Spread the loveନୂଆ ନୃତ୍ୟ ଭିତ୍ତିକ ଚଳଚ୍ଚିତ୍ର କ୍ରୀଷ୍ଣା – ଷ୍ଟୋରି ଅଫ ଏ ଡ଼ାନ୍ସର ପ୍ରିନ୍ସ ପ୍ରଡ଼କସନ ପିକ୍ଚର ପ୍ରେଜେନ୍ଟ୍ସ ବ୍ୟାନର ଦ୍ଵାରା ପ୍ରସ୍ତୁତ ନୂଆ ଓଡିଆ ଚଳଚ୍ଚିତ୍ର କ୍ରୀଷ୍ଣା । ଏହି... ନୂଆ ନୃତ୍ୟ ଭିତ୍ତିକ ଚଳଚ୍ଚିତ୍ର କ୍ରୀଷ୍ଣା – ଷ୍ଟୋରି ଅଫ ଏ ଡ଼ାନ୍ସର
Spread the love

ନୂଆ ନୃତ୍ୟ ଭିତ୍ତିକ ଚଳଚ୍ଚିତ୍ର କ୍ରୀଷ୍ଣା – ଷ୍ଟୋରି ଅଫ ଏ ଡ଼ାନ୍ସର

ପ୍ରିନ୍ସ ପ୍ରଡ଼କସନ ପିକ୍ଚର ପ୍ରେଜେନ୍ଟ୍ସ ବ୍ୟାନର ଦ୍ଵାରା ପ୍ରସ୍ତୁତ ନୂଆ ଓଡିଆ ଚଳଚ୍ଚିତ୍ର କ୍ରୀଷ୍ଣା । ଏହି କାହାଣୀଟି ଏକ ନୃତ୍ୟଶିଳ୍ପୀର ଜୀବନ ଉପରେ ଆଧାରିତ ।

ଚଳଚ୍ଚିତ୍ର – କ୍ରୀଷ୍ଣା

ବ୍ୟାନର – ପ୍ରିନ୍ସ ପ୍ରଡ଼କସନ ପିକ୍ଚର ପ୍ରେଜେନ୍ଟ୍ସ

ପ୍ରଯୋଜକ, ନିର୍ଦେଶକ – କ୍ରୀଷ୍ଣା ରେଡ୍ଡୀ

ସଙ୍ଗୀତ ନିର୍ଦେଶନା – କ୍ରୀଷ୍ଣା ରେଡ୍ଡୀ ଓ ସାଇ ଲଖନ

ଗୀତିକାର – କୁମାର ଶ୍ରୀ ସାହୁ

ଅଭିନୟରେ – କ୍ରୀଷ୍ଣା ରେଡ୍ଡୀ, ସୁରୟମୟୀ, ସୋମେଶ୍ଵର ରେଡ୍ଡୀ

ଚଳଚ୍ଚିତ୍ର କ୍ରୀଷ୍ଣା କାହାଣୀ :

କାହାଣୀର ନାୟକ (କ୍ରୀଷ୍ଣା) ଜଣେ ଗରୀବ ଘରର ପିଲା । ତା’ର ସ୍ଵପ୍ନ ହେଲା ନୃତ୍ୟ, ଗାଁରେ କିନ୍ତୁ ତାର ମୂଲ୍ୟକୁ କେହି ବୁଝନ୍ତି ନାହିଁ । ଶେଷରେ ଗାଁ’ର ଟାହିଟାପରାକୁ ସାହି ନପାରି ବାଧ୍ୟ ହେଇ ନିଜର ପରିଚୟ ତିଆରି କରିବାକୁ ସହରକୁ ଆସେ । ସେଠିବି ତା’ର ପରିସ୍ଥିତି ସେଇଆ ହୁଏ । ଦାରିଦ୍ରତା ପାଇଁ ତାକୁ କୌଠି ବି ସୁଯୋଗ ମିଳେଣି । କିନ୍ତୁ ପରିସ୍ଥିତି ସବୁବେଳେ ସମାନ ନଥାଏ । ଦୁନିଆରେ ଆଜି ବି ଭଲ ଲୋକ ଅଛନ୍ତି । ସେମିତି କିଛି ମଣିଷ ମାନଙ୍କୁ ନେଇ କ୍ରୀଷ୍ଣା ତିଆରି କରେ ନିଜର ପରିଚୟ ଏବୋଂ ପାଲଟେ ଓଡିଶା ପାଇଁ ଗର୍ବ ଓ ଗୌରବ ।

ନୂଆ ନୃତ୍ୟ ଭିତ୍ତିକ ଚଳଚ୍ଚିତ୍ର କ୍ରୀଷ୍ଣା – ଷ୍ଟୋରି ଅଫ ଏ ଡ଼ାନ୍ସର

ପଢନ୍ତୁ, ନିଜ ସ୍ୱପ୍ନକୁ ସାକାର କରିବା ପାଇଁ ଆତ୍ମବିଶ୍ୱାସର ସହ ଅଗକୁ ବଢ – ମୁଖ୍ୟମନ୍ତ୍ରୀ କହିଲେ ମନର କଥା

No comments so far.

Be first to leave comment below.

Your email address will not be published. Required fields are marked *