Spread the loveଆଜିଠୁ ଆରମ୍ଭ ୧୭ ବର୍ଷରୁ କମ୍ ଫିଫା ବିଶ୍ୱକପ । ନୂଆଦିଲ୍ଳୀର ଜବାହାରଲାଲ ନେହେରୁ ଷ୍ଟାଡିୟମରେ ବିଶ୍ୱକପର ଉଦଘାଟନ ହେବ । ରଙ୍ଗାରଙ୍ଗ କାର୍ଜ୍ୟକ୍ରମ ଓ ଭାରତୀୟ ସଂସ୍କୃତିରେ ଏହାର... ଆଜିଠୁ ୧୭ ବର୍ଷରୁ କମ୍ ଫିଫା ବିଶ୍ୱକପ, ନୂଆଦିଲ୍ଳୀର ଜବାହାରଲାଲ ନେହେରୁ ଷ୍ଟାଡିୟମରେ ଉଦଘାଟନ ହେବ
Spread the love

ଆଜିଠୁ ଆରମ୍ଭ ୧୭ ବର୍ଷରୁ କମ୍ ଫିଫା ବିଶ୍ୱକପ । ନୂଆଦିଲ୍ଳୀର ଜବାହାରଲାଲ ନେହେରୁ ଷ୍ଟାଡିୟମରେ ବିଶ୍ୱକପର ଉଦଘାଟନ ହେବ । ରଙ୍ଗାରଙ୍ଗ କାର୍ଜ୍ୟକ୍ରମ ଓ ଭାରତୀୟ ସଂସ୍କୃତିରେ ଏହାର ଉଦଘାଟନ ଉଶ୍ଚବ ଶେଷ ହେବ ବୋଲି ସୂଚନା । ଅକ୍ଟୋବର ୬ ରୁ ୨୮ ପର୍ଯ୍ୟନ୍ତ ବିଶ୍ଵକପ ଚାଲିବ ।

ଭାରତର ଏହା ହେବ ପଦାର୍ପଣ ବିଶ୍ୱକପ୍ । ଆୟୋଜକ ଦୃଷ୍ଟିକୋଣରୁ ଭାରତ ଏହି ବିଶ୍ୱକପକୁ ସିଧାସଳଖ ଯୋଗ୍ୟତା ହାସଲ କରିଛି। ଚୀନ, ଜାପାନ, ସାଉଥ କୋରେୟା ଓ ୟୁଏଇ ପରେ ଭାରତ ବିଶ୍ଵକୁପ ଖେଳିବାରେ ପଞ୍ଚମ ଦେଶ ହେବ । ଏହା ୧୯୮୫ ରେ ଆରମ୍ଭ ହେଇଥିଲା ।

ଆଜି ଗ୍ରୁପ୍-ଏରେ ଆମେରିକା ସହ ଖେଳିବ ଭାରତ । । ଗ୍ରୁପ ଏରେ ଭାରତ ସହ ଆମେରିକା, କଲମ୍ବିଆ ଓ ଘାନା ରହିଛନ୍ତି ।

ଭାରତ ସମେତ ୨୪ଟି ଦେଶର ଫୁଟବଲ ଟିମ ଭାଗ ନେଇଛନ୍ତି । ୨୩ଦିନ ଚାଲିବ ଫିଫା ଅଣ୍ଡର ୧୭ଟି ୱାଲ୍ଡ କପ । ମୋଟ ୫୬ଟି ମ୍ୟାଚକୁ ୬ଟି ସହରରରେ ଖେଳାଯିବ । ଭାଗନେଇଥିବା ଦଳକୁ ମୋଟ ୬ଟି ଭାଗରେ ବିଭକ୍ତ କରାଯାଇଛି । ପ୍ରଥମ ଦିନରେ ୪ଟି ମୁକାବିଲା ହେବ । ଅକ୍ଟୋବର ୨୫ରେ ସେମିଫାଇନାଲ ଓ ୨୮ରେ ହେବ ଫାଇନାଲ ଫାଇଟ  ।

ଦେଖନ୍ତୁ ଏହି ଭିଡିଓ, ଓଡିଆ ଅଭିନେତ୍ରୀ ବର୍ଷା କେମିତି ପାଳିଲେ କୁମାରପୂର୍ଣ୍ଣିମା

Your email address will not be published. Required fields are marked *