ରିୟାନ ଇଣ୍ଟରନ୍ୟାସନାଲ ସ୍କୁଲ ହତ୍ୟା ଘଟଣା, ବସ କଣ୍ଡକ୍ଟର ଅଶୋକ କୁମାରଙ୍କୁ ମିଳିଲା ଜାମିନ
ହରିଆଣାର ଗୁରଗାଓଁ ସ୍ଥିତ ରିୟାନ ଇଣ୍ଟରନ୍ୟାସନାଲ ସ୍କୁଲରେ ବହୁ ଚର୍ଚ୍ଚିତ ହତ୍ୟା ଘଟଣାରେ ପ୍ରଥମେ ଦୋଷୀ ସାବ୍ୟସ୍ତ ହୋଇଥିବା ସ୍କୁଲର ବସ କଣ୍ଡକ୍ଟର ଅଶୋକ କୁମାରଙ୍କୁ ଆଜି ଜାମିନ ମଞ୍ଜୁର କରିଛନ୍ତି କୋର୍ଟ । ଏକ ସ୍ଥାନୀୟ ସ୍ୱତନ୍ତ୍ର ଅଦାଲତ ୫୦,୦୦୦ ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଏହି ଜାମିନ ପ୍ରଦାନ କରିଛନ୍ତି । ଉଲ୍ଲେଖଯୋଗ୍ୟ,  ଗତ ସେପ୍ଟେମ୍ବର ୮ରେ ରିୟାନ ସ୍କୁଲର  ଦ୍ୱିତୀୟ ଶ୍ରେଣୀର ୭ ବର୍ଷୀୟ ଛାତ୍ର... Read more
ରସଗୋଲା ପାଇଁ ଓଡିଶା ସରକାରଙ୍କ ତତ୍ପରତା, ଜଗନ୍ନାଥ ରସଗୋଲା ନାଁରେ ଜିଆଇ ଟ୍ୟାଗ୍ ଆବେଦନ
ରସଗୋଲା ଲଢ଼େଇରେ, ପଶ୍ଚିମବଙ୍ଗର ଜିତାପଟ ପରେ ଓଡିଶା ସରକାର ତତ୍ପରତା ପ୍ରକାଶ କରିଛନ୍ତି । ପଶ୍ଚିମବଙ୍ଗର ରସଗୋଲାକୁ ଜିଆଇ ଟ୍ୟାଗ୍ ମିଳିବା ପରେ ରାଜ୍ୟ ସରକାର, ଓଡ଼ିଶାର ରସଗୋଲାକୁ ପ୍ରଭୁ ଜଗନ୍ନାଥଙ୍କ ନାଁରେ ଜିଆଇ ଟ୍ୟାଗ୍ ପାଇଁ ଆବେଦନ କରିବାର ବିକଳ୍ପ ପନ୍ଥା ବାଛିଛନ୍ତି  । ପାହାଳ ରସଗୋଲା ନାଁରେ ପୂର୍ବରୁ ଜିଆଇ ଟ୍ୟାଗ୍ ଆବେଦନ ପାଇଁ ସରକାର ଇଚ୍ଛୁକ ଥିଲେ । କିନ୍ତୁ ବର୍ତ୍ତମାନ ସମୟରେ ଏହାର କୌଣସି... Read more
କଳାହାଣ୍ଡି ଜିଲ୍ଲା ବିଦ୍ୟାଳୟରେ ଝୁଳୁଛି ତାଲା, ବାରଣ୍ଡାରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ
ବିଦ୍ୟାଳୟରେ ତାଲା ପଡିଥିବାରୁ ବାରଣ୍ଡାରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ । ଏହି ଘଟଣାଟି ଘଟିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଲିମସେର ଗାଁରେ । ସୂଚନା ମୁତାବକ, ଏହି ଗାଁର ଚକ୍ରଧର ମେହେରଙ୍କ ଘରଡିହ ପ୍ଲଟରେ ରହିଛି ଲିମସେର ପ୍ରାଥମିକ ବିଦ୍ୟାଳୟ । ବିଦ୍ୟାଳୟ ନିର୍ମାଣ ସମୟରେ ସ୍କୁଲ ବାବଦକୁ ଚକ୍ରଧରଙ୍କୁ ଅନ୍ୟତ୍ର ଜାଗା ଯୋଗାଇ ଦିଆଯିବ ବୋଲି ପ୍ରଶାସନ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଆଜି ଯାଏଁ... Read more
ସ୍ଵାଧୀନତା ସଂଗ୍ରାମୀ ଆଦିବାସୀ ନେତା ଶହୀଦ ଲକ୍ଷ୍ମଣ ନାୟକଙ୍କର ଆଜି ଜୟନ୍ତୀ
ଆଦିବାସୀ ନେତା ଶହୀଦ ଲକ୍ଷ୍ମଣ ନାୟକଙ୍କର ଆଜି ଜୟନ୍ତୀ । ଦେଶର ସ୍ୱରାଜ ପାଇଁ ପଛଘୁଞ୍ଚା ଦେଇ ନ ଥିଲେ ଏହି ଆଦିବାସୀ ନେତା । ଏହି ଦିନଟିକୁ ସ୍ମରଣ କରି ଆଜି ସକାଳ ୯ ଟାରେ ଭୁବନେଶ୍ୱର କଳିଙ୍ଗ ଡାକ୍ତରଖାନା ଛକରେ ଥିବା ତାଙ୍କର ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଛି । ୧୮୯୯ ନଭେମ୍ବର ୨୨ ତାରିଖରେ ଅବିଭକ୍ତ କୋରାପୁଟ (ମାଲକାନଗିରି)ର କୋରାତାଲୁକର ତେନ୍ତୁଳିଗୁମ୍ମା ଗ୍ରାମରେ ଏକ ଆଦିବାସୀ ପରିବାରରେ... Read more
ହୀରାକୁଦ ଜଳଭଣ୍ଡାରରେ ଅତିଥୀ ପକ୍ଷୀଙ୍କ ଆଗମନ, ମୁଖରିତ ହେଉଛି ହୀରାକୁଦର ଶାନ୍ତ ପରିବେଶ
ହୀରାକୁଦ ଜଳଭଣ୍ଡାରରେ ଅତିଥୀ ପକ୍ଷୀଙ୍କ ଆଗମନ ।  ଅତ୍ୟଧିକ ଥଣ୍ଡା ଯୋଗୁଁ ଦକ୍ଷିଣ ଆମେରିକା, ବ୍ରାଜିଲ ଓ ଋଷିଆ ଭଳି ଦେଶରୁ ଉଡିଆସିଛନ୍ତି ଏମାନେ । ହୀରାକୁଦ ନୀଳ ଜଳରାଶିର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣତ କରିଛି ରଙ୍ଗବେରଙ୍ଗ ପକ୍ଷୀଙ୍କ ସମ୍ଭାର । ଅତିଥୀ ପକ୍ଷୀଙ୍କ ଆଗମନକୁ ଦେଖି ହୀରାକୁଦ ନଦୀବନ୍ଧକୁ ବାର୍ଡ ସେଂଚୁରୀ ଘୋଷଣା କରିବାକୁ ଦାବୀ ହୋଇଛି । ପ୍ରାୟ ୧୫ ହଜାର କିଲୋମିଟର ରାସ୍ତା ଅତିକ୍ରମ କରି ହ୍ୱୀସ୍ଲିଂ... Read more
ଭାରତୀୟ ଯବାନଙ୍କ ଗିନିସ୍‌ ରେକର୍ଡ, ଗୋଟିଏ ବାଇକ୍‌ରେ ୫୮ଜଣଙ୍କ ଅଦ୍ଭୁତ ଷ୍ଟଣ୍ଟ
ବେଙ୍ଗାଲୁରୁରେ ଇଣ୍ଡିଆନ ଏୟାରଫୋର୍ସ ବେସ୍‌ରେ ଆୟୋଜିତ ଏକ କାର୍ୟ୍ୟକ୍ରମରେ ଭାରତୀୟ ସେନାର ଯବାନ ବିଶ୍ଵ ରେକର୍ଡ କରିଛନ୍ତି । ୫୮ଜଣ ଭାରତୀୟ ଯବାନ ଗୋଟିଏ ବାଇକ୍‌ରେ ଜବରଦସ୍ତ ଷ୍ଟଣ୍ଟ ପ୍ରଦର୍ଶନ କରି ଗିନିସ୍‌ ରେକର୍ଡ ସୃଷ୍ଟି କରିଛନ୍ତି। ତ୍ରିରଙ୍ଗା ରଙ୍ଗର ପୋଷାକ ପରିଧାନ କରି ଯବାନମାନେ ୫୦୦ସିସିର ରାୟାଲ ଏନଫିଲ୍ଡ ବାଇକରେ ୧,୨୦୦କିଲୋମିଟର ପର୍ଯ୍ୟନ୍ତ ଷ୍ଟଣ୍ଟ ଦେଖାଇଥିଲେ, ଏହାକୁ ‘ଷ୍ଟଣ୍ଟ ଅଫ ଦ ଇୟର’ କୁହାଯାଉଛି। ଏହି ଷ୍ଟଣ୍ଟର... Read more
ନୋଟବନ୍ଦୀ ପରେ ଏବେ ସରକାରଙ୍କ ନଜର ଚେକବୁକ ବନ୍ଦ କରିବା ଉପରେ ରହିଛି
ସରକାରଙ୍କ ନୋଟବନ୍ଦୀ ଦେଶର ଅର୍ଥବ୍ୟବସ୍ଥାକୁ ସଂପୂର୍ଣ୍ଣ ଦୋହଲାଇ ଦେଇଛି । କଳାଧନ କାରବାରକୁ ବନ୍ଦ କରି ଡିଜିଟାଲ  ଟ୍ରାନଜେକସନକୁ ପ୍ରୋତ୍ସାହନ ଦେବା ଉଦେଶ୍ୟରେ ସରକାର ଏହି ନିସ୍ପତି ନେଇଥିଲେ ।  ନେଣଦେଣକୁ ସଂପୂର୍ଣ୍ଣ ଭାବେ ଡିଜିଟାଲାଇଜେସନ କରିବ। ଉଦେଶ୍ୟରେ ଏବେ ସରକାରଙ୍କ ନଜର ଚେକବୁକ ବନ୍ଦ କରିବା ଉପରେ ରହିଛି । କନଫ୍ରିଡେଶନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ(ସିଏଆଇଟି)ର ସଚିବ ଜେନରାଲ  ପ୍ରବୀଣ ଖଣ୍ଡେଓ୍ଵାଲ ପିଟିଆଇକୁ କହିଛନ୍ତି ଯେ ସରକାର ନୋଟର... Read more
Blowjob
Creampie
Orgy
Anal
Anal
Orgy
Anal
Threesome
Creampie
Orgy
Anal