ମୁକ୍ତେଶ୍ୱର ମନ୍ଦିରରେ ଗୁରୁ ପୂର୍ଣ୍ଣିମା ଦିନ କିନ୍ନରଙ୍କୁ ନେଇ “ଅର୍ଦ୍ଧନାରୀଶ୍ୱର” ଫଟୋଗ୍ରାଫି
ମୁକ୍ତେଶ୍ୱର ମନ୍ଦିରରେ ଗୁରୁ ପୂର୍ଣ୍ଣିମା ଦିନ ପ୍ରାୟ ୧୦ଜଣ କିନ୍ନରଙ୍କୁ ନେଇ ‘ଅର୍ଦ୍ଧନାରୀଶ୍ୱର’ ଥିମକୁ ନିଜ କ୍ୟାମେରାରେ ଜୀବନ୍ତ କରିଥିଲେ ରାଜଧାନୀର ଜଣେ ଯୁବ ଫଟୋଗ୍ରାଫର୍ ବୁନ୍ ପଟ୍ଟନାୟକ । ସୃଷ୍ଟିକର୍ତ୍ତାଙ୍କ ଏହି ସୁନ୍ଦର ସୃଷ୍ଟିରେ କିନ୍ନର ମାନେ ଏକ ଅଂଶ । ସେମାନେ ସବୁଠୁ ଭିର୍ଣ୍ଣ । ନା ପୁରୁଷ ପଦବାଚ୍ୟ ନା ସ୍ତ୍ରୀ । ତେଣୁ ଏହି କିନ୍ନର ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ କରିବା ଏକ ବିତର୍କର... Read more
ପବିତ୍ର ଗଙ୍ଗା ନଦୀ କୁ ସ୍ୱଚ୍ଛ ରଖିବାକୁ, ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (ଏନଜିଟି)ର କଡା ପଦକ୍ଷେପ
ପବିତ୍ର ଗଙ୍ଗା ନଦୀ କୁ ସ୍ୱଚ୍ଛ ରଖିବାକୁ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (ଏନଜିଟି) ଗୁରୁବାର ଏକ କଡା ପଦକ୍ଷେପ ନେଇଛନ୍ତି । ଗଙ୍ଗା ନଦୀ କୂଳରୁ ୫୦୦ ମିଟର ପରିସୀମା ଭିତରେ ଆବର୍ଜନା ପକାଉଥିବା ବ୍ୟକ୍ତି କିମ୍ବା କଳ କାରଖାନା ମାଲିକଙ୍କ ଉପରେ ୫୦,୦୦୦ ଟଙ୍କା ଜୋରିମାନା ଲାଗୁ କରାଯିବ ବୋଲି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ନିଷ୍ପତି ନେଇଛନ୍ତି । ନଦୀକୂଳରୁ ୧୦୦ ମିଟର ପର୍ଯ୍ୟନ୍ତ ଅଞ୍ଚଳରେ କୌଣସି ଉନ୍ନତିମୂଳକ କାର୍ଯ୍ୟ... Read more
ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ଇଣ୍ଟରନେଟ ଓ ମୋବାଇଲ ବ୍ୟାଙ୍କିଂ ପଦକ୍ଷେପ
ଦେଶର ସବୁଠାରୁ ବଡ଼ ବ୍ୟାଙ୍କ୍ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ଇଣ୍ଟରନେଟ ଓ ମୋବାଇଲ ବ୍ୟାଙ୍କିଂକୁ ପ୍ରୋତ୍ସାହିତ କରିବା ପାଇଁ ଗତ ଗୁରୁବାର ଦିନ ଆଉ ପଦକ୍ଷେପ ନେଇଛନ୍ତି । ଇଣ୍ଟରନେଟ୍ ବ୍ୟାକିଂ ବ୍ୟବହାର କରୁଥିବା ଗ୍ରାହକମାନଙ୍କ ପାଇଁ  ନ୍ୟାସନାଲ ଇଲେକ୍ଟ୍ରୋନିକ୍ ଫଣ୍ଡ ଟ୍ରାନ୍ସଫର (ଏନଇଏଫଟି) ଓ ରିୟଲ ଟାଇମ ଗ୍ରସ୍ ସେଟେଲମେଣ୍ଟ(ଆରଟିଜିଏସ୍)ରେ କଟୁଥିବା ଚାର୍ଜରେ ୭୫ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଦିଆଯାଇଛି । ଏହି ରିହାତି ଆସନ୍ତା ୧୫... Read more
The Prices Of Vegetables Have Been Increasing In Odisha
The price of  vegetables have been increasing in Odisha and it have gone through the roof in the last few days. Peoples are overburdened by the soaring prices. While the cost of Brinjal have risen to Rs 50 per kg, the price of Tomato have gone up to Rs 80 per kg and the... Read more
Shree Jagannath Temple Administration Suspended 9 Temple Servitors
Shree Jagannath Temple Administration (SJTA) on Tuesday suspended 9 temple servitors because of tough and unruly behavior  during ‘Niladri Bije‘ rituals of the deities. This was informed by SJTA chief administrator Suresh Chandra Mahapatra to media on the day. The suspended servitors are Ipsita Pratihari, Rabi Das, Rabi Khuntia, Bhagirathi Khuntia,... Read more
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି – ଆସନ୍ତା ଅଗଷ୍ଟ ୧୫ ସୁଦ୍ଧା ସବୁ ବ୍ୟବସାୟୀ ଜିଏସଟି ପଞ୍ଜୀକରଣ କରିବା ଜରୁରୀ
ଆସନ୍ତା ଅଗଷ୍ଟ ୧୫ ତାରିଖ ସୁଦ୍ଧା ସବୁ ବ୍ୟବସାୟୀ ଜିଏସଟି ପଞ୍ଜୀକରଣ କରିବା ଜରୁରୀ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟ ଶାସନ ସଚିବମାନଙ୍କୁ ପରାମର୍ଶ ଦେଇଛନ୍ତି । ଡିଜିଟାଲ ଭିତ୍ତିକ ଭିଡିଓ କନଫରେନ୍ସିଂ କାର୍ଯ୍ୟକ୍ରମ ପ୍ରଗତି ଜରିଆରେ ପ୍ରଧାନମନ୍ତ୍ରୀ ରାଜ୍ୟର ମୁଖ୍ୟ ଶାସନ ସଚିବମାନଙ୍କ ସହିତ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ମହାରାଷ୍ଟ୍ର ,କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ, ଓଡ଼ିଶା, ତ୍ତରପ୍ରଦେଶ, ଉତ୍ତରାଖଣ୍ଡ,ହିମାଚଳ ପ୍ରଦେଶ ଓ ଅରୁଣାଚଳ ପ୍ରଦେଶ ଏହି... Read more
ଓଡିଶା ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଶ୍ରୀ ମନ୍ଦିରର ମରାମତି ପାଇଁ ପରାମର୍ଶ କଲେ
ଓଡିଶା ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ,  ପୁରୀ ଶ୍ରୀ ମନ୍ଦିରର ମରାମତି ପାଇଁ ପରାମର୍ଶ କଲେ । ଜଗମୋହନ ମରାମତି କାମ ଅତି ଶୀଘ୍ର ଆରମ୍ଭ କରିବାକୁ ପ୍ରଶାସନ କୁ ନିର୍ଦେଶ । ଗତ ବୁଧବାର ରେ ସିଏମ ନବୀନ ପଟ୍ଟନାୟକ ଆକସ୍ମିକ ପୁରୀ ଜଗନ୍ନାଥ ମନ୍ଦିର ଦର୍ଶନ ଓ ଏହି ମରାମତି ପ୍ରସଙ୍ଗ ଆଲୋଚନା କରିଥିଲେ । ଅତିଶୀଘ୍ର କିପରି ସବୁ ସମପର୍ଣ୍ଣ ହବ ସେଥିଲାଗି ସେ... Read more