ସଲୀମଙ୍କର ବାହାଦୂରୀ ପାଇଁ ଗାୟକ ସୋନୁ ନିଗମ ୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି
ସଲୀମଙ୍କର ବାହାଦୂରୀ ପାଇଁ ଗାୟକ ସୋନୁ ନିଗମ ତାଙ୍କୁ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ ପାଇଁ ଘୋଷଣା କରିଛନ୍ତି । ଜାମ୍ମୁ-କାଶ୍ମୀରରେ ଅମରନାଥ ଯାତ୍ରୀମାନଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ଲୋକମାନଙ୍କର ଜୀବନ ବଂଚାଇଥିବା ବସ ଡ଼୍ରାଇଭର ସଲୀମ ଶେଖ ଏକ ଉଦାହରଣ ପାଲଟି ଯାଇଛନ୍ତି ।  ସେ ତାଙ୍କ ଜୀବନ ପ୍ରତି ଖାତିର ନକରି ବସ ଗଡାଇଥିଲେ । ତେଣୁ ବହୁ ଯାତ୍ରୀଙ୍କର ଜୀବନ ବଞ୍ଚିପାରିଥିଲା... Read more
Midday Meal Scheme – No Midday Meal Without Aadhaar Number In Odisha
The government provides free lunch to students from class one to eight on working days under the midday meal scheme. Recently Odisha government made the unique identification number mandatory for students to obtain midday meals. Students of government-run primary schools in Odisha, who do not have an Aadhaar card, will... Read more
ମୁକ୍ତେଶ୍ୱର ମନ୍ଦିରରେ ଗୁରୁ ପୂର୍ଣ୍ଣିମା ଦିନ କିନ୍ନରଙ୍କୁ ନେଇ “ଅର୍ଦ୍ଧନାରୀଶ୍ୱର” ଫଟୋଗ୍ରାଫି
ମୁକ୍ତେଶ୍ୱର ମନ୍ଦିରରେ ଗୁରୁ ପୂର୍ଣ୍ଣିମା ଦିନ ପ୍ରାୟ ୧୦ଜଣ କିନ୍ନରଙ୍କୁ ନେଇ ‘ଅର୍ଦ୍ଧନାରୀଶ୍ୱର’ ଥିମକୁ ନିଜ କ୍ୟାମେରାରେ ଜୀବନ୍ତ କରିଥିଲେ ରାଜଧାନୀର ଜଣେ ଯୁବ ଫଟୋଗ୍ରାଫର୍ ବୁନ୍ ପଟ୍ଟନାୟକ । ସୃଷ୍ଟିକର୍ତ୍ତାଙ୍କ ଏହି ସୁନ୍ଦର ସୃଷ୍ଟିରେ କିନ୍ନର ମାନେ ଏକ ଅଂଶ । ସେମାନେ ସବୁଠୁ ଭିର୍ଣ୍ଣ । ନା ପୁରୁଷ ପଦବାଚ୍ୟ ନା ସ୍ତ୍ରୀ । ତେଣୁ ଏହି କିନ୍ନର ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ କରିବା ଏକ ବିତର୍କର... Read more