ଦର୍ଶକଙ୍କୁ ନିରାଶା କରିବେ ଭୂମିକା ଦାଶ, ସିନେମା ଜଗତରୁ ନେବେ ବିଦାୟ
ରୁମକୁଝୁମାନା ଚଳଚ୍ଚିତ୍ରରେ ଶିଶୁ କଳାକାର ଭାବରେ ସୁନ୍ଦର ଅଭିନୟ କରି ତାଙ୍କର ଅଭିନୟ ଜୀବନର ଆରମ୍ଭ କରିଥିଲେ ଓଲିଉଡର  ସୁନ୍ଦରୀ ନାୟିକା ଭୂମିକା ଦାଶ । ପରେ ପରେ ନାୟିକା ଭାବରେ ବେଶ ପରିଚିତ ହେଲେ ସେ । ଚଳିତ ବର୍ଷ ତାପସ ସରଘରିଆଙ୍କ ନିର୍ଦେଶନାରେ ଲଗାତାର ଦୁଇଟି ସୁପେରହିଟ ସିନେମା ଦେଇ ସେ ବନିଗଲେ ଆଗଧାଡିର ନାୟିକା । ୨୦୧୭ରେ “ତୁ ମୋ ଲଭଷ୍ଟୋରି” ରେ ମୁଖ୍ୟ... Read more