Spread the loveଓଡିଆ ସିନେମା ଦୁନିଆ ଭଳି ଯାତ୍ରା ଦୁନିଆ ମଧ୍ୟ ବହୁତ ଲୋକପ୍ରିୟ । ଗାଁ ରୁ ସହର ପର୍ଯ୍ୟନ୍ତ ସମସ୍ତେ ଏହା କୁ ମନୋରଞ୍ଜନ ର ଏକ ମାଧ୍ୟମ ରୂପେ... ଯାତ୍ରା ଦୁନିଆ ର ହାଲଚାଲ, ଯାତ୍ରା କଳାକାର ଓ ପରଦା ପଛର କାହାଣୀ ବିଷୟରେ ଅଧିକା ଜାଣନ୍ତୁ
Spread the love

ଓଡିଆ ସିନେମା ଦୁନିଆ ଭଳି ଯାତ୍ରା ଦୁନିଆ ମଧ୍ୟ ବହୁତ ଲୋକପ୍ରିୟ । ଗାଁ ରୁ ସହର ପର୍ଯ୍ୟନ୍ତ ସମସ୍ତେ ଏହା କୁ ମନୋରଞ୍ଜନ ର ଏକ ମାଧ୍ୟମ ରୂପେ ଜାଣନ୍ତି ।

ଯାତ୍ରାରେ ଥିବା କଳାକାର ମାନଙ୍କର କଠିନ ପରିଶ୍ରମ ଓ ଉଦ୍ୟମ ସେହି ଯାତ୍ରା ପେଣ୍ଡାଲ ରେ ଦେଖାଯାଏ । ନିଜର ଅଭିନୟ ଦ୍ଵାରା ସେମାନେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରନ୍ତି ।

ଯାତ୍ରା ର ବିକୁ ଶେଠ, ଦୈତାରୀ ପଣ୍ଡା, ସୁରେଶ ପଣ୍ଡା, ମିଟୁ, ନଲିନୀ, ଜୁଲି ପଣ୍ଡା ଏବୋଂ ବହୁ ନାମିଦାମି କଳାକାର ସବୁ ରହିଛନ୍ତି । ତାଙ୍କର ଅଭିନୟ ସମ୍ପୂର୍ଣ ଜୀବନ୍ତ ଲାଗେ ।

ସେହିଭଳି ଅନେକ ଓଡିଆ ସିନେମା କଳାକାର ମଧ୍ୟ ଏବେ ଯାତ୍ରା ଦୁନିଆରେ ନିଜର ଅଭିନୟ ର ଜାଦୁ ଦେଖାଉଛନ୍ତି । ଯେମିତି ରାଇ ମୋହନ, ଉଶଶୀ ମିଶ୍ର, ସୋମେସ ପ୍ରଭୁତି ଯାତ୍ରା ଦୁନିଆରେ ବହୁତ ନା କଲେଣି ।

ଏହି କଳାକାର ମାନଙ୍କ ଅକ୍ଲାନ୍ତ ପରିଶ୍ରମ କୁ ନିଜର କାମେରା ରେ ନୂଆ ରୂପ ଦେଉଛନ୍ତି ଓଡିଶା ର ନମ୍ବର ୱାନ ଡିଜିଟାଲ ଚାନେଲ ଇନୁଜଓଡିଆ । ଯାତ୍ରା କଳାକାର ମାନଙ୍କର ଅଭିନୟ, ପରଦା ପଛର କାହାଣୀ, ତାଙ୍କର ଜୀବନ ରେ ଯାତ୍ରାର ଭୂମିକା ଓ ସେମାନେ କିପରି ଏ ଦୁନିଆ କୁ ପସନ୍ଦ କଲେ, ଆଦି ଅନେକ କାହାଣୀ ର ଗୋଟେ ବିରାଟ କିମ୍ବଦନ୍ତୀ ପାଲଟିଛି ଇନୁଜଓଡିଆ । ଅଧିକ ବିବରଣୀ ପାଇଁ ଇନୁଜଓଡିଆ ର ଯାତ୍ରା ଦୁନିଆ ଉପରେ ନଜର ପକାନ୍ତୁ ।

ପଢନ୍ତୁ ଆଗାମୀ ଏଲିନା ସାମନ୍ତରାଯ ଙ୍କ ଓଡିଆ ସିନେମା ମୁଁ ଖାଣ୍ଟି ଓଡିଆ ଝିଅ

Your email address will not be published. Required fields are marked *