ଆଜି ପବିତ୍ର ଗୁରୁ ଦିବସ, ଭାରତର ଦ୍ୱିତୀୟ ରାଷ୍ଟ୍ରପତି ଡ.ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ଜନ୍ମଦିବସ
ଆଜି ପବିତ୍ର ଗୁରୁ ଦିବସ । ଭାରତର ପ୍ରଥମ ଉପ-ରାଷ୍ଟ୍ରପତି ତଥା ଦ୍ୱିତୀୟ ରାଷ୍ଟ୍ରପତି ଡ.ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ଜନ୍ମ ଦିବସ । ଶିକ୍ଷା ପ୍ରତି ତାଙ୍କର ଥିଲା ବେଶ ଅବଦାନ । ଡକ୍ଟର ରାଧାକୃଷ୍ଣଙ୍କର ଏହି ଶିକ୍ଷା ପ୍ରତି ଅବଦାନକୁ ମନେ ରଖିବା ପାଇଁ ତାଙ୍କ ଜନ୍ମଦିନକୁ ଗୁରୁ ଦିବସ ଭାବେ ପାଳନ କରାଯାଉଛି । ରାଧାକୃଷ୍ଣ ଥିଲେ ଏକଧାରରେ ଶିକ୍ଷକ, ଶିକ୍ଷାବିତ୍‌, ଦାର୍ଶନିକ ଓ କୂଟନୀତିଜ୍ଞ । ୧୮୮୮... Read more