ତରଙ୍ଗ ବ୍ୟାନର ଜରିଆରେ ନିଜ ଅଭିନୟ ଜୀବନର ଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି ଏହି କଳାକାର ମାନେ
ତରଙ୍ଗ ସିନେ ପ୍ରଡ଼କ୍ସନ ବ୍ୟାନର ତା’ର ସିନେମା ଗୁଡିକ ପାଇଁ ସବୁବେଲେ ଆଗ ଧାଡିରେ ରହିଆସିଛି । ବହୁ ନାମିଦାମି କଳାକାର ଙ୍କ କ୍ୟାରିୟର ଆରମ୍ଭ ହେଇଛି ଏହି ବ୍ୟାନର ଦ୍ଵାରା । ସେଭଳି ଆଉ କିଛି କଳାକାରଙ୍କ ଅଭିନୟ ଜୀବନର ଶୁଭାରମ୍ଭ କରିବାକୁ ଯାଉଛି ତରଙ୍ଗ ବ୍ୟାନର । ଜ୍ୟୋତି ରଞ୍ଜନ, ସସ୍ମିତା ଙ୍କ ଭଳି ନାୟକ ନାୟିକା ମାନେ ଏହି ଶ୍ରେଣୀରେ ଅନ୍ତର୍ଭୁକ୍ତ ହେବାକୁ ଯାଉଛନ୍ତି... Read more
୨୦୧୭ ଶେଷ ହେବାକୁ ବସିଲାଣି, ହେଲେ ଦର୍ଶକଙ୍କ ପ୍ରିୟ ଯୋଡି ମାନେ ଏଯାଏଁ ଦେଖା ନାହାନ୍ତି
୨୦୧୭ ରେ ଏଯାବତ ଅନେକ ସିନେମା ପରଦା ଉପରକୁ ଆସିସାରିଲାଣି । କିନ୍ତୁ ଦର୍ଶକଙ୍କ ନିକଟରେ ସେମାନଙ୍କର ପ୍ରିୟ ଯୋଡି ମାନେ ଏଯାଏଁ ଦେଖା ନାହାନ୍ତି । ଯେମିତି ଅନୁଭବ-ବର୍ଷା, ବାବୁଶାନ୍‌- ଝିଲିକ୍‌, ବାବୁଶାନ୍‌- ଏଲିନା, ସବ୍ୟସାଚୀ-ଅର୍ଚ୍ଚିତା ଆଦି ଯୋଡି ପରଦା ଉପରେ ଖୁବ ଲୋକପ୍ରିୟ । ହେଲେ ଏହି ଯୋଡିର କିଛି ବି ଚଳଚ୍ଚିତ୍ର ଏବର୍ଷ ପରଦା ଉପରକୁ ଆସିନି । ଅନୁଭବ-ବର୍ଷା: ଓଲିଉଡର ରିଲ ଓ... Read more
ନୂଆ ନୃତ୍ୟ ଭିତ୍ତିକ ଚଳଚ୍ଚିତ୍ର କ୍ରୀଷ୍ଣା – ଷ୍ଟୋରି ଅଫ ଏ ଡ଼ାନ୍ସର
ନୂଆ ନୃତ୍ୟ ଭିତ୍ତିକ ଚଳଚ୍ଚିତ୍ର କ୍ରୀଷ୍ଣା – ଷ୍ଟୋରି ଅଫ ଏ ଡ଼ାନ୍ସର ପ୍ରିନ୍ସ ପ୍ରଡ଼କସନ ପିକ୍ଚର ପ୍ରେଜେନ୍ଟ୍ସ ବ୍ୟାନର ଦ୍ଵାରା ପ୍ରସ୍ତୁତ ନୂଆ ଓଡିଆ ଚଳଚ୍ଚିତ୍ର କ୍ରୀଷ୍ଣା । ଏହି କାହାଣୀଟି ଏକ ନୃତ୍ୟଶିଳ୍ପୀର ଜୀବନ ଉପରେ ଆଧାରିତ । ଚଳଚ୍ଚିତ୍ର – କ୍ରୀଷ୍ଣା ବ୍ୟାନର – ପ୍ରିନ୍ସ ପ୍ରଡ଼କସନ ପିକ୍ଚର ପ୍ରେଜେନ୍ଟ୍ସ ପ୍ରଯୋଜକ, ନିର୍ଦେଶକ – କ୍ରୀଷ୍ଣା ରେଡ୍ଡୀ ସଙ୍ଗୀତ ନିର୍ଦେଶନା – କ୍ରୀଷ୍ଣା ରେଡ୍ଡୀ ଓ... Read more
Arijit Mukherjee Announced About His Upcoming Bengoli Short Film “NAA”
Bengali film producer and director Arijit Mukherjee has announced about upcoming bengali short film NAA  means no and under his banner Teamwork Production Presents. This movie will soon be released through the official YouTube Channel of arijit official. The story revolves around gives a strong message to women how to... Read more
ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଓଡ଼ିଆ ଫିଚର ଫିଲ୍ମ “କ୍ଷଣିକ” ପ୍ରଦର୍ଶିତ ହେବାକୁ ମନୋନୀତ
୪୮ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହେବାକୁ ଯାଉଛି ଓଡ଼ିଆ ଫିଚର ଫିଲ୍ମ କ୍ଷଣିକ । ଆସନ୍ତା ନଭେମ୍ବର ୨୦ରୁ ୨୮ ପର୍ଯ୍ୟନ୍ତ ଗୋଆରେ ଅନୁଷ୍ଠିତ ହେବ ଏହି ମହୋତ୍ସବ । ଭାରତୀୟ ପାନୋରମା ପକ୍ଷରୁ ପ୍ରଦର୍ଶିତ ହେବାକୁ ଯାଉଥିବା ଫିଚର ଏବଂ ନନଫିଚର ଫିଲ୍ମଗୁଡୁକର ଏକ ତାଲିକା ପ୍ରକାଶ ପାଇଛି ଯେଉଁଥିରେ ୨୬ଟି ଫିଚର ଫିଲ୍ମ ଓ ୧୬ଟି ନନ ଫିଚର ଫିଲ୍ମ ସ୍ଥାନ ପାଇଛି ।... Read more
ଆଜି ମୁକ୍ତିଲାଭ କରୁଛି ବହୁ ପ୍ରତିକ୍ଷିତ ଓଡିଆ ଚଳଚ୍ଚିତ୍ର ମୁଁ ଗୋଟିଏ ଦୁଷ୍ଟ ପିଲା
ସାରଳା ପ୍ରଡକ୍ସନ ବ୍ୟାନରର ଦ୍ଵିତୀୟ ତଥା ବହୁ ପ୍ରତିକ୍ଷିତ ଓଡିଆ ଚଳଚ୍ଚିତ୍ର  ମୁଁ ଗୋଟିଏ ଦୁଷ୍ଟ ପିଲା ଆଜି (ନଭେମ୍ବର ୧୦) ମୁକ୍ତିଲାଭ କରୁଛି । ଏଥିରେ ତିନିଜଣ ନାୟିକା ଓ ଜଣେ ନାୟକ ମୁଖ୍ୟ ଚରିତ୍ରରେ ନଜର ଆସିବେ । ଓଡିଆ ନାୟକ ଦୁଷ୍ମନ୍ତ ଙ୍କ ବିପକ୍ଷରେ ରାନୀ, ଦିବ୍ୟା ଓ ଝାନଶୀ ଚଳଚିତ୍ରର ମୁଖ୍ୟ ନାୟିକା । ଏମାନଙ୍କ ସହ ଅସିତ ପତି, ବିଜୁ ବଡଜେନା,... Read more
ପ୍ରଥମ ସିନେମାରୁ ଯେତିକି ଅଭିଜ୍ଞାତା ମିଳିଛି ତାହାକୁ ନେଇ ଆଗେଇବି – ନୂଆ ନାୟିକା ଆହାନା
ନୂଆ ନାୟିକା ଆହାନା କହନ୍ତି, ମତେ ଯେଉଁ ଭୂମିକାଟି ମିଳିଛି ତାହା ମୋ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ । ପ୍ରଥମ ସିନେମାରୁ ଯେତିକି ଅଭିଜ୍ଞାତା ମିଳିଛି ତାହାକୁ ନେଇ ଆଗେଇବି । ନବାଗତା ଆହାନା, ତାଙ୍କର ଖୁସି କହିଲେ ନସରେ । କିଛିମାସ ପୂର୍ବରୁ ମୁକ୍ତିଲାଭ କରିଥିବା ଓଡିଆ ଚଳଚ୍ଚିତ୍ର “ଭୈରବ” ର ନାୟିକା ଭାବରେ ବ୍ରେକ ମିଳିଥିଲା ତାଙ୍କୁ । ଏବେ ସେ ଆଉ ଏକ ଚଳଚ୍ଚିତ୍ରର... Read more