VASTU

ଶନିବାର ଏହି ସବୁ କାର୍ଯ୍ୟ କରୁଛନ୍ତି କି ? ଜାଣନ୍ତୁ ଏହାର କୁପ୍ରଭାବ ସମ୍ବନ୍ଧରେ

ଶନିଦେବ ହେଉଛନ୍ତି ସୂର୍ଯ୍ୟଙ୍କ ପୁତ୍ର । ନବଗ୍ରହ ମଧ୍ୟରେ ଶ୍ରେଷ୍ଠ ଗ୍ରହ ହେଉଛନ୍ତି ଶନିଗ୍ରହ । ହିନ୍ଦୁଶାସ୍ତ୍ର ଅନୁସାରେ ଶନିଦେବଙ୍କ ସୁଦୃଷ୍ଟି ପଡିଲେ ମନୁଷ୍ୟ ରାଜଭୋଗ କରିପାରେ , ମାତ୍ର ତାଙ୍କ କୁଦୃଷ୍ଟି ପଡିଲେ ଦୁର୍ଭାଗ୍ୟ ପିଛା ଛାଡେନି । ମରଣାନ୍ତକ ସମସ୍ୟାର ସମ୍ମୁଖୀନ ହୋଇଥାଏ ମନୁଷ୍ୟ । ଶନିଦେବଙ୍କ ପ୍ରିୟବାର ହେଉଛି ଶନିବାର । ଏଣୁ ତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଶନିବାରରେ ଲୋକେ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି କେଉଁ କାମ ଶନିଦେବଙ୍କୁ କଷ୍ଟ ଦେଇଥାଏ? ବିଶେଷ କରି ଶନିବାର ଦିନ କରାଯାଉଥିବା ଏହି କାର୍ଯ୍ୟଗୁଡ଼ିକ ତାଙ୍କର ପସନ୍ଦ ନାହିଁ। ତେଣୁ ଏ ସବୁ କାର୍ଯ୍ୟରୁ ଦୂରେଇ ରୁହନ୍ତୁ।

  • ଶନିବାର ଦିନ ଲୁହା ଅବା ଲୁହାରେ ତିଆରି କୌଣସି ବସ୍ତୁ କିଣନ୍ତୁ ନାହିଁ।
  • କେତେକ ପଣ୍ଡିତଙ୍କ ମତରେ ଏହି ଦିନରେ ଲୁଣ କିଣନ୍ତୁ ନାହିଁ। ଏହା ଦ୍ୱାରା ଶନିଦେବ କ୍ଷୁବ୍ଧ ହୁଅନ୍ତି ଓ ଦରିଦ୍ରତା ବଢ଼େ।
  • ଶନିବାର ଦିନ ସୋରିଷ ତେଲ ଦାନ କରାଯାଏ ,ମାତ୍ର ଏହି ଦିନ ସୋରିଷ ତେଲ କିଣନ୍ତୁ ନାହିଁ।

pen ସୂର୍ଯ୍ୟ ଶନିବାର ଏହି ସବୁ କାର୍ଯ୍ୟ କରୁଛନ୍ତି କି ? ଜାଣନ୍ତୁ ଏହାର କୁପ୍ରଭାବ ସମ୍ବନ୍ଧରେ pen

  • ତେଲ ଭଳି ବିରି ଜାତୀୟ ଦ୍ରବ୍ୟ କିଣନ୍ତୁ ନାହିଁ। ଏହା ଦ୍ୱାରା ଶନି ଦେବତା କ୍ରୋଧିତ ହୁଅନ୍ତି।
  • କଳା ରଙ୍ଗର ଯୋତା କିଣନ୍ତୁ ନାହିଁ। ଏହାଦ୍ୱାରା କାର୍ଯ୍ୟରେ ବିଫଳତା ମିଳିଥାଏ।
  • ପଢ଼ାଲେଖା ସହ ଜଡ଼ିତ ବସ୍ତୁ-ପେନ୍, କାଗଜ, କାଳି ଆଦି କିଣନ୍ତୁ ନାହିଁ।

ପଢନ୍ତୁ, ଆସନ୍ତୁ ଜାଣିବା, ଆଣ୍ଠୁ ଯନ୍ତ୍ରଣାର କାରଣ ଓ ସଠିକ ଖାଦ୍ୟ ଓ ସଠିକ କାର୍ଯ୍ୟ ସମ୍ବନ୍ଧରେ

Related posts

ବାସ୍ତୁଶାସ୍ତ୍ର ସହ ଘଣ୍ଟାର କି ସମ୍ବନ୍ଧ ରହିଛି? ଆସନ୍ତୁ ଜାଣିବା ସେ ସମ୍ପର୍କରେ

ENO Beuro

ବେପାରରେ ଉର୍ନତି ପାଇଁ ଆପଣାନ୍ତୁ ବାସ୍ତୁ ଶାସ୍ତ୍ର ର ଏହି ୪ ଟି ଉପାୟ ,ମିଳିପାରିବ ଆପଣଙ୍କୁ ସଫଳତା

ENO Beuro

ଦୁଆର ବନ୍ଧରେ ସିନ୍ଦୁର ଓ ଚନ୍ଦନ ଲଗାଇବା ପଛରେ ଥିବା ରହସ୍ୟ ସମ୍ପର୍କରେ ଆସନ୍ତୁ ଜାଣିବା!

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More