ନୂଆ ନୃତ୍ୟ ଭିତ୍ତିକ ଚଳଚ୍ଚିତ୍ର କ୍ରୀଷ୍ଣା – ଷ୍ଟୋରି ଅଫ ଏ ଡ଼ାନ୍ସର
ନୂଆ ନୃତ୍ୟ ଭିତ୍ତିକ ଚଳଚ୍ଚିତ୍ର କ୍ରୀଷ୍ଣା – ଷ୍ଟୋରି ଅଫ ଏ ଡ଼ାନ୍ସର ପ୍ରିନ୍ସ ପ୍ରଡ଼କସନ ପିକ୍ଚର ପ୍ରେଜେନ୍ଟ୍ସ ବ୍ୟାନର ଦ୍ଵାରା ପ୍ରସ୍ତୁତ ନୂଆ ଓଡିଆ ଚଳଚ୍ଚିତ୍ର କ୍ରୀଷ୍ଣା । ଏହି କାହାଣୀଟି ଏକ ନୃତ୍ୟଶିଳ୍ପୀର ଜୀବନ ଉପରେ ଆଧାରିତ । ଚଳଚ୍ଚିତ୍ର – କ୍ରୀଷ୍ଣା ବ୍ୟାନର – ପ୍ରିନ୍ସ ପ୍ରଡ଼କସନ ପିକ୍ଚର ପ୍ରେଜେନ୍ଟ୍ସ ପ୍ରଯୋଜକ, ନିର୍ଦେଶକ – କ୍ରୀଷ୍ଣା ରେଡ୍ଡୀ ସଙ୍ଗୀତ ନିର୍ଦେଶନା – କ୍ରୀଷ୍ଣା ରେଡ୍ଡୀ ଓ... Read more
Arijit Mukherjee Announced About His Upcoming Bengoli Short Film “NAA”
Bengali film producer and director Arijit Mukherjee has announced about upcoming bengali short film NAA  means no and under his banner Teamwork Production Presents. This movie will soon be released through the official YouTube Channel of arijit official. The story revolves around gives a strong message to women how to... Read more
ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଓଡ଼ିଆ ଫିଚର ଫିଲ୍ମ “କ୍ଷଣିକ” ପ୍ରଦର୍ଶିତ ହେବାକୁ ମନୋନୀତ
୪୮ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହେବାକୁ ଯାଉଛି ଓଡ଼ିଆ ଫିଚର ଫିଲ୍ମ କ୍ଷଣିକ । ଆସନ୍ତା ନଭେମ୍ବର ୨୦ରୁ ୨୮ ପର୍ଯ୍ୟନ୍ତ ଗୋଆରେ ଅନୁଷ୍ଠିତ ହେବ ଏହି ମହୋତ୍ସବ । ଭାରତୀୟ ପାନୋରମା ପକ୍ଷରୁ ପ୍ରଦର୍ଶିତ ହେବାକୁ ଯାଉଥିବା ଫିଚର ଏବଂ ନନଫିଚର ଫିଲ୍ମଗୁଡୁକର ଏକ ତାଲିକା ପ୍ରକାଶ ପାଇଛି ଯେଉଁଥିରେ ୨୬ଟି ଫିଚର ଫିଲ୍ମ ଓ ୧୬ଟି ନନ ଫିଚର ଫିଲ୍ମ ସ୍ଥାନ ପାଇଛି ।... Read more
ଆଜି ମୁକ୍ତିଲାଭ କରୁଛି ବହୁ ପ୍ରତିକ୍ଷିତ ଓଡିଆ ଚଳଚ୍ଚିତ୍ର ମୁଁ ଗୋଟିଏ ଦୁଷ୍ଟ ପିଲା
ସାରଳା ପ୍ରଡକ୍ସନ ବ୍ୟାନରର ଦ୍ଵିତୀୟ ତଥା ବହୁ ପ୍ରତିକ୍ଷିତ ଓଡିଆ ଚଳଚ୍ଚିତ୍ର  ମୁଁ ଗୋଟିଏ ଦୁଷ୍ଟ ପିଲା ଆଜି (ନଭେମ୍ବର ୧୦) ମୁକ୍ତିଲାଭ କରୁଛି । ଏଥିରେ ତିନିଜଣ ନାୟିକା ଓ ଜଣେ ନାୟକ ମୁଖ୍ୟ ଚରିତ୍ରରେ ନଜର ଆସିବେ । ଓଡିଆ ନାୟକ ଦୁଷ୍ମନ୍ତ ଙ୍କ ବିପକ୍ଷରେ ରାନୀ, ଦିବ୍ୟା ଓ ଝାନଶୀ ଚଳଚିତ୍ରର ମୁଖ୍ୟ ନାୟିକା । ଏମାନଙ୍କ ସହ ଅସିତ ପତି, ବିଜୁ ବଡଜେନା,... Read more
ପ୍ରଥମ ସିନେମାରୁ ଯେତିକି ଅଭିଜ୍ଞାତା ମିଳିଛି ତାହାକୁ ନେଇ ଆଗେଇବି – ନୂଆ ନାୟିକା ଆହାନା
ନୂଆ ନାୟିକା ଆହାନା କହନ୍ତି, ମତେ ଯେଉଁ ଭୂମିକାଟି ମିଳିଛି ତାହା ମୋ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ । ପ୍ରଥମ ସିନେମାରୁ ଯେତିକି ଅଭିଜ୍ଞାତା ମିଳିଛି ତାହାକୁ ନେଇ ଆଗେଇବି । ନବାଗତା ଆହାନା, ତାଙ୍କର ଖୁସି କହିଲେ ନସରେ । କିଛିମାସ ପୂର୍ବରୁ ମୁକ୍ତିଲାଭ କରିଥିବା ଓଡିଆ ଚଳଚ୍ଚିତ୍ର “ଭୈରବ” ର ନାୟିକା ଭାବରେ ବ୍ରେକ ମିଳିଥିଲା ତାଙ୍କୁ । ଏବେ ସେ ଆଉ ଏକ ଚଳଚ୍ଚିତ୍ରର... Read more
ସାରଳା ପ୍ରଡକ୍ସନ ବ୍ୟାନରର ଛବି “ମୁଁ ଗୋଟିଏ ଦୁଷ୍ଟ ପିଲା” ନଭେମ୍ବର ୧୦ ତାରିଖରେ ମୁକ୍ତିଲାଭ କରୁଛି
ସବୁ ପ୍ରତୀକ୍ଷାର ଅନ୍ତ ହେବାକୁ ଯାଉଛି । କାରଣ ଅନେକ ଦିନରୁ ପରଦା ଉପରକୁ ଆସିବାକୁ ଅପେକ୍ଷା କରିଥିବା ସାରଳା ପ୍ରଡକ୍ସନ ବ୍ୟାନରର ନୂଆ ଛବି “ମୁଁ ଗୋଟିଏ ଦୁଷ୍ଟ ପିଲା” ଶେଷରେ ଏଇ ନଭେମ୍ବର ୧୦ ତାରିଖରେ ମୁକ୍ତିଲାଭ କରୁଛି ବୋଲି ସମ୍ପୃକ୍ତ ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି । ଅଶୋକ ମଲ୍ଲିକଙ୍କ ନିର୍ଦେଶିତ ଏ ଚଳଚିତ୍ରର କାହାଣୀର କେନ୍ଦ୍ରରେ ଚିଟଫଣ୍ଡ ମାମଲା ଅଛି ଏବୋଂ ତା’ସହିତ... Read more
ବହୁଦିନ ପରେ ଫେରିଲେ ସ୍ନିଗ୍ଧା ମହାନ୍ତି, କିନ୍ତୁ ଏବେ କରିବେ ରାଜନୀତି
ଓଡ଼ିଆ ଚଳଚ୍ଚିତ୍ର ଏବଂ ଟେଲିଭିଜନ ଦୁନିଆଁର ଏକ ଲୋକପ୍ରିୟ ଅଭିନେତ୍ରୀ ହେଲେ ସ୍ନିଗ୍ଧା ମହାନ୍ତି । କିନ୍ତୁ କିଛିଦିନ ହେଲାଣି ସ୍ନିଗ୍ଧାଙ୍କୁ ପରଦା ଉପରେ ଦେଖିବାକୁ ମିଳୁନଥିଲା । କିନ୍ତୁ ଏବେ ବେଶ୍‌ କିଛିଦିନ ବ୍ୟବଧାନରେ ପୁଣି ଏକ ଓଡ଼ିଆ ସିନେମାରେ ଅଭିନୟ କରୁଛନ୍ତି ସ୍ନିଗ୍ଧା । ଏହା ହେଲା ବର୍ତ୍ତମାନର ବହୁ ଚର୍ଚ୍ଚିତ ଚଳଚ୍ଚିତ୍ର “‘ଯୋଗୀ”। ଶ୍ରୀଧର ମାର୍ଥାଙ୍କ ପ୍ରଯୋଜିତ ତଥା ନିରଞ୍ଜନ ବେହେରାଙ୍କ ନିର୍ଦ୍ଦେଶିତ ଏହି... Read more