Spread the loveଓଡିଆର ଜଣାଶୁଣା କଳାକାର ସଂବିତ ଆଚାର୍ଯ୍ୟ ଏବେ ତେଲୁଗୁ ଦୁନିଆରେ ନିଜର ଦକ୍ଷତା ପ୍ରତିପାଦନ କରିବେ ବୋଲି ଅଣ୍ଟା ଭିଡିଛନ୍ତି । ତାଙ୍କ ଅଭିନୀତ ତେଲୁଗୁ ସିନେମା ଲାଲିଜୋ ଲାଲିଜୋ... ଓଡିଆର ଜଣାଶୁଣା କଳାକାର ସଂବିତ ଆଚାର୍ଯ୍ୟ ଙ୍କ ତେଲୁଗୁ ସିନେମା ଲାଲିଜୋ ଲାଲିଜୋ ମୁକ୍ତି ପ୍ରତୀକ୍ଷାରେ
Spread the love

ଓଡିଆର ଜଣାଶୁଣା କଳାକାର ସଂବିତ ଆଚାର୍ଯ୍ୟ ଏବେ ତେଲୁଗୁ ଦୁନିଆରେ ନିଜର ଦକ୍ଷତା ପ୍ରତିପାଦନ କରିବେ ବୋଲି ଅଣ୍ଟା ଭିଡିଛନ୍ତି । ତାଙ୍କ ଅଭିନୀତ ତେଲୁଗୁ ସିନେମା ଲାଲିଜୋ ଲାଲିଜୋ ର ଶୁଟିଙ୍ଗ ସଋ ପୋଷ୍ଟ ପ୍ରଡକ୍ଶନ କାମ ଚାଲିଛି ଏବୋଂ ଖୁବ ଶୀଘ୍ର ମୁକ୍ତି ଲାଭ କରିବାକୁ ଯାଉଛି ।

ଯେଏସଏସଏମଏ ବ୍ୟାନର ଦ୍ଵାରା ପ୍ରସ୍ତୁତ ଏହି ସିନେମାର କାହାଣୀ, ସଂଳାପ ଓ ନିର୍ଦେଶନାର ଭାର ସମ୍ଭାଳିଛନ୍ତି ମୋହନ ଶ୍ରୀବାସ୍ତବ । ଶଙ୍କୁ କିରଣ ସିନେମାଟିକୁ ପ୍ରୋଯୋଜନା କରିଛନ୍ତି । ସଙ୍ଗିତ ନିର୍ଦେଶନା ଦେଇଛନ୍ତି ମେଲୋଡି ଶ୍ରୀନିବାସ ।

କାହାଣିଟିରେ ଭରପୁର ରୋମାନ୍ସ ସାଙ୍ଗକୁ କମେଡୀ ଓ ଆକସନ ର ଝଲକ ମଧ୍ୟ ଦେଖିପାକୁ ପାଇବେ ଦର୍ଶକେ । ଏହି ସିନେମା ପାଇଁ ସଂବିତ ବହୁତ ଆଶାବାଦି ଅଛନ୍ତି । ବହୁ ଓଡିଆ ସିନେମାରେ ସଫଳତା ସାଉଣ୍ଟିଥିବା ସଂବିତଙ୍କ ପାଇଁ ତେଲୁଗୁ ସିନେମା ଜଗତ କିଭଳି ସଫଳତା ଆଣୂଛି ତାହା ଦେଖିବାକୁ ବାକି ରହିଲା ।

ଓଡିଆର ଜଣାଶୁଣା କଳାକାର ସଂବିତ ଆଚାର୍ଯ୍ୟ ଙ୍କ ତେଲୁଗୁ ସିନେମା ଲାଲିଜୋ ଲାଲିଜୋ ମୁକ୍ତି ପ୍ରତୀକ୍ଷାରେ

Your email address will not be published. Required fields are marked *