Spread the loveସାରଳା ପ୍ରଡକ୍ସନ ବ୍ୟାନରର ଦ୍ଵିତୀୟ ତଥା ବହୁ ପ୍ରତିକ୍ଷିତ ଓଡିଆ ଚଳଚ୍ଚିତ୍ର  ମୁଁ ଗୋଟିଏ ଦୁଷ୍ଟ ପିଲା ଆଜି (ନଭେମ୍ବର ୧୦) ମୁକ୍ତିଲାଭ କରୁଛି । ଏଥିରେ ତିନିଜଣ ନାୟିକା... ଆଜି ମୁକ୍ତିଲାଭ କରୁଛି ବହୁ ପ୍ରତିକ୍ଷିତ ଓଡିଆ ଚଳଚ୍ଚିତ୍ର ମୁଁ ଗୋଟିଏ ଦୁଷ୍ଟ ପିଲା
Spread the love

ସାରଳା ପ୍ରଡକ୍ସନ ବ୍ୟାନରର ଦ୍ଵିତୀୟ ତଥା ବହୁ ପ୍ରତିକ୍ଷିତ ଓଡିଆ ଚଳଚ୍ଚିତ୍ର  ମୁଁ ଗୋଟିଏ ଦୁଷ୍ଟ ପିଲା ଆଜି (ନଭେମ୍ବର ୧୦) ମୁକ୍ତିଲାଭ କରୁଛି । ଏଥିରେ ତିନିଜଣ ନାୟିକା ଓ ଜଣେ ନାୟକ ମୁଖ୍ୟ ଚରିତ୍ରରେ ନଜର ଆସିବେ ।

ଓଡିଆ ନାୟକ ଦୁଷ୍ମନ୍ତ ଙ୍କ ବିପକ୍ଷରେ ରାନୀ, ଦିବ୍ୟା ଓ ଝାନଶୀ ଚଳଚିତ୍ରର ମୁଖ୍ୟ ନାୟିକା । ଏମାନଙ୍କ ସହ ଅସିତ ପତି, ବିଜୁ ବଡଜେନା, ସୁମନ, ଦେବୀ ବାରିକ ଜୀବନ ପଣ୍ଡା, ଦେବୁ ବ୍ରମହା  ଏବୋଂ ଅନ୍ୟମାନେ ବହୁ ଗୁରୁତ୍ଵ ପୂର୍ଣ୍ଣ ଭୂମିକାରେ ଦେଖାଦେବେ ।

କାହାଣୀ ରଚନା ଓ ନିର୍ଦେଶନା ଦେଇଛନ୍ତି ଅଶୋକ ମଲ୍ଲିକ । ଝରଣା ମଲ୍ଲିକ ଏହାର ପ୍ରଯୋନା କରିଛନ୍ତି । ବିଦ୍ୟାଧର ସାହୁ ସଙ୍ଗୀତ ନିର୍ଦେଶନା ଦେଇଥିବା ବେଳେ ନନ୍ଦିତା ଭଞ୍ଜ, ସଞ୍ଜୁ ମହାନ୍ତି, ମୋନଲିଶା, ସୌରଭ, ପ୍ରଦୀପ ପଲ୍ଲଇ, ମାଧବ  ପ୍ରମୁଖ କଣ୍ଠଶିଳ୍ପୀ ଏଥିରେ କଣ୍ଠଦାନ କରିଛନ୍ତି ।

ଚିଟଫଣ୍ଡ ଠକେଇ ଉପରେ ପର୍ଜ୍ୟବେଶିତ ଏହି ସିନେମାଟି ଦର୍ଶକଙ୍କ ମନକୁ ଛୁଇଂବ ବୋଲି ଆଶା କରୁଛନ୍ତି ସିନେମା ନିର୍ମାତା ମାନେ ।

ଆଜି ମୁକ୍ତିଲାଭ କରୁଛି ଓଡିଆ ଚଳଚ୍ଚିତ୍ର ମୁଁ ଗୋଟିଏ ଦୁଷ୍ଟ ପିଲା

ପଢନ୍ତୁ,୧୦ ନଭେମ୍ବର ଶୁକ୍ରବାର , ରାଶିଫଳ ।

No comments so far.

Be first to leave comment below.

Your email address will not be published. Required fields are marked *