• Home
  • ASTRO
  • HOROSCOPES
  • ଅକ୍ଟୋବର ୩୧, ଜାଣନ୍ତୁ ଆଜିର ରାଶିଫଳ
HOROSCOPES

ଅକ୍ଟୋବର ୩୧, ଜାଣନ୍ତୁ ଆଜିର ରାଶିଫଳ

ମେଷ – ସମସ୍ୟା ସମାଧାନ ହେବ । ଆର୍ଥିକ ସ୍ଥିତି ସୁଧୁରିବ । ବିବାଦରୁ ଦୂରେଇ ରୁହନ୍ତୁ ।

ବୃଷ – ଧନ ଲାଭ ହେବ । ବାହନ ସୁଖ ପ୍ରାପ୍ତି ହେବ । ପରିବାରରେ ଖୁସି ବଜାୟ ରହିବା ।

ମିଥୁନ – ପ୍ରେମ ବ୍ୟାପାରରେ ସଫଳତା ମିଳିବ । ବିବାହ ସ୍ଥିର ହୋଇପାରେ । ପ୍ରିୟଜନଙ୍କ ସହ ଭେଟ ହୋଇପାରେ ।

କର୍କଟ – ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଧନ ହାନି ହୋଇପାରେ । ଜୀବନସାଥୀଙ୍କ ସହଯୋଗ ମିଳିବ ।

ସିଂହ – ତରତର ହୋଇ କାମ କରନ୍ତୁ ନାହିଁ । ସ୍ୱାସ୍ଥ୍ୟରେ ସୁଧାର ଆସିବ । ଚାକିରିରେ କିଛି ପରିବର୍ତ୍ତନ ହୋଇପାରେ ।

କନ୍ୟା – କର୍ମକ୍ଷେତ୍ରରେ ସମସ୍ୟା ଆସିପାରେ । କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ବନ୍ଧୁଙ୍କ ସହାୟତା ମିଳିବ ।

ତୁଳା – ସମ୍ପତି ପ୍ରାପ୍ତିର ଯୋଗ ରହିଛି । ମାଲିମକୋଦ୍ଦମାରେ ସଫଳତା ମିଳିବ। ନୂତନ କାମର ସୁଯୋଗ ମିଳିବ ।

ବିଛା – ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ । ଯାନବାହାନରେ ଯାତ୍ରା ବେଳେ ସତର୍କ ରୁହନ୍ତୁ । ଗୁଡ ଖାଇ ଘରୁ ବାହାରନ୍ତୁ ।

ଧନୁ – ପିତାଙ୍କ ଠାରୁ ସହଯୋଗ ମିଳିବ । ସମ୍ପତି ଲାଭ ହେବ । ଯାତ୍ରା ମନୋରଞ୍ଜନପୂର୍ଣ ହେବ ।

ମକର – ବୈବାହିକ ଜୀବନ ସୁଖକର ହେବ । ବ୍ୟବସାୟରେ ଲାଭ ହେବ । ଅଧିକ ଖର୍ଚ୍ଚରୁ ଦୂରେଇ ରୁହନ୍ତୁ ।

କୁମ୍ଭ – ଜୀବନରେ ସ୍ଥିରତା ଆସିବ । କ୍ୟାରିୟରରେ ସୁଧାର ହେବ । ଧନ ଲାଭର ଯୋଗ ମିଳିବ ।

ମୀନ – ସନ୍ତାନଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ବିବାଦୀୟ ସ୍ଥିତିରୁ ଦୂରେଇ ରୁହନ୍ତୁ । ହନୁମାନଙ୍କୁ ଲାଲ ପୁଷ୍ପ ଅର୍ପଣ କରନ୍ତୁ ।

ଅକ୍ଟୋବର ୩୧, ସମସ୍ୟା ସମାଧାନ କିପରି ହେବ? ଜାଣନ୍ତୁ ଆଜିର ରାଶିଫଳ  ଅକ୍ଟୋବର ୩୧, ଜାଣନ୍ତୁ ଆଜିର ରାଶିଫଳ                                                                                                                       3

ପଢନ୍ତୁ, କେବଳ ପୂଜାର୍ଚ୍ଚନାରେ ନୁହେଁ, ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହିତକାରୀ ଏହି ବୃକ୍ଷର ପତ୍ର

Related posts

୨୧ ଡିସେମ୍ବର ଗୁରୁବାର ରାଶିଫଳ , ଆସନ୍ତୁ ଜାଣିବା କେମିତି କଟିବ ଆପଣଙ୍କ ଦିନ

Krishna Kumar Manoj

୪ ନଭେମ୍ବର, ଆଜିର ରାଶିଫଳ

Krishna Kumar Manoj

୨୦ ନଭେମ୍ବର, ସୋମବାର – ରାଶିଫଳ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More