• Home
  • LIFESTYLE
  • ଆସୁଛି ନବରାତ୍ରି, ଆସନ୍ତୁ ଜାଣିବା ନବରାତ୍ରିରେ ମା’ ଦୁର୍ଗା ଙ୍କୁ କିପରି କରିବେ ଆରାଧନା
LIFESTYLE

ଆସୁଛି ନବରାତ୍ରି, ଆସନ୍ତୁ ଜାଣିବା ନବରାତ୍ରିରେ ମା’ ଦୁର୍ଗା ଙ୍କୁ କିପରି କରିବେ ଆରାଧନା

ଆଗକୁ ନବରାତ୍ରି । ଏହି ପାର୍ବଣ ପାଇଁ ଚାରିଆଡେ ସାଜସଜ୍ଜାର ପ୍ରସ୍ତୁତି । ମଣ୍ଡପ, ଲାଇଟ, ତୋରଣ ଆଦି ବିଭିର୍ଣ୍ଣ ପ୍ରକାର ପ୍ରସ୍ତୁତି ଜୋରସର ଚାଲିଛି । ଏହି ନଅ ଦିନ ବହୁ ଲୋକ ବ୍ରତ ରଖିଥାନ୍ତି ଓ ମା’ ଦୁର୍ଗାଙ୍କୁ ଆରାଧନା କରିଥାନ୍ତି । ନବରାତ୍ରିରେ ଦେବୀ ପୂଜା ଓ ନଅଦିନିଆ ବ୍ରତର ବହୁତ ମହତ୍ୱ ରହିଛି । ଆସନ୍ତୁ ଜାଣିବା ନବରାତ୍ରିରେ ମା’ ଦୁର୍ଗା ଙ୍କୁ କିପରି କରିବେ ଆରାଧନା ।

ମା’ ଦୁର୍ଗା ଙ୍କୁ କିପରି କରିବେ ଆରାଧନା :-

– ନବରାତ୍ରିରେ ନଅ ଦିନର ବ୍ରତ ରଖୁଥିବା ଲୋକ ଦାଢ଼ିନିଶ, କେଶ ଓ ନଖ କାଟିବା କଥା ନୁହେଁ ।
– ଯଦି ଆପଣ ନବରାତ୍ରିରେ କଳସ ସ୍ଥାପନ କରୁଛନ୍ତି କିମ୍ବା ଅଖଣ୍ଡ ଜ୍ୟୋତି ଜାଳୁଛନ୍ତି ତେବେ ଏହି ସମୟରେ ଘର ଖାଲି କରି କୁଆଡେ ଯାଆନ୍ତୁ ନାହିଁ।
– ନବରାତ୍ରି ସମୟରେ ସାତ୍ଵିକ ଆହାର କରିବା ଉଚିତ ।
– ନଅଦିନ ବ୍ରତ ରଖୁଥିବା ଲୋକ କଳା ରଙ୍ଗର ପୋଷାକ ପିନ୍ଧନ୍ତୁ ନାହିଁ ।
– ବ୍ରତଧାରୀମାନେ ବେଲ୍ଟ, ଚପ୍ପଲ, ଜୋତା, ବ୍ୟାଗ ଭଳି ଚମଡା ଜାତୀୟ ଦ୍ରବ୍ୟ ବ୍ୟବହାର କରିବା କଥା ନୁହେଁ ।
– ନଅଦିନ ପର୍ୟ୍ୟନ୍ତ ବ୍ରତଧାରୀମାନେ ଲେମ୍ବୁ କାଟନ୍ତୁ ନାହିଁ ।
– ବ୍ରତରେ ନଅ ଦିନ ପର୍ୟ୍ୟନ୍ତ ରନ୍ଧା ଖାଦ୍ୟ ଖାଇବା ଉଚିତ ନୁହେଁ । ଫଳମୂଳ, ଚୂଡା, ସାଗୁଦାନା ଆଦି ଖାଇପାରିବେ ।
– ନବରାତ୍ରିରେ ଦିନ ସମୟରେ ଶୟନ କଲେ, ମାଦକ ଦ୍ରବ୍ୟ ଖାଇଲେ ବ୍ରତର ଫଳ ମିଳେନାହିଁ ।

ଆସୁଛି ନବରାତ୍ରି, ଆସନ୍ତୁ ଜାଣିବା ନବରାତ୍ରିରେ ମା’ ଦୁର୍ଗା ଙ୍କୁ କିପରି କରିବେ ଆରାଧନା  ଆସୁଛି ନବରାତ୍ରି, ଆସନ୍ତୁ ଜାଣିବା ନବରାତ୍ରିରେ ମା’ ଦୁର୍ଗା ଙ୍କୁ କିପରି କରିବେ ଆରାଧନା

ଅଧିକା ଜାଣନ୍ତୁ ଚିଟ ଫଣ୍ଡ ଠକେଇ ମାମଲାରେ ଗିରଫ ବିଜେଡି ବିଧାୟକ ପ୍ରଭାତ ବିଶ୍ଵାଳ

Related posts

ଆପଣ ଜାଣନ୍ତି କି? ପାନ ପତ୍ରରେ ଅନେକ ଔଷଧୀୟ ଗୁଣ ରହିଛି ; ଆସନ୍ତୁ ଜାଣିବା ଏହାର କିଛି ଉପକାରୀ ଗୁଣ

Krishna Kumar Manoj

ଶୀତ ଋତୁରେ ସାଜସଜା ସହିତ ଘରକୁ ଉଷୁମ ରଖିବାର ପ୍ରକୃତିକ ଉପାୟ

Krishna Kumar Manoj

ମୁହଁ ନ ଧୋଇ ପାଣି ପିଇବା ଶରୀର ପାଇଁ କେତେ ଉପଯୋଗୀ ଜାଣନ୍ତୁ ?

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More