LIFESTYLE

ଉତ୍ତମ ଜୀବନଶୈଳୀରୁ ସୁସ୍ଥ ହୃତପିଣ୍ଡ କିପରି ପାଇବେ ନଜର ପକାନ୍ତୁ

ହୃତପିଣ୍ଡ କୁ ସୁସ୍ଥ ରଖିବା ପାଇଁ ନିଜ ଜୀବନଶୈଳୀରେ କିଛିଟା ପରିବର୍ତ୍ତନ କରନ୍ତୁ । ସକାଳୁ ଉଠିବା ଠୁଁ ରାତିରେ ସଜ୍ୟାକୁ ଯିବା ପର୍ଯ୍ୟନ୍ତ ଏକ ବିଦ୍ଧିବଦ୍ଧ ଜୀବନ ଅତିବାହିତ କରିବାକୁ ଚେଷ୍ଟା କରନ୍ତୁ । କିଛିଦିନ ଏହା ନିଶ୍ଚୟ କଷ୍ଟ ହେବ କିନ୍ତୁ ଲମ୍ବା ସମୟ ପାଇଁ ଆପଣଙ୍କୁ ସୁସ୍ଥ ରଖିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭେଇବ । ତେବେ ଉତ୍ତମ ଜୀବନଶୈଳୀରୁ ସୁସ୍ଥ ହୃତପିଣ୍ଡ କିପରି ପାଇବେ ନଜର ପକାନ୍ତୁ

  • ସକାଳୁ ଉଠି ପ୍ରତିଦିନ ଦୁଇରୁ ତିନି କିଲୋମିଟର ପର୍ଯ୍ୟନ୍ତ ଚାଲନ୍ତୁ ।
  • ନିୟମିତ ବ୍ୟାୟାମ କରନ୍ତୁ ।
  • ଭୋଜନାରେ ପ୍ରତିଦିନ ଫଳ ଓ ପରିବା ସାମିଲ କରନ୍ତୁ ।
  • ଖାଇବା ସମୟରେ ଖାଦ୍ୟ ଚୋବାଇ ଖାନ୍ତୁ ।

heart

  • ମିଠା କମ ପରିମାଣରେ ଖାନ୍ତୁ । କାରଣ ଅଧିକ ପରିମାଣରେ ମିଠା ଖାଇବା ଦ୍ଵାରା ମୋଟା ହେବାର ସମ୍ଭାବନା ରହିଛି ।
  • ଚାଲିବା ଅଭ୍ୟାସ କରନ୍ତୁ । ଉପରକୁ ଚଢିବା ବେଳେ ଶିଡିର ବ୍ୟବହାର କରନ୍ତୁ ।
  • ଧୂମ୍ରପାନ ଓ ମାଦକ ଦ୍ରବ୍ୟ ସେବନ କରନ୍ତୁ ନାହିଂ ।
  • ପ୍ରତିଦିନ ପାଞ୍ଚ ମିନିଟ ଧ୍ୟାନରେ ବସନ୍ତୁ । ଏହାଦ୍ୱାରା ଚିନ୍ତାରୁ ମୁକ୍ତି ମିଳିଥାଏ ।
  • ତିନିରୁ ଚାରି ଲିଟର ପାଣି ପିଅନ୍ତୁ । ହୃଦରୋଗ ଦୂର ହେବ ।

ପଢନ୍ତୁ, ହାତ ମୁଠା କରିବାର ଢଙ୍ଗ ଆପଣଙ୍କ ବ୍ୟକ୍ତିତ୍ବର ପରିଚୟ କିପରି ଦିଏ ଜାଣନ୍ତୁ

Related posts

ଦାନ୍ତକୁ ଦୃଢ ଏବଂ ଚିକ୍‌ଚିକ୍‌ କରିବାକୁ ଚାହୁଁଛନ୍ତି କି? ତେବେ ଖାଆନ୍ତୁ ଏହି ସବୁ ଖାଦ୍ୟ

ENO Beuro

ମୁହଁର ଯତ୍ନ ,ଜାଣନ୍ତୁ ଘରୋଇ ଉପାୟରେ କେମିତି କରିବେ ଫେସିଆଲ୍‌

ENO Beuro

ସର୍ଦ୍ଦି ବା ଜ୍ୱରରୁ ରକ୍ଷା ଦେଇଥାଏ “ଡାଲଚିନି” , ଆସନ୍ତୁ ଜାଣିବା ଏହାର ଔଷଧିୟ ଗୁଣ ସଂପର୍କରେ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More