତ୍ମକ ଶକ୍ତିର ଅଭାବ ରହେ ନାହିଁ। ସେଥିପାଇଁ କୁହାଯାଏ କୌଣସି କାର୍ଯ୍ୟରେ ବାହାରକୁ ଗଲା ବେଳେ... Read more
ଯେତେ ରୋଜଗାର କଲେ ମଧ୍ୟ ଅଣ୍ଟୁନି ? କେଉଁ ସ୍ଥାନରେ ରଖିବେ ଟଙ୍କା ଓ ଗହଣା, ଜାଣନ୍ତୁ
ଧନ ଏକ ଏପରି ଜିନିଷ ଯାହା ସମସ୍ତଙ୍କ ପାଇଁ ଆବଶ୍ୟକ । ସର୍ବଦା ଖୁସି ଓ ଶାନ୍ତିରେ ରହିବ ପାଇଁ ଧନ ନିହାତି ଦରକାର । କେହି ନିଜ ପରିବାର ପୋଷଣ ପାଇଁ ଧନ ଉପାର୍ଜନ କରନ୍ତି ତ କେହି ଅଧିକ ଧନୀ ହେବ ପାଇଁ ଧନ ଉପାର୍ଜନ କରନ୍ତି । ମାତ୍ର ଅନେକ ଲୋକଙ୍କ ଅଭିଯୋଗ ହେଲା ଯେ, ଯେତେ ରୋଜଗାର କଲେ ମଧ୍ୟ ପଇସା ଅଣ୍ଟୁନି... Read more
ଦୁର୍ଭାଗ୍ୟ ପିଛା ଛାଡୁନି , ଏହି ଗଛର ପତ୍ରର ଉପାୟ ଫିଟାଇ ଦେଇପାରେ ଆପଣଙ୍କ ଭାଗ୍ୟ
ହିନ୍ଦୁ ସନାତନ ଧର୍ମରେ ତୁଳସୀ ଗଛର ମହତ୍ତ୍ୱ ସବୁଠାରୁ ଉର୍ଦ୍ଧ୍ଵରେ । ତୁଳସୀ ଗଛ ସବୁଠାରୁ ପବିତ୍ର ଓ ଶୁଦ୍ଧ ବୋଲି ମାନ୍ୟତା ରହିଛି। ବିଷ୍ଣୁ ଭଗବାନଙ୍କ ମଥାରେ ତୁଳସୀ ପତ୍ର ଲାଗି ହୁଏ ଓ ଭଗବାନ ବିଷ୍ଣୁଙ୍କ ଭୋଗରେ ମଧ୍ୟ ତୁଲସୀ ପତ୍ରରେ ହିଁ ପାଣି ଛଡାଯାଏ । କେବଳ ଠାକୁରଙ୍କ ନିକଟରେ ଲାଗି କରାଯାଏ ନୁହଁ, ଏହାକୁ ଔଷଧ ଭାବେ ମଧ୍ୟ ବ୍ୟବହାର କରାଯାଏ।  ତୁଳସୀ... Read more
ଶୁକ୍ରବାର କରନ୍ତୁ ଏହି ଛୋଟ ଉପାୟ , ଆପଣଙ୍କ ଉପରେ ହେବ ମା ଲକ୍ଷ୍ମୀ ଙ୍କ କୃପା
ହିନ୍ଦୁ ଶାସ୍ତ୍ର ଅନୁସାରେ ମା ଲକ୍ଷ୍ମୀ ହେଉଛନ୍ତି ଧନର ଦେବୀ । ଗୁରୁବାର ଲକ୍ଷ୍ମୀଙ୍କ ପ୍ରିୟ ବାର ହେଲେ ମଧ୍ୟ ଶୁକ୍ରବାର ସିଦ୍ଧିଲକ୍ଷ୍ମୀଙ୍କୁ ପୂଜାକଲେ ସର୍ବସିଦ୍ଧି ମିଳେ ବୋଲି ବିଶ୍ଵାସ କରାଯାଏ । ବହୁ ଲୋକଙ୍କ ଜୀବନରେ ଆର୍ଥିକ ଓ ବ୍ୟବସାୟିକ ସମସ୍ୟା ଦେଖାଦେଉଛି । ଅନେକ ଉପାୟ କଲେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ । ଶୁକ୍ରବାର ଦିନ ନିମ୍ନଲିଖିତ ଉପାୟ ଦ୍ଵାରା ଆପଣଙ୍କୁ ମିଳିବ... Read more