ଓଡିଆ ନୂଆ କଳାକାର ଶିବା ଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା
ଓଡିଆ କଳାକାର ଶିବା ଙ୍କୁ ଜନ୍ମ ଦିନର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା  । ଇନିଉଜଓଡିଆ ର ପୁରା ଟୀମ ତରଫରୁ ଅନେକ ଅନେକ ଅଭିନନ୍ଦନ। ତାଙ୍କର ଆଗାମୀ ଚଲାପଥ କୁସୁମିତ ହଉ । ଶିବା ଏକ ନୂଆ ସିନେମା ବଦମାସ ଟୋକା ଦ୍ଵାରା ଓଲିଉଡ ଦୁନିଆ କୁ ପାଦ ଥାପୁଛନ୍ତି । ଲୋକପ୍ରିୟ ବଙ୍ଗାଳୀ ଅଭିନେତ୍ରୀ ମାଳବିକା ବନେର୍ଜୀ ଏଥିରେ ତାଙ୍କ ନାୟିକା ସାଜିଛନ୍ତି । ଉଦୟନ ଅପରାଜିତ ମଧ୍ୟ ଏଥିରେ... Read more
ଓଡିଆ ମଡେଲ ଓ ନାୟିକା ସ୍ଵପ୍ନା ପତି, ହିନ୍ଦୀ ଛବି ଅନ୍ତରଧ୍ଵନୀ ରେ ନଜର ଆସିବେ
ଦିଲ୍ଲୀ ସ୍ଥିତ ଓଡିଆ ମଡେଲ ଓ ନାୟିକା ସ୍ଵପ୍ନା ପତି, ହିନ୍ଦୀ ଛବି “ଅନ୍ତରଧ୍ଵନୀ – ଦି ଇନ୍ନର ଭୟେସ” ରେ ନଜର ଆସିବେ । ମୁମ୍ବାଇ ସ୍ଥିତ ଏକ ପ୍ରେସ ମୀଟ ରେ ଏହା ଘୋଷିତ କରାଯାଇଛି । ୨୪ଏଫବିଏସ ଏନ୍ଟାରଟେନମେନ୍ଟ ଦ୍ଵାରା ପ୍ରସ୍ତୁତ ଏହି ଛବି ଟି ରାଜେଶ କୁମାର ମହାନ୍ତି ଙ୍କ ଦ୍ଵାରା ପ୍ରଯୋଜିତ । ସବୁଠାରୁ ଗୁରୁତ୍ବପୂର୍ଣ କଥା ଏହି ଯେ, ଏହି... Read more
ଓଲିଉଡ ଲୋକପ୍ରିୟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଜେଡବ୍ଲାକ ଓରିଜ ବ୍ରାଣ୍ଡର ବ୍ରାଣ୍ଡ ଅମ୍ବସୋଡ଼ର
ଇନ୍ଦୋର ସ୍ଥିତ ମହିଶୂର ଡିପ ପର୍ଫୁମାରୀ ହାଉସ (ଏଏମଡିପିଏଚ) ପକ୍ଷରୁ ଓଡିଶାରେ ଜେଡବ୍ଲାକ ଓରିଜ ର ଶୁଭାରମ୍ଭ କରାଯାଇଛି । କମ୍ପାନୀ ପକ୍ଷରୁ ଓଡିଆର ନମ୍ବର ୱାନ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ଏହାର ବ୍ରାଣ୍ଡ ଅମ୍ବସୋଡ଼ର ଭାବେ ନିଯୁକ୍ତ କରାଯାଇଛି । ଏହି ଅବସରରେ ଆୟୋଜିତ ସାମ୍ବାଦିକ ସମିଳନୀରେ କମ୍ପାନୀର ନିର୍ଦେଶକ ଅଙ୍କିତ ଅଗରୱାଲ କହିଛନ୍ତି ଯେ, ” ଓଡିଶା ପାଇଁ ବର୍ଷା ଙ୍କୁ ବ୍ରାଣ୍ଡ ଅମ୍ବସୋଡ଼ର ଭାବେ... Read more
ବିଶିଷ୍ଟ ସମାଜସେବୀ ତୁଳସୀ ମୁଣ୍ଡା ଙ୍କୁ ସାରଳା ସ୍ମୃତିସମ୍ମାନ ରେ ସମ୍ମାନିତ କରାଯିବ
ବିଶିଷ୍ଟ ସମାଜସେବୀ ତୁଳସୀ ମୁଣ୍ଡା ଙ୍କୁ ସାରଳା ସ୍ମୃତିସମ୍ମାନ ରେ ସମ୍ମାନିତ କରାଯିବ । ସୁନାମଧାନ୍ୟ ସାହିତିକା ସାରଳା ଦେବୀଙ୍କ ଜୟନ୍ତୀ ଅବସରରେ ଆଜି ସମାଜସେବୀ ତୁଳସୀ ମୁଣ୍ଡାଙ୍କୁ ସମ୍ମାନିତ କରାଯିବ । ତୁଳସୀ ମୁଣ୍ଡା ତାଙ୍କ ଜୀବନରେ ବହୁ ଜନହିତକର କାର୍ୟ୍ୟ କରିବା ସହ ନାରୀମାନଙ୍କ ପାଇଁ ମଧ୍ୟ ସ୍ୱର ଉଠାଇଛନ୍ତି ।  ନାରୀ ଜାତି ଓ ଶିଶୁ ମାନଙ୍କ ପାଇଁ ସେ ବହୁତ ହିତକର କାର୍ଯ୍ୟ ମଧ୍ୟ କରିଛନ୍ତି... Read more
ଓଡିଆ କଳାକାର ସୋହମ ସିଂ ଙ୍କୁ ଜନ୍ମ ଦିନର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା
ଓଡିଆ କଳାକାର ସୋହମ ସିଂ ଙ୍କୁ ଜନ୍ମ ଦିନର ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା  । ଇନିଉଜଓଡିଆ ର ପୁରା ଟୀମ ତରଫରୁ ଅନେକ ଅନେକ ଅଭିନନ୍ଦନ। ତାଙ୍କର ଆଗାମୀ ଚଲାପଥ କୁସୁମିତ ହଉ । ସୋହମ ସିଂ ଏକ ନୂଆ ସିନେମା ଅଜାତଶତ୍ରୁ ଦ୍ଵାରା ଓଲିଉଡ ଦୁନିଆ କୁ ପଦ ଥାପୁଛନ୍ତି । ଏହି ଛବି କୁ ସେ ମଧ୍ୟ ପ୍ରଯୋଜନା କରୁଛନ୍ତି । ଲୋକପ୍ରିୟ... Read more
A Very Happy Birthday To Ollywood Comedy Actor Guddu
Many many happy returns of the day to Ollywood comedy actor Guddu. Enewsodia team wish him a very happy birthday and a successful career ahead. Guddu is very popular in Ollywood world. His acting skills, style and look is quite different than others. His debut Odia cinema is Samay Kheluchi... Read more
ସାର୍ଥକ ଟିଭିରେ ପ୍ରସାରିତ “ଓଡ଼ିଶାର ବେଷ୍ଟ-ଡ୍ରାମେବାଜ୍‌” ରେ ଜଜ୍‌ଭାବେ ନଜର ଆସୁଛନ୍ତି ପ୍ରିୟା ଚୌଧୁରୀ
୨୦୦୮ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଡ୍ରିମ୍‌ଗାର୍ଲ’ ରେ ପ୍ରଥମେ ସିନେ ନାୟିକା ଭାବେ ବଡ଼ ପରଦାକୁ  ଆସିଥିଲେ ଓଲିଉଡର ହସକୁରୀ ଓ ଚୁଲୁବୁଲି ନାୟିକା ପ୍ରିୟା ଚୌଧୁରୀ । ନିଜ ଅଭିନୟ ରେ ସିନେ ପ୍ରେମୀ ଙ୍କ ହୃଦୟରେ ଏକ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ ସେ । ଏହା ପୂର୍ବରୁ ସେ ଛୋଟ ପରଦାରେ ସକ୍ରିୟ ଥିଲେ ଏବୋଂ ଏକ ଭଲ ଆଙ୍କର ହିସାବରେ ତାଙ୍କର ନା’... Read more