୫୭ତମ ଜାତୀୟ ବରିଷ୍ଠ ଅନ୍ତଃରାଜ୍ୟ ଦୌଡ଼କୁଦ ପ୍ରତିଯୋଗିତାରେ ଓଡ଼ିଶାକୁ ୫ ପଦକ (୩ଟି ସ୍ୱର୍ଣ୍ଣ ଓ ୨ଟି ରୌପ୍ୟ)
ଆନ୍ଧ୍ର ପ୍ରଦେଶର ଗୁଣ୍ଟୁରସ୍ଥିତ ଆଚାର୍ଯ୍ୟ ନାଗାର୍ଜୁନ ବିଶ୍ୱବିଦ୍ୟାଳୟ ପଡ଼ିଆରେ ଚାଲିଥିବା ୫୭ତମ ଜାତୀୟ ବରିଷ୍ଠ ଅନ୍ତଃରାଜ୍ୟ ଦୌଡ଼କୁଦ ପ୍ରତିଯୋଗିତାରେ ଓଡ଼ିଆ ଆଥଲେଟ ପୂର୍ଣ୍ଣିମା ହେମ୍ବ୍ରମ୍ ରାଜ୍ୟ ପାଇଁ ସ୍ୱର୍ଣ୍ଣ ଜିଣିଥିବାବେଳେ ଓ ଜଉନା ମୁର୍ମୁ ରୌପ୍ୟ ହାସଲ କରିଛନ୍ତି। ୧୦୦ ମିଟର ମହିଳା ହର୍ଡଲ୍ସ ପ୍ରତିଯୋଗିତାରେ ପୂର୍ଣ୍ଣିମା ୧୩.୭୮ ସେକେଣ୍ଡରେ ପହଞ୍ଚି ପ୍ରଥମ ସ୍ଥାନ ଅଧିକାର କରିଥିଲେ । ସେହିପରି ୪୦୦ ମିଟର ହର୍ଡଲ୍ସ ରେସରେ କେରଳର ଅନିଲଦା... Read more
The Flood Situation In Kalahandi & Rayagada District Is Improving, CM Said
The flood situation in Kalahandi & Rayagada district improved slightly. Notably, torrential rains in the upper catchment areas of Nagavali and the Kalyani rivers in Rayagada and Kalahandi districts marooned several villages on Sunday. The alarming rise in the water levels there has caused extensive damage to bridges and... Read more
Manoj Kujur From Odisha Won Gold Medal In Dance World Cup 2017
Manoj Kujur, a young and talented boy from Odisha made the state proud by gaining gold medal in Dance World Cup 2017 held in Canada. With his determination and hardwork he has proved that anyone can become successful and become inspirations for others. Manoj is not a trained dancer but, he used to learn... Read more
ଉପରାଷ୍ଟ୍ରପତି ପଦ ପାଇଁ ୟୁପିଏ ପ୍ରାର୍ଥୀ ଗୋପାଳ କୃଷ୍ଣ ଗାନ୍ଧୀ ଙ୍କ ପ୍ରାର୍ଥୀ ପତ୍ର ଦାଖଲ
ଆଗାମୀ ଉପରାଷ୍ଟ୍ରପତି ନିର୍ବାଚନରେ  ବିଜୁ ଜନତା ଦଳ  ୟୁପିଏ ପ୍ରାର୍ଥୀ ଗୋପାଳ କୃଷ୍ଣ ଗାନ୍ଧୀ ଙ୍କୁ ସମର୍ଥନ କରିବ। ଆଜି ସଚିବାଳୟ ଠାରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଘୋଷଣା କରିଛନ୍ତି। ବହୁ ବରିଷ୍ଠ ନେତାମାନଙ୍କ ସହ ଆଲୋଚନା କରି ବିଜେଡି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିବାର ପ୍ରକାଶ ପାଉଛି । ଗୋପାଳକୃଷ୍ଣ ମହାତ୍ମା ଗାନ୍ଧିଙ୍କ ନାତି ସହ ଜଣେ ଦକ୍ଷ ପ୍ରଶାସକ ଓ... Read more
ଉପରାଷ୍ଟ୍ରପତି ପଦ ପାଇଁ ଭେଙ୍କେୟା ନାଇଡୁ ଙ୍କ ପ୍ରାର୍ଥୀ ପତ୍ର ଦାଖଲ
ଏନଡିଏ ତରଫରୁ ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ଭାବରେ ଚୟନ କରାଯିବା ପରେ ଭେଙ୍କେୟା ନାଇଡୁ ଆଜି ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ଉପରାଷ୍ଟ୍ରପଦ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିବାର ଆଜି ହେଉଛି ଶେଷ ଦିନ । ସୋମବାର ସନ୍ଧ୍ୟାରେ ବିଜେପି ସଂସଦୀୟ ବୋର୍ଡ ବୈଠକରେ ଭେଙ୍କେୟାଙ୍କୁ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରାଯାଇଥିଲା । । ଭେଙ୍କେୟା ନାଇଡୁଙ୍କ ତରଫରୁ ପ୍ରାର୍ଥୀ ପତ୍ର ୨ଟି ସେଟ ପୂରଣ... Read more
ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ଶେଷ ହୋଇଛି, ୨୦ ତାରିଖ ଦିନ ଫଳାଫଳ ଘୋଷଣା
ଦେଶର ଚତୁର୍ଦ୍ଦଶ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ  ଗତ ସୋମବାରଦିନ  ଶେଷ ହୋଇଛି। ଏଥିରେ ମୀରା କୁମାର ଓ ରାମନାଥ କୋବିନ୍ଦଙ୍କ ଉପରେ ରାଜ୍ୟ ମୁଖ୍ୟମାନଙ୍କ ମତଦାନ ପଡ଼ିଥିଲା । ସଂସଦ ଭବନ ଓ ସମସ୍ତ ରାଜ୍ୟ ବିଧାନସଭାକୁ ମିଶାଇ ମୋଟ ୩୨ଟି ମତଦାନ କେନ୍ଦ୍ରରେ ସୋମବାର ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟ୍‌ ଗ୍ରହଣ ହୋଇଥିଲା। ଆସନ୍ତା  ୨୦ ତାରିଖ ଦିନ ଭୋଟଗଣତି କରାଯିବ ଓ... Read more
ରୁଚି ଫ୍ରୋଜିଟ୍‌ ର ଚତୁର୍ଥ ଆଉଟ୍‌ଲେଟ୍‌ ମଧୁପାଟଣା ଶିଳ୍ପାଞ୍ଚଳଠାରେ ଉଦ୍‌ଘାଟିତ ହୋଇଛି
ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପକ୍ଷେତ୍ରରେ ବିଶେଷ ପରିଚୟ ସୃଷ୍ଟି କରିଥିବା ରୁଚି ଫ୍ରୋଜିଟ୍‌ ର ଚତୁର୍ଥ ଆଉଟ୍‌ଲେଟ୍‌ ମଧୁପାଟଣା ଶିଳ୍ପାଞ୍ଚଳଠାରେ ଉଦ୍‌ଘାଟିତ ହୋଇଛି। ଅଭିନେତ୍ରୀ ଅର୍ଚ୍ଚିତା ଏହି ଅଭିନବ କେଫ୍‌କର୍ଣ୍ଣରକୁ ଉଦ୍‌ଘାଟନ କରିବା ସହିତ ଏହାର ଉଚ୍ଚକୋଟୀର ଖାଦ୍ୟମେନୁ ଓ ପରିବେଷଣର ପ୍ରଶଂସା କରିଥିଲେ। ସଂପୂର୍ଣ୍ଣ ଘରୋଇ ପରିବେଶ ଭିତରେ ରୁଚି ଫ୍ରୋଜିଟ୍‌ ବ୍ରାଣ୍ଡର ବିଭିନ୍ନ ଓଡ଼ିଆ ଏବଂ ବିଦେଶୀ ଖାଦ୍ୟ, ସ୍ୱାସ୍ଥ୍ୟପ୍ରଦ ପାନୀୟ ସୁଲଭ ମୂଲ୍ୟରେ ଏଠାରେ ପରିବେଷଣ... Read more