ପ୍ରତ୍ୟେକ ହିନ୍ଦୁ ଧର୍ମ ପୀଠରେ ଆଜି ପାଳନ ହେଉଛି ପବିତ୍ର “ତୁଳସୀ ବିବାହ”
ହିନ୍ଦୁ ଧର୍ମ ଅନୁସାରେ , କାର୍ତ୍ତିକ ମାସର ଶୁକ୍ଲପକ୍ଷ ଏକାଦଶୀ କିମ୍ବା ଦ୍ଵାଦଶୀରେ ପାଳିତ ହୁଏ ତୁଳସୀ ବିବାହ ପର୍ବ । ପୁରାଣ କହେ , ତୁଳସୀ ଦେବୀଙ୍କୁ ବିଷ୍ଣୁ ପ୍ରିୟା କୁହାଯାଏ । ତେଣୁ ଶ୍ରୀବିଷ୍ଣୁଙ୍କ ପୂଜାରେ ତୁଳସୀ ପତ୍ରର ପ୍ରୟୋଗକୁ ଅନିର୍ବାର୍ଯ୍ୟ ମନେକରାଯାଏ । ହିନ୍ଦୁ ଧର୍ମରେ ଶ୍ରୀବିଷ୍ଣୁ ସ୍ୱରୂପ ଶାଳଗ୍ରାମ ଓ ତୁଳସୀଙ୍କ ମିଳନ ପର୍ବକୁ ତୁଳସୀ ବିବାହ କୁହାଯାଏ । ଏହି ପବିତ୍ର... Read more
ଯାଣନ୍ତୁ ଦେବଉଠାଣି ଏକାଦଶୀରେ ପାଳନକର୍ତ୍ତା ବିଷ୍ଣୁଙ୍କୁ କେମିତି ଆରାଧନା କରିବେ
ହିନ୍ଦୁଧର୍ମ ବା ସନାତନ ଧର୍ମର ଅନେକ ପୁରାଣ ଶାସ୍ତ୍ର ଗ୍ରନ୍ଥାଦିରେ ଦେବଉଠାଣି ଏକାଦଶୀ ବିଷୟରେ ଅନେକ କଥା ବର୍ଣ୍ଣିତ । ଏହି ଏକାଦଶୀ ବାକି ସବୁ ଏକାଦଶୀ ଠାରୁ ଗୁରୁତ୍ୱପୂର୍ଣ୍ଣ । କାରଣ ଏହା ଭଗବାନ ବିଷ୍ନୁଙ୍କର ଅତି ପ୍ରିୟ । କାର୍ତ୍ତିକ ମାସ ଶୁକ୍ଳପକ୍ଷର ଏକାଦଶୀକୁ ଦେବଉଠାଣି ଏକାଦଶୀ କୁହାଯାଏ । ଏଥିରେ ଭଗବାନ ବିଷ୍ଣୁଙ୍କ ସମେତ ସବୁ ଦେବାଦେବୀଙ୍କୁ ନିଦରୁ ଉଠାନ୍ତି ବୋଲି ବିଧି ରହିଛି... Read more
କାଲିଠୁ ଆରମ୍ଭ ହେବ ମହାପଞ୍ଚୁକ, କେମିତି ପାଳନ କଲେ ପାଇବେ ସର୍ବସିଦ୍ଧି ଓ ମୋକ୍ଷ
ଦିନକ ପରେ ଆରମ୍ଭ ହେବାକୁ ଯାଉଛି ମହାପଞ୍ଚୁକ । ଆମ ବେଦ ଶାସ୍ତ୍ର ଅନୁସାରେ କାର୍ତ୍ତିକ ମାସର ଶେଷ ୫ ଦିନ ପଞ୍ଚୁକ ଭାବେ ପାଳନ କରାଯାଏ । ହିନ୍ଦୁଶାସ୍ତ୍ର ଅନୁସାରେ ଏହି ୫ ଦିନର ମାହାତ୍ମ୍ୟ ଅନେକ । ଇଶ୍ଵର ବିଶ୍ଵାସୀ ଲୋକମାନେ ଏହି ୫ ଦିନକୁ ଅତ୍ୟନ୍ତ ପବିତ୍ର ଓ ପୁଣ୍ୟଦାୟକ ବୋଲି ମାଣନ୍ତି । କୁହାଯାଏ ଯେ ବଗ ବଗୁଲି ମଧ୍ୟ ଏହି ୫... Read more