ହିମାଚଳ ପ୍ରଦେଶରେ ଆଗାମୀ ୯ ତାରିଖ ଦିନ ହେବାକୁ ଥିବା ନିର୍ବାଚନ ପାଇଁ ଆଜି ଶେଷ ପ୍ରଚାର
ହିମାଚଳ ପ୍ରଦେଶରେ ଆଗାମୀ ୯ ତାରିଖ ଦିନ ହେବାକୁ ଥିବା ନିର୍ବାଚନ ପାଇଁ ଆଜି ଶେଷ ପ୍ରଚାର । ତେଣୁ ହିମାଚଳପ୍ରଦେଶ ବିଧାନସଭା ପାଇଁ ଆଜି ସଂଧ୍ୟା ସୁଦ୍ଧା ପ୍ରଚାର ଶେଷ ହେବ । ସନ୍ଧ୍ୟା ୫ଟା ପରେ କୌଣସି ପ୍ରାର୍ଥୀ ସଭା କିମ୍ବା ଅନ୍ୟ କୌଣସି ମାଧ୍ୟମରେ ପ୍ରଚାର କରିପାରିବେ ନାହିଁ । ପ୍ରଚାର ଅବଧି ଶେଷ ପରେ ବାହାରୁ ଆସିଥିବା ସମସ୍ତ ପ୍ରତିନିଧି, ଯେଉଁମାନଙ୍କୁ ପ୍ରଶାସନ ସୁରକ୍ଷା... Read more
ପ୍ରତିବର୍ଷ ନଭେମ୍ବର ୮ରେ ବିଜେପି କଳାଧନ ବିରୋଧୀ ଦିବସ ପାଳନ କରିବ – ଧର୍ମେନ୍ଦ୍ର ପ୍ରଧାନ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା କରାଯାଇଥିବା ବିମୁଦ୍ରିକରଣକୁ ବର୍ଷେ ପୁରିଯାଇଛି । ଏହି ବିମୁଦ୍ରାକରଣ ବର୍ଷପୂର୍ତ୍ତି ନେଇ କେନ୍ଦ୍ର ତୈଳମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ପ୍ରେସମିଟ୍  କରିଛନ୍ତି। ପ୍ରତିବର୍ଷ ନଭେମ୍ବର ୮ରେ ବିଜେପି କଳାଧନ ବିରୋଧୀ ଦିବସ ପାଳନ କରିବ ଓ ଜାତୀୟସ୍ତରରେ ମଧ୍ୟ ଏହିଦିନ କଳାଧନ ବିରୋଧୀ ଦିବସ ପାଳନ କରାଯିବ ବୋଲି ସେ କହିଛନ୍ତି । ଠିକ୍ ବର୍ଷେ ପୂର୍ବରୁ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର... Read more
ବିଜେଡିରେ ମିଶିବେ ବିଜେପି ଓ କଂଗ୍ରେସ ନେତା – ପ୍ରଦୀପ ମହାରଥୀ
୨୦୧୯ ଧର୍ମଯୁଦ୍ଧ ଆରମ୍ଭ ବେଳକୁ ବିଜେପିର ବଳୀୟାନ ନେତାମାନେ ବିଜେଡିକୁ ଲମ୍ଫ ମାରିବେ । କେବଳ ବିଜେଡି ନୁହେଁ, କଂଗ୍ରେସର ହେଭିୱେଟ ମଧ୍ୟ ଆସିବେ । ଏପରିକି ଦୁଇ ଦଳର କିଛି ବିଧାୟକ ଓ କ୍ଷମତାରେ ଥିବା ନେତା ମଧ୍ୟ ବିଜେଡି କ୍ୟାମ୍ପରେ ସାମିଲ ହେଇପାରନ୍ତି । ରବିବାର ଏମିତି ମନ୍ତବ୍ୟ ଛାଡିଛନ୍ତି ମନ୍ତ୍ରୀ ପ୍ରଦୀପ ମହାରଥୀ । ପୂର୍ବରୁ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର... Read more
କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ କେବଳ ରାଜନୀତିରେ ନୁହେଁ, ମାର୍ସାଲ ଆର୍ଟ ରେ ମଧ୍ୟ ରୁଚି ରଖନ୍ତି
ବହୁତ ଜଣକୁ ଜଣା ନଥିଲେ ବି ଏହା ସତ କି କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ କେବଳ ରାଜନୀତିରେ ରୁଚି ରଖନ୍ତି ନାହିଁ, ପ୍ରତିଦିନ ଶାରୀରିକ ବ୍ୟାୟାମ ସହ ଜିମ ଯାଆନ୍ତି । ସେ ମଧ୍ୟ ଜାପାନୀ ମାର୍ସାଲ ଆର୍ଟ ‘ଆଇକିଡୋ’ର ବ୍ଲାକ ବେଲଟ ଅଧିକାରୀ । ନିକଟରେ ଏ କଥା ନିଜେ ପ୍ରକାଶ କରିଛନ୍ତି ରାହୁଲ । ମାର୍ଶଲ ଆର୍ଟ ଅଭ୍ୟାସ କରୁଥିବା ସମୟର କିଛି ଫଟୋକୁ... Read more
ଦଶ ବର୍ଷର ବ୍ୟବଧାନ ପରେ ପୁଣି ମଞ୍ଚକୁ ଓଲ୍ହାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ପାଖାପାଖି ଦଶ ବର୍ଷର ବ୍ୟବଧାନ ପରେ ପୁଣି ମଞ୍ଚକୁ ଓଲ୍ହାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆସନ୍ତା ୨୦୧୯ ସାଧାରଣ ନିର୍ବାଚନରେ କେନ୍ଦ୍ରମନ୍ତ୍ରୀ ଓଡ଼ିଶାରୁ ନିର୍ବାଚନ ଲଢ଼ିବେ । ତେବେ ସେ ବିଧାୟକ କି ସାଂସଦ ପ୍ରାର୍ଥୀ ଭାବେ ଲଢ଼ିବେ, ଦଳ ସେ ସମ୍ବନ୍ଧରେ ଚୂଡ଼ାନ୍ତ ନିଷ୍ପତ୍ତି ନେବ ବୋଲି କହିଛନ୍ତି। ଶେଷଥର ପାଇଁ ୨୦୦୯ରେ ସାଧାରଣ ନିର୍ବାଚନ ଲଢ଼ିଥିଲେ ଧର୍ମେନ୍ଦ୍ର । ସେହି ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କଠାରୁ... Read more
ଅଙ୍ଗନୱାଡି  କର୍ମୀଙ୍କ ଉଦେଶ୍ୟରେ କହିଥିବା କଥା ପାଇଁ ମନ୍ତ୍ରୀ ଦାମୋଦର ରାଉତ ଦୁଖଃ ପ୍ରକାଶ କଲେ
ଅଙ୍ଗନୱାଡି  କର୍ମୀଙ୍କ ଉଦେଶ୍ୟରେ କହିଥିବା ‘ସ୍ୱାମୀ ଛାଡି’ ଶବ୍ଦ ପାଇଁ ବହୁତ ହଟହଟା ହେଲେ ବିଜେଡିର ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତ । ଏଥିପାଇଁ ଦୁଃଖପ୍ରକାଶ କରିଛନ୍ତି ମନ୍ତ୍ରୀ ଦାମ । ସେ କହିଛନ୍ତି ଯେ ତାଙ୍କ କହିବାରେ ଅର୍ଥକୁ ଅନର୍ଥ କରାଯାଇଛି । ତାଙ୍କ କଥାରୁ ଭୁଲ ବୁଝାମଣା ସୃଷ୍ଟି କରାଯାଇଛି । କାରଣ ତାଙ୍କ କହିବାରେ ଏମିତି କିଛି ଖରାପ ଉଦେଶ୍ୟ ନଥିଲା । ଯଦି... Read more
ଏବେ କଡା ସୁରକ୍ଷା ଭିତରେ ବିଜେଡିର ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତ, ବାସଭବନକୁ ଘେରାଉ କଲେ ମହିଳା
ବିଜେଡିର ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତ ମହିଳାଙ୍କ ପ୍ରତି ତାଚ୍ଛଲ୍ୟପୂର୍ଣ୍ଣ ମନ୍ତବ୍ୟ ଦବା ଘଟଣାକୁ ନେଇ ଗୁରୁତ୍ତର ପରିସ୍ଥିତି ସୃଷ୍ଟି ହେଇଛି । ଏହାକୁ ନେଇ ଅଙ୍ଗନବାଡି କର୍ମୀ ଓ ବିଜେପି ମହିଳା ମୋର୍ଚ୍ଚା ଅନେକ ଜିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦାମଙ୍କ କୁଶ ପୁତ୍ତଳିକା ପୋଡିଛନ୍ତି । ଗତକାଲି ଅପରାହ୍ନରେ ଦାମଙ୍କ ସରକାରୀ ବାସଭବନ ଆଡକୁ ଶହ ଶହ ମହିଳା ମାଡି ଆସିବା ଯୋଗୁଁ ପରିସ୍ଥିତି... Read more