ଆରମ୍ଭ ହେଲା ବିଧାନସଭାର ମୌସୁମୀ ଅଧିବେଶନ, ଆସନ୍ତା ୧୬ ତାରିଖରେ ପର୍ଯ୍ୟନ୍ତ ଚାଲିବ
ଆଜିଠାରୁ ଆରମ୍ଭ ହେବ ବିଧାନସଭା ମୌସୁମୀ ଅଧିବେଶନ । ଏହି ଅଧିବେଶନ ଆସନ୍ତା ୧୬ ତାରିଖରେ ପର୍ଯ୍ୟନ୍ତ ଚାଲିବ । ଆଜି ପୂର୍ବାହ୍ନ ୧୧ଟାରୁ ଅଧିବେଶନ ଆରମ୍ଭ ହେବ ।   ଚଳିତ ଅଧିବେଶନରେ ମାତ୍ର ୮ଟି କାର୍ଯ୍ୟଦିବସ ରହିଛି । ଏହି ଅଷ୍ଟମ ଦିବସୀୟ ଅଧିବେଶନରେ ୬ଟି ସରକାରୀ କାର୍ଯ୍ୟଦିବସ ଥିବାବେଳେ ୨ଟି ବେସରକାରୀ କାର୍ଯ୍ୟଦିବସ ରହିଛି । ଏହି ଅଧିବେଶନରେ ୯ଟି ବିଲ୍‌ ପାରିତ ହେବାର... Read more
ଆଜିଠୁ ୩ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା
ଆଜିଠୁ ୩ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ।  ଦିନ ଗୋଟାଏରେ ସେ ଭୁବନେଶ୍ୱରରେ ପହଞ୍ଚିବେ ବୋଲି ସୂଚନା ମିଳିଛି । ପହଞ୍ଚିବା ପରେ ସ୍ୱାଗତ କରିବାକୁ ବିଜେପି ଶିବିରରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଗସ୍ତ ଅବସରରେ ରାଜ୍ୟ କର୍ଯ୍ୟାଳୟରେ ୫ଟି ପର୍ଯ୍ୟାୟରେ ଦଳୀୟ ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ଭେଟିବା ସହିତ ସନ୍ଧ୍ୟାରେ ଏକ ଘରୋଇ ହୋଟଲରେ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗ ଦେବେ। ୭... Read more
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ ରାଷ୍ଟ୍ରପତି ଜି- ଜିନ୍ ପିଙ୍ଗଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ ରାଷ୍ଟ୍ରପତି ଜି- ଜିନ୍ ପିଙ୍ଗ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବାର ସୂଚନା ମିଳିଛି ।  ଆଜି ମୋଦି ଓ ଜିନପିଙ୍ଗଙ୍କ ମଧ୍ୟରେ ମଧ୍ୟାହ୍ନ ୧୨ଟା ୩୦ରେ ହେବ ଦ୍ୱିପାକ୍ଷିକ ଆଲୋଚନା । ସିକିମ ସେକ୍ଟରରେ ଡୋକଲାମ ପ୍ରସଙ୍ଗକୁ ନେଇ ୭୩ ଧରି ଅସ୍ଥିରତା ଲାଗିରହିବା ଏବଂ ସମାଧାନ ହେବା ପରେ ଏହି ଆଲୋଚନା ହେଉଛି। ଡୋକଲାମରୁ ସେନା ପ୍ରତ୍ୟାହାର ହେବା ପରେ ଭାରତର... Read more
କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ ପ୍ରକ୍ରିୟା ଶେଷ ହେଇଛି, ଯାଣନ୍ତୁ କିଏ ନେଲେ କେଉଁ ଦାଇତ୍ଵ
କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ ପ୍ରକ୍ରିୟା ଶେଷ, ଯାଣନ୍ତୁ କିଏ ନେଲେ କେଉଁ ଦାଇତ୍ଵ । ପ୍ରାୟ ସମସ୍ତ ନୂଆ ରାଷ୍ଟ୍ରମନ୍ତ୍ରୀଙ୍କୁ ଅଭିଜ୍ଞ କ୍ୟାବିନେଟ ମନ୍ତ୍ରୀଙ୍କ ଅଧୀନରେ କାର୍ଯ୍ୟ କରିବାକୁ ସୁଯୋଗ ମିଳିବ । ନଜର ପକାନ୍ତୁ କାହାକୁ ମିଳିଲା କେଉଁ ବିଭାଗ । କ୍ୟାବିନେଟ୍ ମନ୍ତ୍ରୀ ୧. ଧର୍ମେନ୍ଦ୍ର ପ୍ରଧାନ- ଦକ୍ଷତା ବିକାଶ ଓ ପେଟ୍ରୋଲିୟମ ବିଭାଗ ୨. ପିୟୁଷ ଗୋୟଲ- ରେଳ ବିଭାଗ ୩. ନିର୍ମଳା ସୀତାରମଣ-... Read more
କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ ସମ୍ଭାବନା, କିଏ ରହିବେ କିଏ ଯିବେ ଏ ନେଇ ବୈଠକ
ଆଗକୁ କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ ସମ୍ଭାବନା ଚର୍ଚ୍ଚା ହେଉଥିବା ବେଳେ ଗତକାଲି ସନ୍ଧ୍ୟାରେ ବିଜେପି ସଭାପତି ଅମିତ ଶାହଙ୍କ ଘରେ ଏହାକୁ ନେଇ ଆଲୋଚନା ଚାଲିଥିଲା । ବୈଠକରେ ୮ ଜଣ କେନ୍ଦ୍ରମନ୍ତ୍ରୀ ଓ ଓ କିଛି ନେତା ଯୋଗଦେଇଥିଲେ। ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ, କେନ୍ଦ୍ର ବାଣିଜ୍ୟ ରାଷ୍ଟ୍ରମନ୍ତ୍ରୀ ନିର୍ମଳା ସୀତାରମଣ, ନରେନ୍ଦ୍ର ସିଂ ତୋମାର, ଜିତେନ୍ଦ୍ର ସିଂହ, ବିପି ଚୌଧୁରୀ ଏବଂ ଅନ୍ୟ କେନ୍ଦ୍ରମନ୍ତ୍ରୀ ଏହି ବୈଠକରେ... Read more
Senior IAS officer Rajiv Gauba Took Charge As The New Union Home Secretary
Senior IAS officer Rajiv Gauba took charge as the new Union Home Secretary on Thursday( August 31) for a fixed two-year tenure. Mr. Gauba, who replaced Rajiv Mehrishi, is a 1982-batch IAS officer of the Jharkhand cadre. Mr. Gauba has joined the Home Ministry as an Officer on Special Duty (OSD)... Read more
ସୁପ୍ରିମକୋର୍ଟର  ୪୫ତମ ମୁଖ୍ୟ ବିଚାରପତି ଭାବେ ଆଜି ଶପଥ ନେଇଛନ୍ତି ଜଷ୍ଟିସ୍‌ ଦୀପକ ମିଶ୍ର
ସୁପ୍ରିମକୋର୍ଟର  ୪୫ତମ ମୁଖ୍ୟ ବିଚାରପତି ଭାବେ ଆଜି ଶପଥ ନେଇଛନ୍ତି ଜଷ୍ଟିସ୍‌ ଦୀପକ ମିଶ୍ର । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜଷ୍ଟିସ ମିଶ୍ରଙ୍କୁ ଶପଥ ପାଠ କରାଇଛନ୍ତି । ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଜଷ୍ଟିସ ଦୀପକ ମିଶ୍ର ଅକ୍ଟୋବର ୨, ୨୦୧୮ ଯାଏଁ ଏହି ପଦରେ ରହିବେ । ତୃତୀୟ ଓଡ଼ିଆ ଭାବେ ଜଷ୍ଟିସ୍ ମିଶ୍ର ଏହି ସମ୍ମାନଜନକ ପଦ ଅଳଙ୍କୃତ କରିଛନ୍ତି । ଦିଲ୍ଲୀ ହାଇକୋର୍ଟର... Read more