କାନରେ ବି ହେଇପାରେ କ୍ୟାନସର, ଜାଣିରଖନ୍ତୁ ଏହାର କିଛି ଲକ୍ଷଣ
କାନରେ ବିଭିର୍ଣ୍ଣ ପ୍ରକାର ସମସ୍ୟା ଦେଖା ଦେଇଥାଏ, ଯେମିତି କାନ ଦରଜ ହେବା, କୁଣ୍ଡେଇ ହେବା ଆଦି ସମସ୍ୟା ଦେଖା ଦେଲେ ତାକୁ ଅଣଦେଖା ନ କରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । କାନରେ ବି ହେଇପାରେ କ୍ୟାନସର, ଜାଣିରଖନ୍ତୁ ଏହାର କିଛି ଲକ୍ଷଣ । କାନରୁ ପାଣି ଓ ରକ୍ତ ବାହାରିବାର ଦେଖାଦେବା କ୍ୟାନସରର ଏକ ପ୍ରକାର ଲକ୍ଷଣ ହେଇପାରେ । ଇୟରଡ୍ରମ ନିଷ୍କ୍ରିୟ ହେଇଗଲେ,... Read more
ହାତ ମୁଠା କରିବାର ଢଙ୍ଗ ଆପଣଙ୍କ ବ୍ୟକ୍ତିତ୍ଵର ପରିଚୟ କିପରି ଦିଏ ଜାଣନ୍ତୁ
ବଡି ଲାଙ୍ଗୁଏଯ ମଣିଷର ବ୍ୟକ୍ତିତ୍ଵ ବିଷୟରେ ବହୁତ କିଛି କହିପାରେ । ଆପଣ କୌଣସି ଲୋକ ସହ ମିଶି ତା ବଡି ଲାଙ୍ଗୁଏଯ ରୁ ତା ବିଷୟରେ ଅନେକ କଥା ଜାଣିପାରିବେ । ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଜଣଙ୍କର ହାତ ମୁଠା କରିବାର ଢଙ୍ଗରୁ ମଧ୍ୟ ତାଙ୍କ ବ୍ୟକ୍ତିତ୍ଵ ବିଷୟରେ ଜାଣିପାରିବେ । ଆପଣ ମୁଠା କଲାବେଳେ ଆଙ୍ଗୁଳି ଗୁଡିକ ଯେମିତି ରଖିବେ ସେହିଅନୁସାରେ ବ୍ୟକ୍ତିର... Read more
ଧନତେରାସ ରେ ଭୁଲରେ ବି କିଣନ୍ତୁନି ଏସବୁ ଜିନିଷ, ହେଇପାରେ ସମସ୍ୟା
ଆଜି  ଧନତେରାସ । ଏହିଦିନ ମା ଲକ୍ଷ୍ମୀଙ୍କୁ ପୂଜା କରାଯାଏ । ଏହା କିଣାବିକାର ପର୍ବ ଓ ଏହି ଶୁଭଦିନରେ ଲୋକମାନେ ସୁନା, ରୂପା ଓ ବାସନ କିଣନ୍ତି । କିନ୍ତୁ ଆପଣମାନେ ତ ଜାଣିଥିବେ ଯେ ଧନତେରାସରେ କଣ କଣ କିଣିବା ଦରକାର କିନ୍ତୁ କଣ ଏହିଦିନରେ କିଣାଯିବା ଉଚିତ ନୁହେଁ ତା ତାହା ମଧ୍ୟ ଜାଣିବା ଦରକାର । ଯଦି ଆପଣ ଏପରି କିଛି ନକିଣିବା... Read more
କେଶ ସମସ୍ୟାରୁ ମୁକ୍ତି ପାଇଁ ନିତ୍ୟ ବ୍ୟବହାର୍ଜ୍ୟ ଅଦା ର ବ୍ୟବହାର ବିଷୟରେ ନଜର ପକାନ୍ତୁ
ଅଦା ରୋଷେଇଘରେ ଅତି ପରିଚିତ ମସଲାଟିଏ । ଖାଦ୍ୟକୁ ସୁସ୍ଵାଦୁ କରିବାରେ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ ।  ଏହା ସହ ଅନ୍ୟାନ୍ୟ ସ୍ୱସ୍ଥ୍ୟଗତ ସମସ୍ୟା ବିଶେଷ କରି ପେଟ ଜନିତ ସମସ୍ୟାରୁ ରକ୍ଷା କରିଥାଏ । ତେବେ କଣ ଆପଣ ଜାଣନ୍ତି କେଶ ଜାତୀୟ ସମସ୍ୟାରୁ ମଧ୍ୟ ମୁ୍କ୍ତି ଦେଇଥାଏ ଅଦା । କେଶକୁ ଝଡିବାରୁ ରକ୍ଷାକରିବା ସହ ବଢିବାରେ ସାହାଯ୍ୟ କରିଥାଏ । ତେବେ ଜାଣନ୍ତୁ କେମିତି... Read more
ପ୍ରତିଦିନର ଭୋଜନ କେମିତି କରିବେ ତା ଉପରେ କିଛି ବିଶେଷ ତଥ୍ୟ
ପ୍ରତିଦିନର ଭୋଜନ କେମିତି କରିବେ ତା ଉପରେ କିଛି ବିଶେଷ ତଥ୍ୟ ଉପରେ ଗୁରୁତ୍ଵ ଦିଅନ୍ତୁ । ପ୍ରତିଦିନ ଠିକ ସମୟରେ ଭୋଜନ କରନ୍ତୁ । ଆବଶ୍ୟକ ଅନୁଯାଇ ଖାନ୍ତୁ । ଭୋଜନ କରିବାର କିଛି ସମୟ ପୂର୍ବରୁ ଚା’ କିମ୍ବା କଫି ପିଅନ୍ତୁ ନାହିଂ । କାରଣ ଏହାଦ୍ବାରା ଭୋକ ମରିଯାଇଥାଏ । ଗରମ ଭୋଜନ ଖାଇବା ଦ୍ଵାରା ଶରୀର ସୁସ୍ଥ ରହିଥାଏ । ଭୋକ ହେଲେ... Read more
ଅଣ୍ଟା ବ୍ୟଥା ର ମୁଖ୍ୟ କାରଣ, ଲକ୍ଷଣ ଓ ପ୍ରତିକାର ବିଷୟରେ ସଂକ୍ଷିପ୍ତ ବିବରଣୀ
ଅଣ୍ଟାର ଗଠନଶୈଳୀ ଅନୁସାରେ ମାଂଶପେଶୀ, ସ୍ନାୟୁ, ଅସ୍ଥି, ମେରୁଦଣ୍ଡ ଆଦି ରହିଛି । ଏଥିରୁ ଯେ କୌଣସି ଅଂଶରେ ଅସୁବିଧା ହେଲେ ଅଣ୍ଟା ବ୍ୟଥା ହେଇପାରେ । ଏକ ସର୍ବେକ୍ଷଣରୁ ଯାନାପଡିଛି ଯେ, ପାଖାପାଖି ୪୦ ପ୍ରତିଶଦ ଲୋକ ସେମାନଙ୍କ ଜୀବନକାଳ ମଧ୍ୟରେ ଅଣ୍ଟା ବ୍ୟଥାର ସମ୍ମୁଖୀନ ହୁଅନ୍ତି । ଏହା ୨୦ରୁ ୮୦ ବର୍ଷ ପର୍ଯ୍ୟନ୍ତ ଦେଖାଦେଇପାରେ । ସାଧାରଣତଃ ଅଣ୍ଟା ବ୍ୟଥାର କାରଣ ୩ ପ୍ରକାର:... Read more
ଫିଟିକିରି, ଘରୁ ବାସ୍ତୁ ଦୋଷ ଦୂର କରିବାରେ କେମିତି ସହାୟ ହୁଏ ଆସନ୍ତୁ ଜାଣିବା
ଲୋକମାନେ ନିଜ ଘରର ସୁଖ ସମୃଦ୍ଧି ପାଇଁ ବାସ୍ତୁ ଦୋଷ ଉପରେ ଧ୍ୟାନ ଦେବା ଉଚିତ । କାରଣ ଏଥିପାଇଁ ଅନେକ ସମସ୍ୟା ଆସିଥାଏ । ବେଳେ ବେଳେ ଛୋଟ ଛୋଟ ଉପାୟ ମଧ୍ୟ ଘରର ବାସ୍ତୁ ଦୋଷ ଦୂର କରିବାରେ ସହାୟକ ହୋଇଥାଏ । ସେହିଭଳି ଆସନ୍ତୁ ଜାଣିବା ଫିଟିକିରି, ଘରୁ ବାସ୍ତୁ ଦୋଷ ଦୂର କରିବାରେ କେମିତି ସହାୟ ହୁଏ । ଆପଣଙ୍କ ଘରେ କିମ୍ବା... Read more