Spread the loveପିଜୁଳି ଏକ ଏମିତି ଫଳ ଯାହା ସ୍ଵାଦରେ ଭରା ଓ ସବୁସ୍ଥାନରେ ସହଜରେ ମଧ୍ୟ ମିଳିଯାଏ । କେତେକ ପିଜୁଳି ଗଛରେ ବର୍ଷସାରା ପିଜୁଳି ହୁଏ । ଡାକ୍ତରୀ ବିଜ୍ଞାନ... ଏମିତି ଏକ ସୁସ୍ଵାଦୁ ଫଳର ବୃକ୍ଷ , ଯେଉଁ ବୃକ୍ଷର ସଂପୂର୍ଣ୍ଣ ଅଂଶ ଔଷଧୀୟ ଗୁଣରେ ଭରପୁର
Spread the love

ପିଜୁଳି ଏକ ଏମିତି ଫଳ ଯାହା ସ୍ଵାଦରେ ଭରା ଓ ସବୁସ୍ଥାନରେ ସହଜରେ ମଧ୍ୟ ମିଳିଯାଏ । କେତେକ ପିଜୁଳି ଗଛରେ ବର୍ଷସାରା ପିଜୁଳି ହୁଏ । ଡାକ୍ତରୀ ବିଜ୍ଞାନ ଅନୁସାରେ ଗୋଟିଏ ପିଜୁଳିରେ ୭ତ ସେଓ ପରିମାଣର ଭିଟାମିନ ରହିଛି । ପିଜୁଳିରେ ଭିଟାମିନ୍-ଏ, ସି, ପୋଟାସିୟମ୍ ଓ ଫ।ଇବର ଭରପୁର ହୋଇ ରହିଥାଏ। ଏ ତ ଗଲା ଫଳର କଥା , ଏହା ବ୍ୟତୀତ ପିଜୁଳି ଗଛ ଗୋଟେ ଏମିତି ଏକ ସୁସ୍ଵାଦୁ ଫଳର ବୃକ୍ଷ ଯାହାର ମୂଳଠାରୁ ଆରମ୍ଭ କରି ଡାଳ ପର୍ଯ୍ୟନ୍ତ ସବୁଥିରେ ଭରପୂର ହୋଇ ରହିଛି ଔଷଧୀୟ ଗୁଣ। ତେବେ ଆସନ୍ତୁ ଜାଣିବା ସେ ସମ୍ପର୍କରେ :-

  • ନିୟମିତ ପିଜୁଳି ଖାଇଲେ କ୍ୟାନସର ପରି ଭୟଙ୍କର ରୋଗ ବି ହୋଇନଥାଏ।
  • ପିଜୁଳି ଗଛର ପତ୍ର ବେଶ ଗୁଣକାରୀ। ଏହାକୁ ଶୁଖାଇ ଗୁଣ୍ଡ କରି କ୍ଷୀର ସହ ପିଇଲେ ଭଲ ନିଦ ହୋଇଥାଏ।
  • ପିଜୁଳି ପତ୍ରର କଅଁଳିଆ ପତ୍ରକୁ ବାଟି ମୁଣ୍ଡରେ ଲଗାଇଲେ ମୁଣ୍ଡବିନ୍ଧା ଭଲ ହୋଇଥାଏ।
  • କଫ ଦୋଷ ଥିଲେ ପିଜୁଳିକୁ ବିଟଲୁଣ ସହ ମିଶାଇ ଖାଆନ୍ତୁ।

ଏମିତି ଏକ ସୁସ୍ଵାଦୁ ଫଳର ବୃକ୍ଷ , ଯେଉଁ ବୃକ୍ଷର ସଂପୂର୍ଣ୍ଣ ଅଂଶ ଔଷଧୀୟ ଗୁଣରେ ଭରପୁର

ପଢନ୍ତୁ, ଏହି ସବୁ ସଙ୍କେତ ମିଳିଲେ ଜାଣିବେ ନିଶ୍ଚିତ ଭାବରେ ଧନପ୍ରାପ୍ତିର ଯୋଗ ରହିଛି

Your email address will not be published. Required fields are marked *