LIFESTYLE

ଆଗକୁ ଆସୁଛି “ହୋଲି” ! ଏହି ହୋଲି ରଙ୍ଗରୁ ନିଜକୁ ରକ୍ଷା କରିବା ପାଇଁ ଚାହୁଁଛନ୍ତି କି ? ତେବେ ଆପଣାନ୍ତୁ କିଛି ଟିପ୍ସ

ଆଉ କିଛିଦିନ ପରେ ଆସୁଛି ହୋଲିପର୍ବ ।ଏହି ପର୍ବରେ ହୋଲିରେ ରଙ୍ଗ ଖେଳିବା ପାଇଁ ସମସ୍ତେ ବହୁତ ଭଲ ପାଆନ୍ତି । ଆଉ ହୋଲିରେ ଯଦି ରଙ୍ଗ ଓ ପିଚକାରୀର ନଥାଏ ତେବେ ହୋଲିର ଅସଲ ମଜା ଆସିନଥାଏ। କିନ୍ତୁ ହୋଲିରେ ବ୍ୟବହୃତହେଉଥିବା ସିନ୍ଥେଟିକ ରଙ୍ଗ ତ୍ୱଚାରେ ରାସେସ, ରୁକ୍ଷତା ଓ ଜ୍ୱଳନ ସୃଷ୍ଟି କରିଥିାଏ। ଆଉ ମଧ୍ୟ ମୁହ୍ନରେ ବହୁତ ବ୍ରଣ ଆସିଯାଏ।

ଯଦି ଏପରି ରଙ୍ଗରୁ ନିଜକୁ ରକ୍ଷା କରିବା ପାଇଁ ଚାହୁଛନ୍ତି ତେବେ ଜାଣନ୍ତୁ କିଛି ଟିପ୍ସ।

କେଶରୁ ରଙ୍ଗ ଛଡାଇବା ପାଇଁ ପ୍ରଥମେ କେଶକୁ ଭଲ ପାଣିରେ ଧୁଅନ୍ତୁ। କେଶରେ ରଙ୍ଗ ଲାଗିବାଦ୍ୱାରା କେଶ ରୁକ୍ଷ ହୋଇଯାଏ । କେଶକୁ ଡ୍ୟାମେଜରୁ ବଞ୍ଚାଇବା ପାଇଁ ଆପଣ କେଶରେ ହେୟାର ପ୍ୟାକ ଲଗାଇ ପାରନ୍ତି । ମେଥି ଦାନା ଓ ୪ ବଡ ଚାମଚ ଦହିକୁ ଏକାଠି ଗ୍ରାଇଣ୍ଡ କରି କେଶରେ ଲଗାନ୍ତୁ।

ଚେହେରାରୁ ରଙ୍ଗ ହଟାଇବା ପାଇଁ ସାବୁନ ପ୍ରୟୋଗ କରନ୍ତୁ ନାହିଁ । ପ୍ରଥମେ ଭଲରେ କ୍ଲିନଜର ଓ ମଏଶ୍ଚରାଇଜର କ୍ରୀମରେ ଲଗାଇ ମୁହଁ ଧୁଅନ୍ତୁ । ମୁହଁରେ ଜ୍ୱଳନ ହେଉଥିଲେ ବେସନ ଓ କ୍ଷୀରର ମିକ୍ସଚର ତିଆରି କରି ମୁହଁରେ ଲଗାନ୍ତୁ । ଏପରି କରି ଆପଣ ରଙ୍ଗ ଛଡାଇପାରିବ।

ଆଗକୁ ଆସୁଛି “ହୋଲି” ! ଏହି ହୋଲି ରଙ୍ଗରୁ ନିଜକୁ ରକ୍ଷା କରିବା ପାଇଁ ଚାହୁଁଛନ୍ତି କି ? ତେବେ ଆପଣାନ୍ତୁ କିଛି ଟିପ୍ସ holi

ପଢନ୍ତୁ;

ଜାଣନ୍ତୁ ରୋଷେଇ କରିବା ପୂର୍ବରୁ କେଉଁ ଖାଦ୍ୟକୁ ଧୋଇବେ ନାହିଁ ?

Related posts

ଖାଲି ପେଟରେ ଖାଆନ୍ତୁ ନାହିଁ ଏହି ଖାଦ୍ୟ ? ନଚେତ ହୋଇପାରେ ଏହି ସମସ୍ୟା

Krishna Kumar Manoj

ନିଜ ସାଥୀଙ୍କ ସହ ସଂପର୍କରେ କେଉଁ କେଉଁ କଥା ଗୋପନ ରଖିବେ ଜାଣନ୍ତୁ

Krishna Kumar Manoj

ମସ୍ତିଷ୍କ ପାଇଁ ଖୁବ ଉପକାରୀ “ଆଚାର” ! ଆସନ୍ତୁ ଜାଣିବା ଏହା ଉପରେ ବିଶେଷଜ୍ଞଙ୍କ ମତ କଣ ରହିଛି ?

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More