ଆପଣ ଜାଣନ୍ତି କି ? ଏହି ସବୁଜ ପରିବା ଟି ଖାଇବା ଦ୍ଵାରା ଆମ ଶରୀରର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଥାଏ
ଖାଦ୍ୟ ଆମ ଜୀବନର ଏକ ଅପରିହାର୍ଜ୍ୟ ଅଙ୍ଗ । ଖାଦ୍ୟ ବିନା ଜୀବନ ସମ୍ଭବ ନୁହେଁ । ତେବେ  କେବଳ ବଞ୍ଚିବା ପାଇଁ ନୁହେଁ , ଶକ୍ତି ପାଇବା ପାଇଁ ଓ ରୋଗଠାରୁ ରକ୍ଷା ପାଇବ ପାଇଁ ମଧ୍ୟ ଆମେ ଅନେକ ଖାଦ୍ୟ ଖାଇଥାଉ । କିଛି ଖାଦ୍ୟ ଆମ ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବଢାଇବାରେ ମଧ୍ୟ ସାହାଯ୍ୟ କରିଥାଏ । ସବୁଜ ପରିବା ସେଥିରୁ ଅନ୍ୟତମ।... Read more
ମାଛ ଖାଉଛନ୍ତି କି ? ଧ୍ୟାନ ରଖନ୍ତୁ ଏହି ସବୁ କଥା , ନହେଲେ ହେଇପାରେ ସ୍ୱାସ୍ଥ୍ୟ ଖରାପ
ଦୁଇ ପ୍ରକାର ଲୋକ ଦେଖିବାକୁ ମିଳନ୍ତି , ଆମିଷାଶୀ ଓ ନିରାମିଷାଶୀ । ନିରାମିଷାଶୀ ଲୋକ ତ ବେଶି ପନିପରିବା ଓ ଫଳମୂଳ ଖାଆନ୍ତି କିନ୍ତୁ ଆମିଷ ପ୍ରିୟ ଲୋକଙ୍କ ପାଖରେ ବିଶେଷ ପ୍ରକାରଭେଦ ନଥାଏ। ଯେଉଁମାନେ ଟିକେ ଅଧିକ ଆମିଷପ୍ରେମୀ ସେମାନେ ସବୁ ପ୍ରକାର ଆମିଷ ଭୋଜନରେ ଅଭ୍ୟସ୍ତ। ମାଛ, ମାଂସ, ଅଣ୍ଡା, କଙ୍କଡ଼ା, ଶୁଖୁଆ ପ୍ରଭୃତି ସବୁକିଛି ସେମାନେ ଖାଇ ପାରନ୍ତି। ତେବେ ଆଉ କେତେକ... Read more
ପ୍ଲାଷ୍ଟିକ ଆମ ଶରୀର ପାଇଁ କ୍ଷତିକାରକ କି ନାହିଁ, ଆସନ୍ତୁ ଜାଣିବା
ନିତ୍ୟବ୍ୟବହାର୍ଜ୍ୟ ପ୍ଲାଷ୍ଟିକ ଆମ ଶରୀର ପାଇଁ କ୍ଷତିକାରକ କି ନାହିଁ, ଆସନ୍ତୁ ଜାଣିବା: ପ୍ଲାଷ୍ଟିକ ବୋତଲରେ  ପାଣି ପିଇବା ଦ୍ଵାରା ଶରୀରରେ ରକ୍ତଚାପ ବୃଦ୍ଧି ପାଇଥାଏ ବୋଲି ଅଧ୍ୟୟନରୁ ଜଣାପଡିଛି । ପ୍ଲାଷ୍ଟିକ ବୋତଲରେ  ଥିବା ଏକ ରାସାୟନିକ ପଦାର୍ଥ ଯାହା ଆମେ ପିଇବା ସମୟରେ ଶରୀରକୁ ଯାଇ ରକ୍ତଚାପ ବୃଦ୍ଧି କରେ । ସାଧାରଣତଃ ପ୍ଲାଷ୍ଟିକ ବୋତଲ ଓ ପ୍ଲାଷ୍ଟିକ ବୋତଲରେ ବନ୍ଧାଯାଇଥିବା ଖାଦ୍ୟ ଓ ପାନୀୟରେ... Read more
ନୂଆ ନୂଆ ମା’ ହୋଇଛନ୍ତି କି ? ଛୋଟପିଲାର କାନ ସଫା କରୁଥିଲେ ଧ୍ୟାନ ଦିଅନ୍ତୁ
ପିଲାମାନେ ଅନେକ ସମୟରେ କାନ କୁଣ୍ଡାଇଥାନ୍ତି । ନୂଆ ନୂଆ ମା ହୋଇଥିବା ମହିଳାମାନେ ଏହାକୁ ନେଇ ବ୍ୟସ୍ତ ହୋଇଥାନ୍ତି ଏବଂ ପିଲାର କାନରେ ମଳି ଥିବା ଭାବି କାନ ସଫା କରିବାରେ ଲାଗିପଡନ୍ତି । ଅନେକ ଏଥିପାଇଁ ଇୟରବଡ ବ୍ୟବହାର କରିଥାନ୍ତି । ହେଲେ ଏଥିରେ ସାମାନ୍ୟ ଅସାବଧନତା ପିଲାର ପିଲାର କାନକୁ କ୍ଷତି ପହଞ୍ଚାଇପାରେ । ପିଲାଙ୍କ କାନ ଅତ୍ୟନ୍ତ ସୂକ୍ଷ୍ମ ଏବଂ ନରମ ।... Read more
ଯାଣନ୍ତୁ, କେଉଁ କେଉଁ ଖାଦ୍ୟ ଖାଇଲେ ଆପଣ ହୋଇପାରନ୍ତି ମାଇଗ୍ରେନ ର ଶିକାର
ମାଇଗ୍ରେନ ପୀଡିତ ବ୍ୟକ୍ତି ଯଦି ନିୟମିତ ଭାବେ ଡବା ଖାଦ୍ୟ ଖାଉଥାନ୍ତି କିମ୍ବା ମାତ୍ରାଧିକ ମଦ୍ୟପାନ କରୁଥାନ୍ତି , ତେବେ ସେମାନଙ୍କୁ ଭୀଷଣ ମୁଣ୍ଡବିନ୍ଧାର ସମ୍ମୁଖୀନ ହେବାକୁ ପଡିପାରେ। ଜଣେ ଭାରତୀୟ ବଂଶୋଦ୍ଭବ ବୈଜ୍ଞାନିକ ସମେତ ଗବେଷକମାନେ ଏହା ଜାଣିବାକୁ ପାଇଛନ୍ତି । ଏହି ଅବସ୍ଥାକୁ ସମ୍ଭାଳିବାରେ କମ ଚର୍ବିଯୁକ୍ତ ଖାଦ୍ୟ ସହାୟକ ହୋଇପାରେ ବୋଲି ମଧ୍ୟ ଅଧ୍ୟୟନରୁ ଜଣାପଡିଛି । ଖାଦ୍ୟପେୟ ମାଧ୍ୟମରେ ମୁଣ୍ଡବିନ୍ଧା ଦୂର କରିବାର... Read more
ସୁସ୍ଵାଦୁ ଖାଦ୍ୟ ପ୍ରସ୍ତୁତରେ ବ୍ୟବହୃତ ପିଆଜର ଅବିଶ୍ୱାସନୀୟ ଔଷଧୀୟ ଗୁଣ
ଫାଷ୍ଟଫୁଡ ହେଉ ଅବା ସାଲାଡ, ମଧ୍ୟାହ୍ନ ଭୋଜନ ହେଉ କି ରାତ୍ରି ଭୋଜନ , ଯେକୌଣସି ଖାଦ୍ୟ ପ୍ରସ୍ତୁତ କଲାବେଳେ ପିଆଜ, ସମସ୍ତଙ୍କ ନିକଟରେ ଏକ ପରିଚିତ ନାମ । ଭାରତୀୟ ରୋଷେଇ ଘରେ ଏହା ଏକ ନିତ୍ୟ ବ୍ୟବହାର୍ଜ୍ୟ ସାମଗ୍ରୀ । ଖାଦ୍ୟର ସ୍ଵାଦ ବଢାଇବା ସାଙ୍ଗକୁ ରୋଗପ୍ରତିରୋଧକ ଶକ୍ତିରେ ପୂର୍ଣ୍ଣ । ଏଥିରେ ପୋଟାସିୟମ, ଆଇରନ ,ସୋଡିୟମ ଓ ଫାଇବର ଇତ୍ୟାଦି ଗୁଣ ବହୂ ପରିମାଣରେ... Read more
ଆପଣ ବି ଅସମୟରେ ଶୋଇପଡୁଛନ୍ତି କି ?  ଜାଣିରଖନ୍ତୁ କେତେବେଳେ ଭଲ, କେତେବେଳେ ଖରାପ
ମନୁଷ୍ୟ ଜୀବନରେ ନିଦ୍ରାର ଭୂମିକା ଖୁବ ଗୁରୁତ୍ୱପୂର୍ଣ୍ଣ । ସୁସ୍ଥ ରହିବା ପାଇଁ ଉତ୍ତମ ଖାଦ୍ୟ ଯେମିତି ଆବଶ୍ୟକ, ସଠିକ ସମୟର ନିଦ୍ରା ମଧ୍ୟ ସେମିତି ଜରୁରୀ । ମନୁଷ୍ୟ ଯଦି ଆବଶ୍ୟକତା ଅନୁସାରେ ନିଦ୍ରା ପୂର୍ଣ୍ଣ ନ କରେ ତେବେ ଶରୀର ଅସୁସ୍ଥ ହୋଇପଡେ । ଅନେକ ଲୋକ ଶୋଇବାକୁ ଭାରି ଭଲ ପାଆନ୍ତି। ଟିକେ ସମୟ ମିଳିଲେ ଶୋଇପଡ଼ନ୍ତି। କେହି କେହି ସକାଳ ଜଳଖିଆ ଖାଇବା... Read more
Blowjob
Creampie
Orgy
Anal
Anal
Orgy
Anal
Threesome
Creampie
Orgy
Anal