ଆଗକୁ ରାଖୀ ପୂର୍ଣ୍ଣିମା , ଆସନ୍ତୁ ଜାଣିବା ଭାଇମାନଙ୍କ ମଙ୍ଗଳ ପାଇଁ ରାଶି ଅନୁସାରେ ଭଉଣୀମାନେ କଣ କରିବା ଉଚିତ
ଆଗକୁ ରାଖୀ ପୂର୍ଣ୍ଣିମା, ସବୁ ଭାଇ ଭଉଣୀ ମାନେ ଏହି ପବିତ୍ର ଦିବସକୁ ଅତି ଉତ୍ଶ୍ଚାହ ର ସହ ଅପେକ୍ଷା କରିଛନ୍ତି । ଶ୍ରାବଣ ମାସର ଶେଷ ସୋମବାର ପଡ଼ୁଛି ରାଖୀ ପୂର୍ଣ୍ଣିମା । ଭାଇମାନଙ୍କ ମଙ୍ଗଳ କାମନା କରିବା ପାଇଁ  ଭଉଣୀ ମାନେ ତାଙ୍କ ହାତରେ ରାକ୍ଷୀ ବାନ୍ଧି ଥାନ୍ତି । ନିଜ ରାଶି ଅନୁସାରେ ଏହି ପୂର୍ଣ୍ଣିମା ରେ ପୂଜା କାଲେ ମଧ୍ୟ ସୁଫଳ ମିଳିଥାଏ ।  ତା’ହେଲେ ଆସନ୍ତୁ... Read more
ଯାଣନ୍ତୁ କେଉଁ କେଉଁ ଖାଦ୍ୟ ରାତ୍ରି ସମୟରେ ଭୋଜନ କଲେ ସୁନିଦ୍ରା ହୋଇଥାଏ
ସାଧାରଣତଃ ରାତି ଭୋଜନ ସମୟରେ କେଉଁ ଖାଦ୍ୟ ଖାଇବା ଉଚିତ୍ ଆଉ କଣ ଖାଇବା ଅନୁଚିତ୍ ସେଥିପ୍ରତି କେହି ଧ୍ୟାନ ଦିଅନ୍ତି ନାହିଁ । ଫଳରେ ଏହି ସମୟରେ ଆମେ ଏମିତି କିଛି ଖାଦ୍ୟ ଗ୍ରହଣ କରିଥାଉ ଯାହାଦ୍ୱାରା ଠିକ୍ ଭାବରେ ନିଦ ହୋଇନଥାଏ । ଯାହାର ସିଧା ପ୍ରଭାବ ଆମ ସ୍ୱାସ୍ଥ୍ୟ ଉପରେ ପଡିଥାଏ । ଯେତେ ସମ୍ଭବ ହାଲକା ଖାଦ୍ୟ ଖାଇବାକୁ ଚେଷ୍ଟା କରନ୍ତୁ ।... Read more
ଯାଣନ୍ତୁ କମଳାର ଉପକାରୀତା – ସୁନ୍ଦର ଓ ଉଜ୍ୱଳ ତ୍ୱଚା ପାଇଁ କମଳା ର ଘରୋଇ ଉପଚାର
ୱଚାକୁ ମୁଲାୟମ ରଖିବା ପାଇଁ ମହିଳା ମାନେ ବହୁ ପ୍ରସାଧନ ସାମଗ୍ରୀ ର ବ୍ୟବହାର, ପାର୍ଲର ଯିବା ସହ ବିଭିନ୍ନ ଘରୋଇ ଉପଚାର କରିଥାନ୍ତି । ତେବେ ଘରୋଇ ଉପଚାର ସମୟରେ କମଳାକୁ ସାମିଲ୍ କରନ୍ତୁ । କାରଣ ସୁନ୍ଦର ଓ ଉଜ୍ୱଳ ତ୍ୱଚା କମଳା ବହୁତ ଉପକାରୀ । ଏହା ଦ୍ଵାରା ଆପଣଙ୍କ ତ୍ଵଚା ରେ କୌଣସି ପ୍ରକାର ର କୁଣ୍ଡିଆ କିମ୍ବା ଆଲରଜି ହେଇନଥାଏ । ଯାଣନ୍ତୁ... Read more
ନିଜର ଓଜନ କମେଇବା ପାଇଁ ଯାଣନ୍ତୁ କେତୋଟି ସହଜ ଓ କାର୍ଯ୍ୟକାରୀ ଉପାୟ
ଯନ୍ତ୍ରଣା ବିହୀନ ଓଜନ କମ, ଲାଗେ ଯେମିତି ଏକ ସ୍ଵପ୍ନ । ନିଜ ଖାଦ୍ୟ ଶୈଳୀରେ ପରିବର୍ତନ, ନିଜର ଅତି ପ୍ରିୟ ଖାଦ୍ୟକୁ ପରିତ୍ୟାଗ କରି ଓ ସବୁଦିନ କଠିନ ପରିଶ୍ରମ କଲେ ଯାଇ ନିଜର ଓଜନ କମେଇବା ଭଳି କଷ୍ଟ କାର୍ଯ୍ୟ ସାଧନ ହେଇପାରିବ । କିନ୍ତୁ ମୁଁ ଏଠାରେ ଆପଣଙ୍କୁ କହି ରଖୁଚି ଯେ ଏସବୁ କରିବା କିଛି ବ ଆବଶ୍ୟକ ନହିଁ। ନିଜ ଜୀବନ... Read more
ଏସିଡିଟି ସମସ୍ୟା ? ଏଥିରୁ ମୁକ୍ତି ପାଇବାକୁ ଆପଣାନ୍ତୁ କିଛି ସାଧାରଣ ଘରୋଇ ଉପାୟ
ଏସିଡିଟି ସମସ୍ୟା ଏବେ ଏକ ସାଧାରଣ କଥା ହେଇଗଲାଣି । ପ୍ରାୟତଃ ଅଧା ରୁ ଅଧିକ ଲୋକ ଏହି ରୋଗରେ ଆକ୍ରାନ୍ତ । ବହୁ ମସଲା ଜାତୀୟ ଖାଦ୍ୟ ଖାଇଲେ ଏସିଡିଟି ସମସ୍ୟା ପ୍ରାୟ ସମସ୍ତଙ୍କୁ ଭୋଗିବାକୁ ପଡିଥାଏ । ଏସିଡିଟି ପାଇଁ ଭାରୀ ଭାରୀ ଲାଗିବା ସହ ଛାତିରେ ପୋଡା ଓ ପେଟକଟା କଷ୍ଟ ହୋଇଥାଏ। ଏସିଡିଟି ସମସ୍ୟାର ଶୀଘ୍ର ଉପଚାର ପାଇଁ ଆମେମାନେ ଔଷଧ ଖାଇଥାଉ । କିନ୍ତୁ... Read more
ଆସନ୍ତୁ ଜାଣିବା, ତମ୍ୱା ପାତ୍ରରେ ପାଣି କିମ୍ବା ତାମ୍ରଜଳ ପିଇବା ଦ୍ୱାରା ଆପଣଙ୍କୁ କି ସୁଫଳ ମିଳିବ
ତମ୍ୱା ପାତ୍ରରେ ରହିଥିବା ଜଳକୁ ‘ତାମ୍ରଜଳ’ ବୋଲି କୁହାଯାଇଥାଏ । ତମ୍ୱା ପାତ୍ରରେ ପାଣି ପିଇବା ସ୍ୱାସ୍ଥ୍ୟ ପକ୍ଷେ ବେଶ ହିତକର । ଏହି ପାତ୍ରରେ ପାଣି ରଖି ପିଇବା ଦ୍ୱାରା ଅନେକ ପ୍ରକାରର ରୋଗରୁ ମୁକ୍ତି ମିଳିଥାଏ । ଏହାକୁ ପିଇବା ଦ୍ୱାରା ଶରୀରର ଅନେକ ରୋଗ ବିନା ଔଷଧରେ ଠିକ୍‌ ହୋଇଯାଇଥାଏ । ଏହାଛଡ଼ା ଏହା ଶରୀରରେ ଥିବା ବିଷାକ୍ତ ତତ୍ତ୍ୱଗୁଡ଼ିକୁ ବାହାର କରିବାରେ ସହାୟକ ହୋଇଥାଏ । ଆପଣ ଜଳକୁ... Read more
ଆସନ୍ତୁ ଜାଣିବା କର୍ପୂର ର ଉପକାରୀତା ଓ ଏହାର କେତେକ ଘରୋଇ ବ୍ୟବହାର ବିଷୟରେ
କର୍ପୂର ହେଉଛି ସବୁଠାରୁ ଶସ୍ତା ଓ ଉପକାରୀ ଜିନିଷ  । ଏହାକୁ ବ୍ୟବହାର କଲେ ଘରୁ ଦୁର୍ଗନ୍ଧ ତ ଦୂର ହୋଇଥାଏ ଏଥିସହ ଘରେ ଥିବା ମଶା ଓ ଅସରପାଙ୍କ ଉପଦ୍ରବରୁ ସବୁଦିନ ପାଇଁ ମୁକ୍ତି ମଧ୍ୟ ପାଇ ପାରିବେ । ଏଥିସହିତ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅତ୍ୟନ୍ତ ଲାଭ ଦାୟକ । ଯଦିଓ ପୂଜାପାଠରେ ଏହାକୁ ବ୍ୟବହାର କରାଯାଇଥାଏ । ତେବେ ଏହାର ଉପକାରୀତା ସଂପର୍କରେ ସଂପର୍କରେ... Read more