Movie News

ନୂଆ ଓଡିଆ ଚଳଚ୍ଚିତ୍ର “ବଜରଙ୍ଗୀ” ଆଜି କଟକ ସ୍ଥିତ ସମ୍ରାଟ ସିନେମା ହଲରେ ମୁକ୍ତିଲାଭ କରୁଛି

ନୂଆ ଓଡିଆ ଚଳଚ୍ଚିତ୍ର “ବଜରଙ୍ଗୀ” ଆଜି କଟକ ସ୍ଥିତ ସମ୍ରାଟ ସିନେମା ହଲ ରେ ମୁକ୍ତିଲାଭ କରୁଛି । ସାର୍ଥକ ଟିଭି ଓ ମୁନ୍‌ ଟିଭିର ମିଳିତ ପ୍ରଯୋଜନାରେ ନିର୍ମିତ ଏହା ଏକ ଆକ୍ସନରେ ଭରା ପାରିବାରିକ ଛବି । ଏଥିରେ ସିଦ୍ଧାନ୍ତ, ଅମ୍ଳାନ, ଅନୁଭା, ନୈନା ଦାଶ ଓ ଅସିତ ପତି ପ୍ରମୁଖ ଅଛନ୍ତି ମୁଖ୍ୟ ଭୂମିକାରେ ।

ଶଚିକାନ୍ତ ଜେନା ଏହାର କାହାଣୀକାର ଏବଂ ପ୍ରଯୋଜକ ଓ ବିନି ପଟ୍ଟନାୟକ ନିର୍ଦ୍ଦେଶକ । ଡ଼. ରଜନୀ ରଞ୍ଜନ ଏହାର ସଂଳାପ ଲେଖିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ ଆନନ୍ଦ । “ବଜରଙ୍ଗୀ” ହେବ ଏ ବର୍ଷର ୩୨ତମ ଓଡ଼ିଆ ସିନେମା ।

ସିନେ ପ୍ରେମୀମାନେ ପ୍ରଥମ ଥରଲାଗି ଅମ୍ଳାନ-ଅନୁଭାଙ୍କ ଯୋଡିକୁ ଦେଖିବାକୁ ପାଇବେ ଏବୋଂ  ଦ୍ୱିତୀୟ ଥରଲାଗି ସିଦ୍ଧାନ୍ତଙ୍କ ବିପକ୍ଷରେ ନଜର ଆସିଛନ୍ତି ନୈନା ଦାଶ । ଏଥିରେ ଅମ୍ଳାନ, ଅନୁଭା ଉଭୟେ ପୁଲିସ ଭୂମିକାରେ ନଜର ଆସିବେ ଓ ସିଦ୍ଧାନ୍ତ ଆସିବେ ନକରାତ୍ମକ ଚରିତ୍ରରେ ।  ସିନେମାର କାହାଣୀ ଦୁଇଭାଇଙ୍କ ଉପରେ ଆଧାରିତ ।

ନୂଆ ଓଡିଆ ଚଳଚ୍ଚିତ୍ର “ବଜରଙ୍ଗୀ” ଆଜି କଟକ ସ୍ଥିତ ସମ୍ରାଟ ସିନେମା ହଲରେ ମୁକ୍ତିଲାଭ କରୁଛି  ନୂଆ ଓଡିଆ ଚଳଚ୍ଚିତ୍ର “ବଜରଙ୍ଗୀ” ଆଜି କଟକ ସ୍ଥିତ ସମ୍ରାଟ ସିନେମା ହଲରେ ମୁକ୍ତିଲାଭ କରୁଛି

Related posts

“Tate Nadekhile Mo Dina Sarena” Odia Movie Direction by S. Dileep Panda

Jitendra

Mun Gote Dusta Pila – Grand Audio Released

Jitendra

Love U Nandini Upcoming Odia Movie Under The Banner Of Bhobani Production

ENO Beuro

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More