୨୮ ତମ ରାଜ୍ୟ ଓଡିଆ ଚଳଚ୍ଚିତ୍ର ପୁରସ୍କାର ଘୋଷିତ, ଶ୍ରେଷ୍ଠ ଚଳଚ୍ଚିତ୍ରଭାବେ ‘ଚିନି’ ମନୋନୀତ
ଆଜି ୨୮ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷିତ ହୋଇଛି, ଯେଉଁଥିରେ ୨୭ଟି ବିଭାଗ ପାଇଁ ରାଜ୍ୟ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ଅନ୍ୟପଟେ ୫ମ ରାଜ୍ୟ ଟେଲି ପୁରସ୍କାର ମଧ୍ୟ ଘୋଷଣା କରାଯାଇଛି। ଯେଉଁଥିରେ ୨୦ଟି ବିଭାଗରେ ଟେଲି ପୁରସ୍କାର ପ୍ରଦାନ ହେବ ।   ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ସର୍ବୋଚ୍ଚ ସମ୍ମାନ ଜୟଦେବ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ଅନ୍ୟ ପକ୍ଷରେ ଶ୍ରେଷ୍ଠ... Read more
ଭୁବନେଶ୍ଵର ସ୍ଥିତ ମେଫେୟାର ହୋଟେଲ ରେ ଦାଣ୍ଡିଆ ନୃତ୍ୟ ର ମଜା ଉଠାନ୍ତୁ
ଚାରିଆଡେ ଦୁର୍ଗାପୂଜାର ମାହାଲ । ମା ଦୂର୍ଗାଙ୍କ ଆଗମନରେ ସାରା ସହର ବଜାରରେ ରଙ୍ଗୀନ ସାଜସଜ୍ଜା । ପୂଜା ବଜାର ଭିଡ କୁ ଆହୁରି ମଜାଦାର କରିବାକୁ ଦାଣ୍ଡିଆ ନୃତ୍ୟ ର ମଜା କିଛି ନିଆରା । ଏହି ଦାଣ୍ଡିଆ ଦ୍ଵାରା ଲୋକମାନେ ତାଙ୍କ ନିଜ ଲୋକମାନଙ୍କ ସହ ମିଶି କିଛି ସମୟ ବିତେଇବା ସହିତ ପୂଜାକୁ ଉପୋଭୋଗ କରିଥାନ୍ତି । ତେଣୁ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଭୁବନେଶ୍ଵର ସ୍ଥିତ... Read more
ଶେଫାଳି ଉଦ୍ଗାତା ଓ ଚେତନ ଟିଟ୍ରେ, ରିଲାୟାନ୍ସ ଟ୍ରେଣ୍ଡ ଷ୍ଟାଇଲ ଆଇକନ ୨୦୧୭ ର ବିଜେତା
ଓଡିଆ ଝିଅ ଶେଫାଳି ଉଦ୍ଗାତା ଓ ଭୁବନେଶ୍ଵର ସ୍ଥିତ କେଆଇଆଇଟି ବିଶ୍ଵବିଦ୍ୟାଳୟର ଯନ୍ତ୍ରିବିଦ୍ୟା ଛାତ୍ର ଚେତନ ଟିଟ୍ରେ, ଉଭୟ ରିଲାୟାନ୍ସ ଟ୍ରେଣ୍ଡ ଷ୍ଟାଇଲ ଆଇକନ ୨୦୧୭ ର ବିଜେତା ଘୋଷିତ ହେଇଛନ୍ତି  । ନିକଟରେ ଏକ ପ୍ରିମିୟମ ହୋଟେଲରେ ଏହି ରିଲାୟାନ୍ସ ଟ୍ରେଣ୍ଡ ଷ୍ଟାଇଲ ଆଇକନ ଆୱାର୍ଡ ସମାରୋହ ଅନୁଷ୍ଠିତ ହେଇଥିଲା । ପୁରା ଓଡିଶା ଭିତରୁ ଅନେକ ପ୍ରତିଯୋଗୀ ଏହି ସମାରୋହ ରେ ଭାଗ ନେଇଥିଲେ । ଟ୍ରେଣ୍ଡ ଷ୍ଟାଇଲ ଚୟନ ଟିମର ବହୁ... Read more
XIMB Launched Its Flagship Event Gramotsava -2017
The Rural Management Association of the Xavier Institute of Management, Bhubaneswar (RMAX) launched its flagship event Gramotsava -2017. The three day long event will include two day marketing fair at Nimapada Block of Puri District, on September 23 & 24. The theme for this year Gramotsava is ‘Smart Village’.  It says, people... Read more
Gramotsava, The Rural Event Of Xavier School of Rural Management
RMAX, the rural managers’ association of XIMB launched its rural event Gramotsava on 21st September at Auditorium, XIMB, Bhubaneswar. In today’s time, there is also a huge gap between the Rural and Urban. So, in the year 2006 this rural event Gramotsava was started with the purpose of spreading awareness among the rural population and making them... Read more
ଭୁବନେଶ୍ଵରରେ ଅରୁନ୍ଧତୀ ଜୁଏଲର୍ସ ଶୁଭାରମ୍ଭ, କରିଶ୍ମା କପୁର ଓ ଅର୍ଚ୍ଚିତା ସାହୁ ଯୋଗଦେଲେ
ପଶ୍ଚିମ ଓଡିଶାର ବୃହତମ ଜୁଏଲରୀ ଅରୁନ୍ଧତୀ ଜୁଏଲର୍ସ, ଭୁବନେଶ୍ୱର ଜନପଥଠାରେ ତାର ନୂଆ ସୋରୁମ ର ଶୁଭାରମ୍ଭ କରିଛି ।   ୩୦୦୦ ବର୍ଗଫୁଟ୍‌ ବିଶିଷ୍ଟ ଏହି ସୋ’ରୁମ୍‌କୁ ବଲିଉଡ୍‌ ଅଭିନେତ୍ରୀ କରିଶ୍ମା କପୁର ଏବଂ ଅରୁନ୍ଧତୀ ଜୁଏଲର୍ସର ବ୍ରାଣ୍ଡ୍‌ ଆମ୍ବାସାଡର ତଥା ଓଲିଉଡ ର ଚୂଲବୁଲି ନାୟିକା ଅର୍ଚ୍ଚିତା ସାହୁ ଗତକାଲି ଉଦ୍‌ଘାଟନ କରିଛନ୍ତି । ପୂର୍ବରୁ ଏହାର ତିନିଟି ସୋରୁମ  ସମ୍ୱଲପୁର ,ବଲାଙ୍ଗୀର ଏବଂ ଭବାନୀପାଟଣା ଠରେ ରହିଥିବା... Read more
ଓଲିଉଡ କୁଇନ ବର୍ଷା ପ୍ରିୟଦର୍ଶିନୀ ହେଲେ ଓଡିଶା କୁଇନ ର ବ୍ରାଣ୍ଡ ଆମ୍ବାସଡର
ଆର. ଆର ଇଭେଣ୍ଟସ ଆୟୋଜିତ ଓଡିଶା କୁଇନର ବ୍ରାଣ୍ଡ ଆମ୍ବାସଡର ଭାବେ ଓଲିଉଡ କୁଇନ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ଗତକାଲି ଏକ ସାମ୍ବାଦିକ ସମିଳନୀରେ ଆୟୋଜକମାନଙ୍କ ତରଫରୁ ଘୋଷଣା କରାଯାଇଛି । ଆର. ଆର ଇଭେଣ୍ଟସର ପରିଚାଳନା ନିର୍ଦେଶକ ରମେଶ ବାରିକଙ୍କ ତତ୍ଵାବଧାନରେ ଆୟୋଜିତ ସାମ୍ବାଦିକ ସମିଳନୀରେ ଓଡିଶା କୁଇନର ପ୍ରଥମ ପର୍ଯ୍ୟାୟ ଘୋଷଣା କରାଯାଇଥିଲା । ପ୍ରଥମ ଅଡିସନ ରାଉଣ୍ଡ ଓଡିଶାର ଭୁବନେଶ୍ବର, କଟକ, ବ୍ରହ୍ମପୁର, ସମ୍ବଲପୁର, ଅନୁଗୁଳ, ରାଉରକେଲା,... Read more