Spread the loveଖାଦ୍ୟ ଆମ ଜୀବନର ଏକ ଅପରିହାର୍ଜ୍ୟ ଅଙ୍ଗ । ଖାଦ୍ୟ ବିନା ଜୀବନ ସମ୍ଭବ ନୁହେଁ । ତେବେ  କେବଳ ବଞ୍ଚିବା ପାଇଁ ନୁହେଁ , ଶକ୍ତି ପାଇବା ପାଇଁ... ଆପଣ ଜାଣନ୍ତି କି ? ଏହି ସବୁଜ ପରିବା ଟି ଖାଇବା ଦ୍ଵାରା ଆମ ଶରୀରର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଥାଏ
Spread the love

ଖାଦ୍ୟ ଆମ ଜୀବନର ଏକ ଅପରିହାର୍ଜ୍ୟ ଅଙ୍ଗ । ଖାଦ୍ୟ ବିନା ଜୀବନ ସମ୍ଭବ ନୁହେଁ । ତେବେ  କେବଳ ବଞ୍ଚିବା ପାଇଁ ନୁହେଁ , ଶକ୍ତି ପାଇବା ପାଇଁ ଓ ରୋଗଠାରୁ ରକ୍ଷା ପାଇବ ପାଇଁ ମଧ୍ୟ ଆମେ ଅନେକ ଖାଦ୍ୟ ଖାଇଥାଉ । କିଛି ଖାଦ୍ୟ ଆମ ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବଢାଇବାରେ ମଧ୍ୟ ସାହାଯ୍ୟ କରିଥାଏ । ସବୁଜ ପରିବା ସେଥିରୁ ଅନ୍ୟତମ।

ଦୈନନ୍ଦିନ ଜୀବନରେ ଆମେ ଅନେକ ପରିବା ଖାଇଥାଉ । ସେଥିମଧ୍ୟରୁ ବାଇଗଣ ଅନ୍ୟତନ । ଏଥିରେ ଭରପୂର ମାତ୍ରାରେ ଭିଟାମିନ୍ ଅଛି।  ୮୨ ଗ୍ରାମ୍‌ ବାଇଗଣରେ ୧୧ ପ୍ରତିଶତ ଫାଇବର, ୧୦ ପ୍ରତିଶତ ମାଙ୍ଗାନିଜ, ୫ ପ୍ରତିଶତ ପୋଟାସିୟମ୍‌, ୩.୫ ପ୍ରତିଶତ ଭିଟାମିନ୍ କେ, ୬୩.୫ ପ୍ରତିଶତ ଭିଟାମିନ୍ ବି ଓ  ୩ ପ୍ରତିଶତ ଭିଟାମିନ୍‌ ସି ରହିଛି। ଏସବୁ ଭିଟାମିନ୍ ଶରୀର ପାଇଁ ବେଶ୍ ଲାଭଦାୟକ।

ପ୍ରତ୍ୟେକ ମନୁଷ୍ୟ ନିଜ ସ୍ୱାସ୍ଥ୍ୟକୁ ନେଇ ଅଧିକ ଯତ୍ନଶୀଳ। ନିଜ ଶରୀରକୁ ସୁସ୍ଥ ରଖିବା ପାଇଁ  ସେମାନେ ଫଳ ଓ ସବୁଜ ପରିବା ଅଧିକ ମାତ୍ରାରେ ଖାଇଥାନ୍ତି। ଏଥିପାଇଁ ବାଇଗଣ ଖାଇବା ଅତି ଲାଭଦାୟକ ହୋଇଥାଏ । କାରଣ ଏଥିରେ ଭିଟାମିନ୍ ସିର ମାତ୍ରା ଅଧିକ ରହିଛି।  ବାଇଗଣ ଖାଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଥାଏ।

ସବୁଜ ପରିବାଟି ଖାଇବା ଦ୍ଵାରା ଆମ ଶରୀରର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଥାଏ

ପଢନ୍ତୁ, ସକାଳୁ ଉଠୁ ଉଠୁ ପାଣି ପିଇଲେ କଣ କଣ ସୁଫଳ ମିଳେ , ଆସନ୍ତୁ ଜାଣିବା

No comments so far.

Be first to leave comment below.

Your email address will not be published. Required fields are marked *