Spread the loveଶରୀର ପାଇଁ ପାଣି ବହୁତ ଉପକାରୀ । ପ୍ରଚୁର ପାଣି ପିଇବା ଦ୍ଵାରା ନାନା ପ୍ରକାର ରୋଗରୁ ରକ୍ଷା ମିଳିବା ସହ ତ୍ଵଚାରେ ଉଜ୍ଜଳତା ଆସେ । ଆଉ ଯଦି... ସକାଳୁ ଖାଲି ପେଟରେ ଉଷୁମ ପାଣି ପିଇଲେ କି ଉପକାର ମିଳେ ଆସନ୍ତୁ ଜାଣିବା
Spread the love

ଶରୀର ପାଇଁ ପାଣି ବହୁତ ଉପକାରୀ । ପ୍ରଚୁର ପାଣି ପିଇବା ଦ୍ଵାରା ନାନା ପ୍ରକାର ରୋଗରୁ ରକ୍ଷା ମିଳିବା ସହ ତ୍ଵଚାରେ ଉଜ୍ଜଳତା ଆସେ । ଆଉ ଯଦି ଆମେ ଉଷୁମ ପାଣି ପିଇବା ତେବେ ତାହା ମଧ୍ୟ ଶରୀର ପାଇଁ ବେଶ ଲାଭକାରୀ । ପ୍ରତ୍ୟୁଷରୁ ଉଠି ଖାଲି ପେଟରେ ୨ ଗ୍ଲାସ ଉଷୁମ ପାଣି ପିଅନ୍ତୁ । ପାଣି ପିଇବାର ୩୦ ମିନିଟ୍ ପର୍ଯ୍ୟନ୍ତ ଖାଦ୍ୟ ଗ୍ରହଣ କରିବା ଅନୁଚିତ୍ । ଆରମ୍ଭରେ ୨ ଗ୍ଲାସ ପାଣି ପିଇବା ଭଲ ଲାଗି ନପାରେ କିନ୍ତୁ ଆସ୍ତେ ଆସ୍ତେ ଆପଣ ଏହାକୁ ଅଭ୍ୟାସ କରିପାରିବେ ଓ ଏହାର ଉପକାରିତା ଅନୁଭବ କରିପାରିବେ । ସକାଳୁ ଖାଲି ପେଟରେ ଉଷୁମ ପାଣି ପିଇଲେ କି ଉପକାର ମିଳେ ଆସନ୍ତୁ ଜାଣିବା  ।

ଉଷୁମ ପାଣିର ଉପକାରିତା:

  • ପେଟ ଦୋଷରୁ ମୁକ୍ତି ମିଳେ  ।
  • ରକ୍ତଚାପ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ।
  • ନାକ, କାନ ,ଗଳା ସମସ୍ୟାର ଉପଶମ ହୋଇଥାଏ ।
  • ମୁଣ୍ଡ ବ୍ୟଥା/ଅଧକପାଳି  ମଧ୍ୟ ଦୂର ହୁଏ ।
  • କୋଲେଷ୍ଟରଲ୍ ସମସ୍ୟା ଦୂର ହୁଏ ।
  • ଆସ୍ଥମା ସମସ୍ୟାରୁ ମୁକ୍ତି ମିଳେ ।

ସକାଳୁ ଖାଲି ପେଟରେ ଉଷୁମ ପାଣି ପିଇଲେ କି ଉପକାର ମିଳେ ଆସନ୍ତୁ ଜାଣିବା

ଓଡିଆ ଅଭିନେତା ଆକାଶ ଦାସ ନାୟକ ଙ୍କ ବିଷୟରେ ଜାଣନ୍ତୁ

 

 

  • bidusmita

    September 22, 2017 #2 Author

    Very nice tips…i try it

    Reply

Your email address will not be published. Required fields are marked *